ସବୁଠୁ ପ୍ରଥମେ ୨୦୨୫କୁ ସ୍ୱାଗତ କଲା ନ୍ୟୁଜିଲାଣ୍ଡ, ଅକଲ୍ୟାଣ୍ଡ ଉତ୍ସବ ମୁଖର
ନୂଆଦିଲ୍ଲୀ,୩୧।୧୨: ନ୍ୟୁଜିଲ୍ୟାଣ୍ଡ ୨୦୨୫ ବର୍ଷକୁ ଆତସବାଜି ସହିତ ସ୍ୱାଗତ କରିଛି। ଲୋକମାନେ ଅକଲ୍ୟାଣ୍ଡରେ ନୂଆ ବର୍ଷ ପାଳନ କରିବା ଆରମ୍ଭ କରିଛନ୍ତି। ରାତି ୧୨ ଟା ପରେ ଭାରତରେ ନୂଆ ବର୍ଷ ପାଳନ କରାଯିବ। ନୂଆବର୍ଷ ଆଗମନରେ ଅକଲ୍ୟାଣ୍ଡର ପ୍ରସିଦ୍ଧ ୱାଚ୍…
ମହିଳା ଟି୨୦ ବିଶ୍ୱକପ: ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ
ଦୁବାଇ, ୪।୧୦: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପରେ ଭାରତ ପରାଜୟ ସହ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ହରମନପ୍ରୀତ କୌରଙ୍କ ଦଳ ୫୮ ରନରେ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଛି। ନ୍ୟୁଜିଲାଣ୍ଡ ୨୦ ଓଭରରେ ୪ ଉଇକେଟ ହରାଇ…
ଟି୨୦ ବିଶ୍ୱକପ: ସୁପର୍ ୮ରେ ଆଫଗାନିସ୍ତାନ, ନ୍ୟୁଜିଲାଣ୍ଡ ଟୁର୍ନାମେଣ୍ଟରୁ ବିଦା
ନୂଆଦିଲ୍ଲୀ,୧୪ା୬: ଆଫଗାନିସ୍ତାନ ପପୁଆ ନ୍ୟୁ ଗିନିକୁ ପରାସ୍ତ କରି ଟି -୨୦ ବିଶ୍ୱକପ ୨୦୨୪ ର ସୁପର୍ ୮ରେ ପହଞ୍ଚିଥିଲା ବେଳେ ନ୍ୟୁଜିଲ୍ୟାଣ୍ଡକୁ ଟୁର୍ନାମେଣ୍ଟରୁ ବିଦା କରିଦେଇଛି। ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି କରିବା ପରେ ଆଫଗାନିସ୍ତାନ ପପୁଆ ନ୍ୟୁ ଗିନିକୁ…
ବିଶ୍ୱ କ୍ରିକେଟ୍ରେ ଭାରତର ଦବ୍ଦବା ଜାରି: ଭାରତକୁ ପଛରେ ପକାଇ ପାରିଲାନି ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ,୧୧।୩: ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୨ ମ୍ୟାଚ ବିଶିଷ୍ଟ ସିରିଜ୍ରେ କ୍ଲିନ୍ସୁଇପ୍ କରିଛି। ଲଗାତାର ଦୁଇଟି ମ୍ୟାଚ ଜିତିଥିବା ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ପଏଣ୍ଟ ଟେବୁଲରେ ଭାରତକୁ ପଛରେ ପକାଇ ପାରି ନାହିଁ। ନିକଟରେ ଭାରତୀୟ…
ଟେନ୍ସନ୍ ବଢାଇପାରନ୍ତି ୧୪ କୋଟି ଟଙ୍କାର ଖେଳାଳି
ନୂଆଦିଲ୍ଲୀ,୮।୨: ନ୍ୟୁଜିଲାଣ୍ଡର ଜବରଦସ୍ତ ଖେଳାଳି ଡାରିଲ ମିଚେଲ ଆହତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଘାତ ହେତୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଖେଳି ପାରିବେ ନାହିଁ। ଏହା ସହିତ ମିଚେଲ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରୁ…
ଚୌକା-ଛକା ବର୍ଷା କରି ଅନେକ ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୧୭।୧: ଟି-୨୦ ସିରିଜର ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚ ରେ ଫିନ ଆଲେନ ବିସ୍ଫୋରକ ଶତକ ହାସଲ କରିଥିଲେ। ସେ ୧୬ ଛକା ଓ ୬ ଚୌକା ସହାୟତାରେ ୧୩୭ ରନ ସ୍କୋର କରିଥିଲେ। ଆଲେନ…
ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ୍ ଦେଖିବାକୁ ଆସିବେ ଫୁଟବଲ ଲିଜେଣ୍ଡ ଡେଭିଡ ବେକହାମ୍
ନୂଆଦିଲ୍ଲୀ, ୧୪।୧୧: ଚାଲିଥିବା ଦିନିକିଆ କ୍ରିକେଟ ବିଶ୍ୱକପ ବିଶ୍ୱର ବଡ ଫୁଟବଲ ଖେଳାଳିଙ୍କୁ ମଧ୍ୟ ଆକର୍ଷିତ କଲାଣି। ଇଂଲଣ୍ଡ ଫୁଟବଲ ଟିମର ପୂର୍ବତନ ଅଧିନାୟକ ଡେଭିଡ ବେକହାମ୍ ୧୫ ତାରିଖରେ ମୁମ୍ବାଇର ଷ୍ଟାଡିୟମରେ ଭାରତ ବନାମ ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ ଦେଖିବାକୁ…
ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଆହତ ପରେ ଇଶାନ କିଶନ ମଧ୍ୟ ପଡ଼ିଲେ ସମସ୍ୟାରେ! କିପରି ଭାରତ ଅଟକାଇବ ନ୍ୟୁଜିଲ୍ୟାଣ୍ଡର ବିଜୟ ରଥ ?
ଧର୍ମଶାଳା, ୨୨/୧୦: ରବିବାର (୨୨ ଅକ୍ଟୋବର) ଭାରତୀୟ ଦଳ ଦିନିକିଆ ବିଶ୍ୱକପରେ ଏହାର ପଞ୍ଚମ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଭାରତ ଏବଂ ନ୍ୟୁଜିଲାଣ୍ଡ…
Archives


