Tag Archives: Nuapada by-election

ନୂଆପଡ଼ା ଉପ ନିର୍ବାଚନ: ବନ୍ଦ ରହିବ ବରଗଡ଼ର ଏହି ଦୋକାନ

ବରଗଡ଼,୭।୧୧(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୧ତାରିଖ ନୂଆପଡ଼ା ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ତେବେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୯ତାରିଖ ଅପରାହ୍ନ ୪ଟାରୁ ୧୧ତାରିଖ ଭୋଟ ଗ୍ରହଣ ସରିବା ପର୍ଯ୍ୟନ୍ତ ନୂଆପଡ଼ା ସୀମାନ୍ତ ବରଗଡ଼ ଜିଲାର ପାଇକମାଳ ଏବଂ…

ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ନୂଆପଡ଼ା ଛାଡ଼: ଦେହ ଖରାପ କହିଲେ ହେବ…

ନୂଆପଡ଼ା,୭।୧୧(ମକାରୁ ବେମାଲ): ନୂଆପଡ଼ା ନିର୍ବାଚନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ କରିଛନ୍ତି। ପ୍ରେସମିଟ କରି୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ବାହାର ଲୋକଙ୍କୁ ନୂଆପଡ଼ା ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯିଏ ନୂଆପଡ଼ା ଯାଇଛନ୍ତି ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ…

ନୂଆପଡ଼ା ଉପନିର୍ବାଚନ: ମକ୍‌ ପୋଲ୍‌ କଲେ ପ୍ରିଜାଇଡିଂ ଅଫିସର

ନୂଆପଡ଼ା,୬ା୧୧(ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଗରୁ ତାଲିମ ଗ୍ରହଣ କରିପାରି ନ ଥିବା ଏବଂ ଅସୁସ୍ଥ ଥିବା ପ୍ରିଜାଇଡିଂ ଓ ପୋଲିଂ ଅଫିସରଙ୍କୁ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ପ୍ରଦାନ କରାଯାଇଛି। ସ୍ଥାନୀୟ ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଏହି…

ନବୀନଙ୍କ ହେଲିକପ୍ଟରରେ ଏ କ’ଣ? ଭିତରୁ ବାହାରିଲା…

ଭୁବନେଶ୍ୱର,୪।୧୧: ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ ପାଇଁ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଓ କଂଗ୍ରେସ ଜୋରଦାର ପ୍ରଚାର ଚଳାଇଛନ୍ତି। ନୂଆପଡା ଉପନିର୍ବାଚନ ପାଇଁ…

ନୂଆପଡ଼ା ଉପନିର୍ବାଚନ: ପ୍ରଚାର ପାଇଁ ଲୋକ କିଣୁଛନ୍ତି ସବୁ ଦଳ

ନୂଆପଡ଼ା,୩ା୧୧(ପୀତାମ୍ବର ସାହୁ): ଆସନ୍ତା ୧୧ତାରିଖରେ ନୂଆପଡ଼ା ଉପନିର୍ବାଚନ ହେବାକୁ ଯାଉଛି। ଏଥିରେ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସମେତ ସମୁଦାୟ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି। ଭାଜପାରୁ ଜୟ ଢୋଲକିଆ, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ଓ…

ଉପ ନିର୍ବଚନ: କଂଗ୍ରେସରେ ମିଶିଗଲେ ବିଜେଡି ଭାଜପା କର୍ମୀ

ନୂଆପଡ଼ା,୨ା୧୧ (ମକାରୁ ବେମାଲ): ନୂଆପଡ଼ା ବ୍ଲକ ଟାନୱଟ ପଞ୍ଚାୟତ ଝିଲମାଲ ଗାଁ ଓ ବିରୋମାଲ ପଞ୍ଚାୟତ ଦାର୍ଲି ନୂଆପଡା ଗାଁଠାରେ କଂଗ୍ରେସର ନିର୍ବାଚନୀ ସଭା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ନୂଆପଡା ଜିଲା ମିଡ଼ିଆ ସେଲ ସଂଯୋଜକ ସୁଧୀର ମିଶ୍ରଙ୍କ…

