୨୦୩୦ ମସିହା ସୁଦ୍ଧା ରାଜ୍ୟକୁ ଜଳାତଙ୍କ ମୁକ୍ତ କରିବା ସରକାରଙ୍କ ଲକ୍ଷ୍ୟ; ସ୍ୱାସ୍ଥ୍ୟମନ୍ତ୍ରୀ ଭୁବନେଶ୍ୱର,୩।୮: ରାଜ୍ୟକୁ ୨୦୩୦ ମସିହା ସୁଦ୍ଧା ଜଳାତଙ୍କମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ୍ କହିଛନ୍ତି । ସେ କହିଛନ୍ତି, ଏହି ଲକ୍ଷ୍ୟ ହାସଲ କରିବାପାଇଁ ବୁଲାକୁକୁରଙ୍କୁ ଟିକ ଦିଆଯିବା ନେଇ...