ଡୁରାଣ୍ଡ କପ୍ ଫୁଟ୍ବଲ: ବିଜୟ ସହ ଓଡ଼ିଶା ଏଫ୍ସିର ଅଭିଯାନ
ଭୁବନେଶ୍ୱର, ୩।୮ (ତପନ ସ୍ବାଇଁ): ଆସାମର କୋକ୍ରାଝରରେ ଚାଲିଥିବା ଡୁରାଣ୍ଡ କପ୍ ଫୁଟବଲ ଟୁର୍ନାମେଣ୍ଟରେ ଓଡ଼ିଶା ଏଫ୍ସି ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଶନିବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ଦଳ ୫-୦ ଗୋଲରେ ବିଏସ୍ଏଫ୍ ଏଫ୍ଟିକୁ ପରାସ୍ତ କରିଛି।...
ଏଏଫସି ମହିଳା ଚମ୍ପିଆନ୍ସ ଲିଗ୍: ଜୋର୍ଡାନ, ସିଙ୍ଗାପୁର ଦଳ ସହିତ ଓଡ଼ିଶା ଏଫସି
ନୂଆଦିଲ୍ଲୀ,୧୮।୭: ଏଏଫସି ମହିଳା ଚମ୍ପିଆନ୍ସ ଲିଗ୍ ୨୦୨୪-୨୫ ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶା ଏଫସି ଇଥିଆଡ କ୍ଲବ୍(ଜୋର୍ଡାନ) ଏବଂ ଲାୟନ ସିଟି ସେଲର୍ସ ଏଫସି(ସିଙ୍ଗାପୁର) ସହିତ ଗ୍ରୁପ-ବି ରେ ସ୍ଥାନ ପାଇଛି। ଗୁରୁବାର ମାଲେସିଆର କୁଆଲ ଲାମପୁରରେ ଅନୁଷ୍ଠିତ ଡ୍ର’ରେ ଏହା...
କଳିଙ୍ଗ ସୁପର୍ କପ୍: ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଜିତି ଫାଇନାଲ୍ରେ ଓଡ଼ିଶା ଏଫ୍ସି
ଭୁବନେଶ୍ୱର,୨୫ା୧(ସରୋଜ ଜେନା): ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ କଳିଙ୍ଗ ସୁପର୍ କପ୍ ଫାଇନାଲରେ ପ୍ରବେଶ କରିଛି ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଏଫ୍ସି(ଓଏଫ୍ସି)। ଗୁରୁବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମୁମ୍ବାଇ ସିଟି ଏଫ୍ସିକୁ ୧-୦ରେ ପରାସ୍ତ କରି କ୍ରମାଗତ ସଂସ୍କରଣର ଫାଇନାଲରେ...
କଳିଙ୍ଗ ସୁପର କପ୍ ଫୁଟ୍ବଲ: ଗ୍ରୁପ୍ ‘ଡି’ରେ ଓଡ଼ିଶା ଏଫ୍ସି
ଭୁବନେଶ୍ୱର, ୧୮।୧୨: ସର୍ବଭାରତୀୟ ଫୁଟ୍ବଲ ଫେଡେରେଶନ(ଏଆଇଏଫ୍ଏଫ୍) ପକ୍ଷରୁ କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ନାମେଣ୍ଟ ପାଇଁ ଡ୍ର’ ଉଠାଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଛି। ତଦନୁସାରେ ଗତଥରର ଚାମ୍ପିୟନ ଓଡ଼ିଶା ଏଫ୍ସି ଗ୍ରୁପ୍ ‘ଡି’ରେ ସ୍ଥାନ ପାଇଛି। ଏଫ୍ସି ଗୋଆ,...
ଏଏଫ୍ସି କପ୍: ବିଜୟ ସହ ନକ୍ ଆଉଟରେ ଓଏଫ୍ସି
ଭୁବନେଶ୍ୱର,୧୧ା୧୨: କଳିଙ୍ଗ ଷ୍ଟାଡିୟମରେଅନୁଷ୍ଠିତ ଏଏଫ୍ସି କପ୍ର ମ୍ୟାଚ୍ରେ ବସୁନ୍ଧରା କିଙ୍ଗ୍ସକୁ ୧-୦ରେ ପରାସ୍ତ କରିଛି ଓଡ଼ିଶା ଏଫ୍ସି(ଓଏଫ୍ସି)। ଏହି ବିଜୟ ସହିତ ଏଏଫ୍ସି କପ୍ର ନକ୍ ଆଉଟ ରାଉଣ୍ଡକୁ ଦଳ ଉତ୍ତୀର୍ଣ୍ଣ ହୋଇଛି। ଗ୍ରୁପ୍ ଡିରେ ସ୍ଥାନ ପାଇଥିବା ଓଏଫ୍ସି...
Archives