ନବୀନଙ୍କ ସଭା ଭଣ୍ଡୁର ପାଇଁ ଭାଜପା ଉଦ୍ୟମ କରୁଛି: ବିଜେଡି

ନୂଆପଡ଼ା,୧ା୧୧ (ମକାରୁ ବେମାଲ): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ସଭାକୁ ଭଣ୍ଡୁର କରିବା ପାଇଁ ଭାଜପା ଷଡ଼ଯନ୍ତ୍ର କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ଶୁକ୍ରବାର ଏ ନେଇ ଦଳ ପକ୍ଷରୁ ନିର୍ବାଚନ ସାଧାରଣ…

ନୂଆପଡ଼ା ଉପନିର୍ବାଚନ: ମହିଳା ମତଦାତାଙ୍କ ଉପରେ ୩ ଦଳର ନଜର

ନୂଆପଡ଼ା,୩୦ା୧୦ (ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପାଖେଇ ଆସୁଥିବାବେଳେ ତିନି ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ପ୍ରଚାରକୁ ଜୋରଦାର କରିଦେଲେଣି। ଏବେ ଏଠାରେ ମନ୍ତ୍ରୀ, ବିଧାୟକ, ଏମ୍‌ପି ଓ ବିଭିନ୍ନ ଦଳର ହେଭିୱେଟ ନେତା ଡେରା ପକାଇ ପ୍ରଚାରରେ…

ନୂଆପଡ଼ା ଉପ ନିର୍ବାଚନ : କୌଣସି ଜାତିର ନୁହେଁ,ବିକାଶର କାର୍ଡ ଖେଳୁଛୁ…

ନୂଆପଡ଼ା,୨୯ା୧୦ (ମକାରୁ ବେମାଲ): ୨୦୨୪ ନିର୍ବାଚନୀ ଇସ୍ତାହାରରେ ଯାହା କହିଥିଲୁ ଗୋଟି ଗୋଟି କରି ୫୦ ପ୍ରତିଶତ ପୂରଣ କରିସାରିଲୁଣି। ଆମର ଶାସନ କାଳ ଭିତରେ ବାକି ଯାହା ରହିଛି ତାହା ପୂରଣ କରି ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ…

ନୂଆପଡ଼ା ଉପନିର୍ବାଚନ: କଡ଼ାକଡ଼ି ଯାଞ୍ଚ

ନୂଆପଡ଼ା,୨୭ା୧୦ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନକୁ ଦୃଷ୍ଟିରେ ରଖି ଜିଲା ଅବକାରୀ ବିଭାଗ ତରଫରୁ ଯାଞ୍ଚ କଡାକଡି କରାଯାଇଛି। ଜିଲାର ସୀମାବର୍ତ୍ତୀ ଅଞ୍ଚଳରେ ଚେକ୍‌ପୋଷ୍ଟ କରି ଯାନବାହନ ତଲାସୀ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଅବକାରୀ କର୍ମଚାରୀ ୬୯ ଲିଟର ବିଅର୍‌, ୩୮ଲି.…

ବଢ଼ିବ କି ଭାଜପା ଅଡ଼ୁଆ: ବିଜେଡିର ମିଶ୍ରଣ ପର୍ବରେ ୪୦ ଊର୍ଦ୍ଧ୍ୱ …

ନୂଆପଡ଼ା, ୨୬ା୧୦ (ମକାରୁ ବେମାଲ):ନୂଆପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖରିଆର ରୋଡ୍‌ ଏନ୍‌ଏସିରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।…

ମାମୁ ଘର କହି ଭୁଆଁ ବୁଲାଉଛନ୍ତି ସ୍ନେହାଙ୍ଗିନୀ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ

ନୂଆପଡ଼ା,୨୬ା୧୦ (ମକାରୁ ବେମାଲ): ରାଜ୍ୟରେ ୨୪ ବର୍ଷର ସରକାର ଥିଲା। କିନ୍ତୁ ମହିଳାମାନଙ୍କୁ ହାତଖର୍ଚ୍ଚ ଦେଇ ନ ଥିଲା। ମୋହନ ସରକାର ଆସିଲା ପରେ ମହିଳାମାନଙ୍କୁ ବର୍ଷକୁ ୧୦ ହଜାର କରି ୫ ବର୍ଷରେ ୫୦ ହଜାର ଟଙ୍କା ଦେବ ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri