Tag Archives: nayagarh

ରାସ୍ତା ପୁନରୁଦ୍ଧାର ଦାବିରେ ରାଜପଥ ଅବରୋଧ

ବୋଲଗଡ଼,୨୩-୧୦(ଡି.ଏନ.ଏ.): ବୋଲଗଡ଼ ବ୍ଲକ ଫାସୀଓଦା ପଞ୍ଚାୟତ କୋଟପଲ୍ଲା ଗ୍ରାମ ରାସ୍ତା ପୁନରୁଦ୍ଧାର ଦାବିରେ ସୋମବାର ଭୀମପଡାଠାରେ ଗ୍ରାମବାସୀ ୫୭ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ଭୀମପଡାଠାରୁ କୋଟପଲ୍ଲା ପର୍ଯ୍ୟନ୍ତ ପ୍ରାୟ ଦେଢ କି.ମି. ରାସ୍ତା ମରଣଯନ୍ତା ପାଲଟିଛି। କେଉଁଠାରେ ଖାଲ ତ…

ଜନପ୍ରତିନିଧିଙ୍କ ଆକ୍ରମଣରେ ଯୁବକ ଆହତ

ନୟାଗଡ଼ ଅଫିସ,୨୩-୧୦: ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗାତେରୀ ପଞ୍ଚାୟତର ଜନପ୍ରତିନିଧିଙ୍କ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ ଉକ୍ତ ପଞ୍ଚାୟତ ଆଡ଼ିପଡ଼ା ଗ୍ରାମର ବିରଞ୍ଚତ୍ ସାହୁ। ବିରଞ୍ଚତ୍ଙ୍କ ସ୍ତ୍ରୀ ଟିକିନା ସାହୁ ଏ ନେଇ ନୂଆଗାଁ ଥାନାରେ…

ଆମତ୍ତୃପ୍ତି ଦେଉଛି କେନ୍ଦରା ବାଦନ

ଗଣିଆ, ୧୬।୧୦(ଡି.ଏନ.ଏ.):ଆଧୁନିକତା ଛାପରେ ହଜିଗଲାଣି ପାରମ୍ପରିକ ଲୋକକଳା ସାଙ୍ଗକୁ ପୁରାତନ ଲୋକବାଦ୍ୟ ା ଗୋପୀଯନ୍ତ୍ର, କେନ୍ଦରା, ଘୁଡୁକି,ଖଞ୍ଜଣି, ହାରମୋନିୟମ ଆଦି ପାରମ୍ପରିକ ଲୋକବାଦ୍ୟର ତାଳ ଆଉ ଶୁଣିବାକୁ ମିଳୁନାହିଁ ା ଏହାର ପ୍ରତିବଦଳରେ ବିଭିନ୍ନ ବୈଦ୍ୟୁତିକ ବାଦ୍ୟଯନ୍ତ୍ରର ଧୁନ୍‌ ଯୁବପିଢିଙ୍କୁ ମତୁଆଲା…

ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ

ନୟାଗଡ଼ ଅଫିସ,୧୬।୧୦-ମହାନ ଜନନାୟକ, ମିଶାଇଲ ମ୍ୟାନ, ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ପୁଣ୍ୟ ଜନ୍ମତିଥିରେ ମଙ୍ଗଳବାର ତାଙ୍କର ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ନୟାଗଡ଼ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ା ନୟାଗଡ଼…

ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ଧାରଣା

ନୟାଗଡ଼ ଅଫିସ,୧୬।୧୦-ନୟାଗଡ଼ ଜିଲାରେ କାର୍ଯ୍ୟରତ ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ମଙ୍ଗଳବାର ଖଣ୍ଡପଡ଼ା ରୋଡ଼ସ୍ଥିତ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ଆଗରେ ବିଭିନ୍ନ ଦାବି ନେଇ ଧାରଣା ଦିଆଯାଇଥିଲା। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଶ୍ରମିକମାନେ ଧାରଣା ଦେଇଥିଲେ। ଯେ ପର୍ଯ୍ୟନ୍ତ…

କର୍ତ୍ତବ୍ୟରେ ଅବହେଳା : ୨ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ

ଖଣ୍ଡପଡା,୨ା୧୦(ସ୍ବ.ପ୍ର.)-କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଖଣ୍ଡପଡା ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ୨ଜଣ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରାଯାଇଛି। ନୟାଗଡ ଜିଲା ଶିକ୍ଷାଧିକାରୀ ଶିବ ଶଙ୍କର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କ ଦରମା ବନ୍ଦ କରାଯାଇଥିବା ଜଣାଯାଇଛି। ଖଣ୍ଡପଡା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଅବସ୍ଥିତ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ଏଏସ୍‌ଆଇ ନିଲମ୍ବିତ, ୨ ଥାନା ଅଧିକାରୀଙ୍କୁ ବଦଳି

ନୟାଗଡ଼ ଅଫିସ,୨ା୧୦: କର୍ତ୍ତବ୍ୟରେ ଅବହେଳା କରିବା ୨ ଥାନା ଅଧିକାରୀ ଓ ଜଣେ ଏଏସ୍‌ଆଇଙ୍କୁ ମହଙ୍ଗା ପଡ଼ିଛି। ନୟାଗଡ଼ ଏସ୍‌ପି ଶଶିଭୂଷଣ ଶତପଥୀ ଓଡଗାଁ ଓ ଚାନ୍ଦପୁର ଥାନା ଅଧିକାରୀଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରିଥିବାବେଳେ ଓଡଗାଁ ଥାନା ଏଏସ୍‌ଆଇଙ୍କୁ ନିଲମ୍ବିତ…

ଆଜିଠୁ ନୟାଗଡ଼ ସହରରେ ପଲିଥିନ ନିଷେଧ:୫ରୁ ୨୫ ହଜାର ପର୍ଯ୍ୟନ୍ତ ଜରିମାନା, ୩ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ

ନୟାଗଡ଼ ଅଫିସ,୨ା୧୦: ନୟାଗଡ଼ ସହରରେ ବୁଧବାରଠାରୁ ପଲିଥିନ ନିଷେଧ କରାଯିବ। କୌଣସି ବ୍ୟବସାୟୀ ପଲିଥିନ ବ୍ୟବହାର କଲେ ତାଙ୍କଠାରୁ ୫ରୁ ୨୫ ହଜାର ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ମଙ୍ଗଳବାର ଏ ନେଇ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇ ବ୍ୟବସାୟୀ…

ଡାକ୍ତରଙ୍କୁ ମିଳୁନି କାଗଜ:ଆଟାରେ ଲେଖିଲେ ପ୍ରେସ୍‌କ୍ରିପସନ୍‌

ରଣପୁର,୨୫।୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁରସ୍ଥିତ ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟର ଜଣେ ଡାକ୍ତର ଆଟାରେ ପ୍ରେସ୍‌କ୍ରିପସନ୍‌ ଲେଖିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ପ୍ରେସ୍‌କ୍ରିପସନ୍‌ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ଅଭିଯୋଗ ଅନୁସାରେ ଗୋପାଳପୁର ଅଞ୍ଚଳର…

ଲଗାଣ ବର୍ଷାରେ ଧାନଜମି ଜଳମଗ୍ନ

ଖଣ୍ଡପଡ଼ା,୨୫ା୯(ସ୍ବ.ପ୍ର.): ଗତ ୨ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି ା ବ୍ଲକ ଅନ୍ତର୍ଗତ ୨୨ ଗୋଟି ପଞ୍ଚାୟତରେ ଏକର ଏକର ଧାନଜମିରେ ବର୍ଷାଜଳ ଲହଡି ଭାଙ୍ଗୁଛି ା ତଳିଆ ତଥା…

କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର:ନୂଆ ଆମ୍ବୁଲାନ୍ସ ଖତ ଖାଉଛି, ଭଡ଼ା ଗାଡ଼ିରେ କାମ ଚଳାଯାଉଛି

ଖଣ୍ଡପଡ଼ା,୨୫ା୯(ସ୍ବ.ପ୍ର.): ଜରୁରିକାଳୀନ କ୍ଷେତ୍ରରେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସରକାରୀ ଡାକ୍ତରଖାନାରେ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। କିନ୍ତୁ ଅନେକ ସ୍ଥାନରେ ପରିଚାଳନଗତ ତ୍ରୁଟି ହେଉ କିମ୍ବା ରକ୍ଷଣାବେକ୍ଷଣ ଅଭାବରୁ ଆମ୍ବୁଲାନ୍ସ ଥାଇ ବି ରୋଗୀଙ୍କ କାମରେ ଲାଗିପାରୁ ନାହିଁ। ନୟାଗଡ଼ ଜିଲା…

ଚେକ୍‌ ବାଉନ୍ସ ମାମଲାରେ ଶିକ୍ଷକଙ୍କୁ ୬ ମାସ କାରାଦଣ୍ଡ

ନୟାଗଡ଼ ଅଫିସ,୨୦ା୯- ଏକ ଚେକ୍‌ ବାଉନ୍ସ ମାମଲାରେ ଜଣେ ଶିକ୍ଷକଙ୍କୁ ୬ ମାସ କାରାଦଣ୍ଡାଦେଶ ହୋଇଛି। ସେ ହେଲେ ଇଟାମାଟି ନାରାୟଣୀ ସରକାରୀ ବାଳିକା ବିଦ୍ୟାଳୟର ଶିକ୍ଷକ ରାମଚନ୍ଦ୍ର ତ୍ରିପାଠୀ । ପ୍ରକାଶ ଯେ, ନୟାଗଡ଼ ଦେବୋତ୍ତର କଲୋନୀରେ ରହୁଥିବା ଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?