Tag Archives: nepal

ନେପାଳ ଗୃହମନ୍ତ୍ରୀଙ୍କ ଇସ୍ତଫା: ବିକ୍ଷୋଭରେ ୨୦ ଜଣଙ୍କ ମୃତ୍ୟୁ ପରେ ନିଷ୍ପତ୍ତି

କାଠମାଣ୍ଡୁ,୮।୯: ନେପାଳର ଗୃହମନ୍ତ୍ରୀ ରମେଶ ଲେଖକ ସୋମବାର କାଠମାଣ୍ଡୁ ସମେତ ବିଭିନ୍ନ ସହରରେ ହୋଇଥିବା ବିକ୍ଷୋଭ ଯୋଗୁଁ ୧୮ ଜଣଙ୍କ ମୃତ୍ୟୁ ଘଟଣା ପରେ ନୈତିକ ଦାୟିତ୍ୱ ନେଇ ପଦତ୍ୟାଗ କରିଛନ୍ତି। କଂଗ୍ରେସ ପାର୍ଟିର ଅଧିକାରୀଙ୍କ ସହ ଏକ ବୈଠକରେ ଲେଖକ…

Nepal Violence: ବାଂଲାଦେଶ-ଶ୍ରୀଲଙ୍କା ଆଉ ପାକିସ୍ତାନ ପରେ ଏବେ ପାଳି ନେପାଳର, ହେବକି ପରିବର୍ତ୍ତନ

କାଠମାଣ୍ଡୁ,୮।୯: ନେପାଳର ରାଜଧାନୀ କାଠମାଣ୍ଡୁରୁ ସୋମବାର ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ଯେକୌଣସି ଗଣତାନ୍ତ୍ରିକ ଦେଶ ପାଇଁ ଏକ ସତର୍କ ଘଣ୍ଟି। ସଂସଦ ଭବନର କାନ୍ଥ ଚଢ଼ି ଯୁବକମାନେ, ପୋଲିସ ସହିତ ସଂଘର୍ଷ, କର୍ଫ୍ୟୁ, ପୋଡ଼ାଜଳା ଏବଂ ମୃତାହତଙ୍କ ସଂଖ୍ୟା…

ଆମେରିକାକୁ ବଡ ଝଟକା ଦେଲା ଭାରତର ଏହି ପଡ଼ୋଶୀ ଦେଶ; FACEBOOK, YOUTUBE ସମେତ ୨୬ ସୋସିଆଲ ମିଡିଆ ଆପ୍ ବ୍ୟାନ

ନୂଆଦିଲ୍ଲୀ,୫।୯: ନେପାଳ ସରକାର ଗୁରୁବାର ଏକ ବଡ଼ ପଦକ୍ଷେପ ନେଇ ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଓ ଏକ୍ସ ସମେତ ୨୬ଟି ସୋସିଆଲ ମିଡିଆ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ନେପାଳର ଜନତା ଏବେ ଏହି ପ୍ଲାଟଫର୍ମଗୁଡ଼ିକୁ ବ୍ୟବହାର କରିପାରିବେ ନାହିଁ। ସରକାର…

ଭାରତ-ଚାଇନା ବାଣିଜ୍ୟକୁ ନେପାଳର ବିରୋଧ ପ୍ରତ୍ୟାଖ୍ୟାନ: ଭାରତ ସରକାର

ନୂଆଦିଲ୍ଲୀ,୨୦ା୮: ଭାରତ ସରକାର ବୁଧବାର ଲିପୁଲେଖ ପାସ ଦେଇ ଭାରତ-ଚାଇନା ବାଣିଜ୍ୟ ପୁନରାରମ୍ଭକୁ ନେପାଳର ବିରୋଧକୁ ଅଯୌକ୍ତିକ, ଅଗ୍ରାହ୍ୟ ଓ ଐତିହାସିକ ତଥ୍ୟହୀନ ବୋଲି ପ୍ରତ୍ୟାଖ୍ୟାନ କରିଛନ୍ତି। ନେପାଳ ସରକାର ପୂର୍ବରୁ ଏକ ବିବୃତିରେ ଦାବି କରିଥିଲେ ଯେ, ଲିପୁଲେଖ ପାସର…

ଦୁନିଆର ସବୁଠୁ ସୁନ୍ଦର ହସ୍ତାକ୍ଷର ଥିବା ଝିଅ, ପ୍ରତିଭା ଦେଖି ଅଭିଭୂତ ହେଉଛନ୍ତି…

କାଠମାଣ୍ଡୁ,୭।୬:  ପିଲାଦିନେ ଭଲ ହସ୍ତାକ୍ଷର ପାଇଁ ଅନେକ ଥର ଗାଳି ଶୁଣିବାକୁ ପଡ଼ିଥାଏ। ହସ୍ତାକ୍ଷର ଖରାପ ହେଲେ ଛାତ୍ରୀଛାତ୍ରଙ୍କ ମାର୍କ କମ୍‌ ଆସିଥାଏ। ଏବେ ଏହି ହସ୍ତାକ୍ଷରକୁ ନେଇ ଜଣେ ଯୁବତୀ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛନ୍ତି। କାରଣ ତାଙ୍କ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଥରିଲା କୋଠା, ଦେଖନ୍ତୁ ଭିଡିଓ

