ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଚପଲ କିଣିଦେବାକୁ କହି ଜଙ୍ଗଲକୁ ନେଇ ବଳାତ୍କାର, ବିବାହିତ ଯୁବକଙ୍କ ନାମରେ ଅଭିଯୋଗ…
ଦାରିଙ୍ଗବାଡି, ୧୮।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ପୁଣି ଲଜ୍ଜା। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଗ୍ରାମର ଜଣେ ବିବାହିତ ଯୁବକ ବଳାତ୍କାର କରିଛନ୍ତି। ଏନେଇ ସେହି ଗ୍ରାମର ମହିଳା ମଣ୍ଡଳ ଏକତ୍ରିତ ହୋଇ ଶନିବାର…
ଧୋଇଯିବ ଦୀପାବଳି! ଆସୁଛି ବଡ଼ ଲଘୁଚାପ, ୪୮ ଘଣ୍ଟାରେ…
ଭୁବନେଶ୍ୱର,୧୮।୧୦: ୨୧ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ପଶ୍ଚିମ- ଉତ୍ତରପଶ୍ଚିମ ଦିଗକୁ ଗତିକରି ଘନୀଭୂତ ହୋଇ ଅବପାତ ସମ୍ଭାବନା ରହିଛି। ଦକ୍ଷିଣ ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ପରବର୍ତ୍ତୀ ୪୮ ଘଣ୍ଟାରେ ଅବପାତର ରୂପ ନେବ।…
ଟ୍ରକକୁ ପଛପଟୁ ଧକ୍କା ଦେଲା ରୋଗୀଙ୍କୁ ନେଇ ଯାଉଥିବା ବୋଲେରୋ, ଘଟଣାସ୍ଥଳରେ…
ବଲାଙ୍ଗୀର,୧୮।୧୦ (ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ସମ୍ବଲପୁର ଏନ. ଏଚ ୨୬ ରାସ୍ତା ଜାମସର ନିକଟରେ ଶନିବାର ବିଳମ୍ବିତ ରାତିରେ ସଡକ ଦୁର୍ଘଟଣାରେ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଅଛନ୍ତି । ଏନଏଚ ୨୬ ବଲାଙ୍ଗୀର ସମ୍ବଲପୁର ରାସ୍ତା…
ବ୍ୟାରେଜ ଉପରେ କାର୍ ରଖି ଯୁବକ ନିଖୋଜ, କାର୍ ଭିତରୁ ମିଳିଲା…
ପାଟଣା,୧୮।୧୦(ବୀର କିଶୋର ଦାଶ): ବ୍ୟାରେଜ ଉପରେ କାର୍ ରଖି ଯୁବକ ନିଖୋଜ । ଯୁବକ ଜଣକ ହେଲେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଶକ୍ତିକାନ୍ତ ସାହୁ (୩୮)ବୋଲି ସୂଚନା ମିଳିଛି। ତାଙ୍କର ପ୍ରକୃତ ଘର କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ଗ୍ରାମରେ…
ଚାଲିଛି ଜିଲାସ୍ତରୀୟ ଖୋ ଖୋ ପ୍ରତିଯୋଗିତା: ଶୌଚାଳୟ ବ୍ୟବସ୍ଥା ଠିକ୍ ନଥିବାରୁ ତୀବ୍ର ଅସନ୍ତୋଷ
ଗଞ୍ଜାମ,୧୮।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକରେ ଜିଲାସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମଠାରେ ଚାଲିଛି। ଜିଲାର ୨୨ ବ୍ଲକର ୯୫ରୁ ଉର୍ଦ୍ଧ୍ୱ ସ୍କୁଲର ଛାତ୍ରୀଛାତ୍ର ଏଥିରେ ଅଂଶଗ୍ରହଣ କରିଛନ୍ତି । ସେମାନଙ୍କ ସହ ପିଇଟି…
ଗୋଟିଏ ରାତିରେ ୩ଟି ମନ୍ଦିରରୁ ଚୋରି , ଦାନ ହୁଣ୍ଡି ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା
ଚିକିଟି,୧୮।୧୦(ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ ନୂଆଗାଁ ଅନ୍ତର୍ଗତ ଶୁକ୍ରବାର ବିଳମ୍ବିତ ରାତିରେ ୩ଟି ମନ୍ଦିରରୁ ଦାନ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇ ଦୁର୍ବୃତ୍ତମାନେ ଫେରାର୍ ହୋଇଥିବା ଜଣାପଡିଛି। ଏ ନେଇ ୩ଟି ମନ୍ଦିରର ପୂଜାରୀ…
ରାଜଧାନୀରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ରକ୍ତାକ୍ତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲେ ପୀଡିତା
ଭୁବନେଶ୍ୱର,୧୮।୧୦: କ୍ୟାପିଟାଲ ଥାନା ଅଶୋକ ନଗରରେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଖବର ସାମ୍ନାକୁ ଆସୁଛି। ରକ୍ତାକ୍ତ ଅବସ୍ଥାରେ ପୀଡ଼ିତା କ୍ୟାପିଟାଲ ହସ୍ପିଟାଲ ଯାଇଥିବା ଜଣାପଡିଛି। କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ପୋଲିସକୁ ଜଣାଇଥିଲେ। କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ରିପୋର୍ଟ ଆଧାରରେ ମାମଲା ରୁଜୁ…
ଗଣଯୋଗାଯୋଗ ଗବେଷଣା
ଭାରତର ସୁପ୍ରିମକୋର୍ଟ ସାମାଜିକ ଗଣମାଧ୍ୟମ ଇନ୍ଫ୍ଲୁଏନସର ସମୟ ରୈନା ଓ ରଣବୀର ଆଲ୍ଲାବାଦିଆଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଭିନ୍ନକ୍ଷମଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେବା ପାଇଁ ସାଧାରଣରେ କ୍ଷମାପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନ୍ୟାୟାଳୟ ଜୋରଦେଇ କହିଥିଲେ ଯେ…
ଅନୁଭୂତିଭିତ୍ତିକ ଶିକ୍ଷା ବ୍ୟବସ୍ଥା
ପିଲାମାନେ ବିଭିନ୍ନ ମାଧ୍ୟମରେ ଶିଖନ୍ତି ଓ ବୁଝନ୍ତି। ଗାର୍ଡନରଙ୍କ ବହୁବିଧ ବୁଦ୍ଧିମତ୍ତା ତତ୍ତ୍ୱ ଅନୁଯାୟୀ, ସେମାନଙ୍କର ଦକ୍ଷତା ମଧ୍ୟ ପରସ୍ପରଠାରୁ ଭିନ୍ନ ହୋଇଥାଏ। କିଛି ବିଦ୍ୟାର୍ଥୀ ଚାକ୍ଷୁଷ ଶିକ୍ଷାକୁ ପସନ୍ଦ କରନ୍ତି, ଯେଉଁମାନେ ଜଣଙ୍କୁ ଦେଖି ବା ଅନୁକରଣ କରି ଶିଖନ୍ତି;…
ଯୋଗ୍ୟଙ୍କୁ ଖୋଜାଚାଲିଛି
ଏବେ କ୍ଷମତା ପରିସରରେ ପୁନର୍ବାର ଯେଉଁ ଗୁଞ୍ଜରଣ ଉଠିଛି ତାହା ଟିକସ ଓ ବଜେଟକୁ ନେଇ ନୁହେଁ। କିଏ ବୃହତ୍ ନିୟାମକ ସେବିକୁ ନିୟନ୍ତ୍ରଣ କରିବେ ତା’ଉପରେ ଏବେ ସମସ୍ତଙ୍କ ନଜର । ସରକାର ବର୍ତ୍ତମାନ ପୁଞ୍ଜିବଜାରର ସଂସ୍ଥା ସେବି ପାଇଁ…
ବାପା, ପ୍ରେମିକ ସହ ମିଶି ଯୁବକଙ୍କୁ ହତ୍ୟା କଲେ ପ୍ରେମିକା! ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ…
ମାଲକାନଗିରି,୧୮ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ଥାନା କତାପାଲ୍ଲୀ ପଞ୍ଚାୟତ ବଡାଗୁଡା ଗ୍ରାମ ନିକଟ କ୍ରସର ନିକଟ ଏକ ପୋଖରୀରୁ ଉଦ୍ଧାର ହୋଇଥିବା ମୃତଦେହ ଘଟଣାରେ ୩ଜଣଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ବିନୋଦ କୁମାର, ଶଙ୍କର ଇଣ୍ଡିଆ, ସାଗର…
ନୂଆପଡ଼ା ଉପନିର୍ବାଚନ: ଆଜି ନାମାଙ୍କନ ଭରିବେ ଢୋଲକିଆ, ଘାସିରାମ ମାଝୀ
ଭୁବନେଶ୍ୱର,୧୮।୧୦: ଆଜି ନୂଆପଡ଼ାରେ ପ୍ରାର୍ଥିପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ। ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ। ଗତ ୧୧ ତାରିଖରେଜୟ ଢୋଲକିଆ ଭାଜପାରେ ସାମିଲ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ମଧ୍ୟ ଆଜି…
Archives