କାଠମାଣ୍ଡୁ,୨୮।୨: ନେପାଳରେ ଶୁକ୍ରବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି। ସମଗ୍ର ହିମାଳୟ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଦୁଇଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ପ୍ରଥମ ଥର ପାଇଁ କାଠମାଣ୍ଡୁ ନିକଟରେ…

ଉଡ଼ାଣ ବେଳେ ଜଳିଗଲା ବିମାନ, କ୍ର୍ୟୁ ସଦସ୍ୟଙ୍କୁ ମିଶାଇ ଥିଲେ ୧୯ ଜଣ

ନୂଆଦିଲ୍ଲୀ,୨୪।୦୭: ନେପାଳରୁ ଏକ ଦୁର୍ଘଟଣାର ବଡ ଖବର ସାମ୍ନାକୁ ଆସିଛି । କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ବିମାନ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ବିମାନବନ୍ଦରରେ ବିମାନଟି ଉଡ଼ାଣ ଭରୁଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ…

ବହୁମତ ହାସଲରେ ବିଫଳ ପରେ ଭାଙ୍ଗିଲା ସରକାର, ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା

ନୂଆଦିଲ୍ଲୀ, ୧୨।୦୭: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡଙ୍କୁ ବଡ଼ ଝଟ୍‌କା ଲାଗିଛି । ପ୍ରଚଣ୍ଡ ସଂସଦରେ ଫ୍ଲୋର ଟେଷ୍ଟରେ ବହୁମତ ହାସଲ କରିବାରେ ବିଫଳ ହୋଇଛନ୍ତି । ୧୯ ମାସ ସରକାରରେ ରହିବା ପରେ ଏବେ ତାଙ୍କୁ ସରକାର…

ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ଚାଲିଛି ବଡ଼ ଯୋଜନା

କାଠମାଣ୍ଡୁ,୩ା୭(ପି.ଟି.) : ନେପାଳ ପ୍ରଧାନମନ୍ତ୍ରୀ ପଦରୁ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କୁ ହଟାଇବା ପାଇଁ ଦୁଇ ବୃହତ୍‌ ଦଳ ନେପାଳୀ କଂଗ୍ରେସ ଏବଂ ସିପିଏନ୍‌-ୟୁଏମ୍‌ଏଲ୍‌ ମଧ୍ୟରେ ସୋମବାର ରାତିଅଧିଆ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଉକ୍ତ ଡିଲ୍‌ ଅନୁଯାୟୀ ମେଣ୍ଟ ସରକାର ବଦଳରେ…

ରେକର୍ଡ କଲେ ନେପାଳ ପର୍ବତାରୋହୀ, ଏଭ୍‌ରେଷ୍ଟ ଚଢ଼ିଲେଣି ଏତିକି ଥର…

କାଠମାଣ୍ଡୁ,୧୨ା୫: ନେପାଳର ‘ଏଭରେଷ୍ଟ ମ୍ୟାନ୍‌’ ଭାବରେ ଜଣାଶୁଣା କାମି ରୀତା ଶେର୍ପା ରବିବାର ୨୯ତମ ଥର ପାଇଁ ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ ଉପରକୁ ଚଢ଼ି ନିଜର ରେକର୍ଡ ଭାଙ୍ଗିଛନ୍ତି। ୫୪ ବର୍ଷୀୟ ଶେର୍ପା ପର୍ବତାରୋହୀ ତଥା ଗାଇଡ୍‌ ଗତ…

ନେପାଳ ଜନସଂଖ୍ୟା ବୃଦ୍ଧିରେ ଲାଗିଲା ରୋକ, ଅବସ୍ଥା ଖରାପ

ନୂଆଦିଲ୍ଲୀ,୯।୫: ନେପାଳର ଜନସଂଖ୍ୟା ବୃଦ୍ଧି କ୍ରମାଗତ ଭାବେ ହ୍ରାସ ପାଉଛି। ଗତ ଦଶନ୍ଧିରେ ନେପାଳର ଜନସଂଖ୍ୟା ଅଭିବୃଦ୍ଧି ହାର ପ୍ରତିବର୍ଷ ୦.୯୨ ପ୍ରତିଶତ ରହିଛି। ଗତ ୮ ଦଶନ୍ଧି ମଧ୍ୟରେ ଏହା ସର୍ବନିମ୍ନ ଅଟେ। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଏକ…

ନେପାଳ ପିଏମ୍‌ଙ୍କ ପାଖରେ ୨୫ ମନ୍ତ୍ରଣାଳୟ; ପ୍ରଧାନମନ୍ତ୍ରୀ ହିଁ ପ୍ରତିରକ୍ଷା ମନ୍ତ୍ରୀ-ବୈଦେଶିକ ମନ୍ତ୍ରୀ-ଗୃହ ମନ୍ତ୍ରୀ…

କାଠମାଣ୍ଡୁ,୬।୩: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ନେପାଳ କଂଗ୍ରେସ ସହ ପୁରୁଣା ସହଭାଗିତାକୁ ଭାଙ୍ଗି ଏକ ନୂତନ ସରକାର ଗଠନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱରେ ନେପାଳର ଦ୍ୱିତୀୟ ବୃହତ୍ତମ ଦଳ କମ୍ୟୁନିଷ୍ଟ ପାର୍ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri