Tag Archives: National

ପ୍ରଦୂଷଣମୁକ୍ତ ବାୟୁ ଦେଶବାସୀଙ୍କ ଅଧିକାର

ନୂଆଦିଲ୍ଲୀ,୧୩ା୯: ଦେଶର ବିଭିନ୍ନ ସହରରେ ଶୀତଦିନେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରୁଥିବାବେଳେ ଦୀପାବଳି ପରେ ସ୍ଥିତି ଗମ୍ଭୀର ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି କିଛିବର୍ଷ ହେଲା ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାଣ ଫୁଟାଇବା...

ସ୍ବାମୀ,୨ ପିଲାଙ୍କୁ ଛାଡ଼ି ଫେରାର ହୋଇଥିଲେ ମହିଳା; ସରକାରୀ ଚାକିରି ମିଳିବା ପରେ ଘରୁ ବାହାର କରିଦେଲେ ପ୍ରେମିକ; ଏବେ…

ବେଙ୍ଗାଲୁରୁ,୧୨।୯: ସାତ ଦୀପକୁ ସାଖୀ ରଖି ବିବାହ କରିଥିଲେ। ହେଲେ ପ୍ରେମରେ ପଡ଼ିବା ପରେ ସବୁକିଛି ଭୁଲିଗଲେ। ସ୍ବାମୀ ଏବଂ ପିଲାଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ। ଭାବିଥିଲେ ସୁଖର ସଂସାର ପୁଣି କରିବେ। ହେଲେ କିଛି ଭିନ୍ନ...

ସ୍କୁଲରେ ପ୍ରେମିକାଙ୍କ ସହିତ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲେ ଶିକ୍ଷକ, ଗ୍ରାମବାସୀଙ୍କୁ ଡାକିଆଣିଲେ ଛାତ୍ର, ଆଉ ତା’ପରେ…

ପାଟନା,୧୨।୯: ପାତେପୁର ଥାନା ଅଞ୍ଚଳର ବରଡିହା ତୁର୍କି ଗାଁରେ ଥିବା ବେସିକ ସ୍କୁଲରେ ଜଣେ ଶିକ୍ଷକ ତାଙ୍କ ପ୍ରେମିକାଙ୍କ ସହ ଜୋରଜବରଦସ୍ତ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ମହିଳା ଜଣକ ପ୍ରତିରୋଧ କରିବାରୁ...

ସରକାରୀ ହାଇସ୍କୁଲରେ କାଣ୍ଡ: ଶ୍ରେଣୀଗୃହରେ ହାତାହାତି ହୋଇଗଲେ ୨ ଶିକ୍ଷକ, ଆଉ ତା’ପରେ…

ଛତିଶଗଡ଼,୧୨।୯: ପ୍ରତିଦିନ ସୋସିଆଲ ମିଡିଆରେ ଏପରି ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଆମକୁ ଆଶ୍ଚର୍ଯ୍ୟ ମଧ୍ୟ କରିଦିଏ। ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ଛତିଶଗଡ଼ର ସରନଗଡ଼-ବିଲାଇଗଡ଼ ଜିଲାର, ଯେଉଁଠାରେ ଧାରାସିବ ଅଞ୍ଚଳର ଏକ...

୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସି.ପି. ରାଧାକ୍ରିଷ୍ଣନ

ନୂଆଦିଲ୍ଲୀ, ୧୨।୯: ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସି.ପି. ରାଧାକ୍ରିଷ୍ଣନ। ରାଷ୍ଟ୍ରପତି ଭବନରେ ଉପରାଷ୍ଟ୍ରପତିଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଅଛନ୍ତି।...

ଭାରତକୁ ପୁଣି ଧମକ ଦେଲା ଆମେରିକା, ମୋଦି ଶୁଣିଲେ ହୋଇଯିବେ ନିଆଁ!

ଓ୍‌ବାଶିଂଟନ୍‌,୧୧।୯: ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ ପୁଣିଥରେ ଦୋହରାଇଛନ୍ତି ଯେ ଭାରତକୁ ରୁଷୀୟ ତେଲ କିଣିବା ବନ୍ଦ କରିବାକୁ ପଡିବ, ତା’ହେଲେ ସେତେବେଳେ ଯାଇ ଉଚ୍ଚ ଟାରିଫ୍‌ ଏବଂ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ହୋଇପାରିବ। ଲୁଟନିକ କହିଛନ୍ତି...

ଦୀପାବଳି ପୂର୍ବରୁ ଖୁସିଖବର! ଏଣିକି EPFO ଗ୍ରାହକମାନେ…

ନୂଆଦିଲ୍ଲୀ, ୧୧।୯: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଖବର। କେନ୍ଦ୍ର ସରକାର ଖୁବ ଶୀଘ୍ର ଦୀପାବଳି ପୂର୍ବରୁ ATM ରୁ PF ଟଙ୍କା ଉଠାଇବାର ସୁବିଧା ପ୍ରଦାନ କରିପାରନ୍ତି, ଯାହା ବିଷୟରେ ବହୁତ...

ଆର୍‌ଏସ୍‌ଏସ୍‌ ସଦସ୍ୟରୁ ଉପରାଷ୍ଟ୍ରପତି: ଏମିତି ଥିଲା ରାଜନୈତିକ କ୍ୟାରିୟର

ନୂଆଦିଲ୍ଲୀ,୧୦ା୯: ଚନ୍ଦ୍ରପୁରମ୍‌ ପୋନ୍ନୁସାମି ରାଧାକ୍ରିଷ୍ଣନ୍‌ ମଙ୍ଗଳବାର ଭାରତର ପଞ୍ଚଦଶ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ସଦସ୍ୟତାରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ନମ୍ରଭାଷୀ ରାଧାକ୍ରିଷ୍ଣନ ଦେଶର ଉପରାଷ୍ଟ୍ରପତି ହୋଇପାରିଛନ୍ତି। ରାଜନୈତିକ ଓ ପ୍ରଶାସନିକ କାର୍ଯ୍ୟରେ ତାଙ୍କର...

ନେପାଳ ନ ଯିବାକୁ ଭାରତୀୟଙ୍କୁ ପରାମର୍ଶ

ନୂଆଦିଲ୍ଲୀ,୧୦ା୯: ନେପାଳରେ ହିଂସା ଏବଂ ରାଜନୈତିକ ଅସ୍ଥିରତା ମଧ୍ୟରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟମାନଙ୍କ ପାଇଁ ଆଡ୍‌ଭାଇଜରି ଜାରି କରାଯାଇଛି। ସ୍ଥିତିରେ ଉନ୍ନତି ନ ଆସିବା ପର୍ଯ୍ୟନ୍ତ ନେପାଳ ନ ଯିବା ପାଇଁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି...

ନିର୍ବାଚନରେ ଜିତିବା ପରେ ଉପରାଷ୍ଟ୍ରପତିଙ୍କୁ ମିଳିବ ଏତେ ସବୁ ସୁବିଧା, ଦରମା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ନୂଆଦିଲ୍ଲୀ,୯।୯: ଦେଶ ଆଜି ନୂତନ ଉପରାଷ୍ଟ୍ରପତି ପାଇବ। ୨୧ ଜୁଲାଇରେ ଜଗଦୀପ ଧନଖରଙ୍କ ହଠାତ୍‌ ଇସ୍ତଫା ପରେ, ଏହି ପଦବୀ ଖାଲି ପଡ଼ିଥିଲା। ଏନଡିଏ ସିପି ରାଧାକୃଷ୍ଣନଙ୍କୁ ନିଜର ପ୍ରାର୍ଥୀ କରିଥିବା ବେଳେ, ବିରୋଧୀ ଭାରତ ଆଲାୟନ୍ସ ବି. ସୁରଦର୍ଶନ...

ଉପରାଷ୍ଟ୍ରପତି ନିର୍ବାଚନରେ ବଡ଼ ବିପର୍ଯ୍ୟୟ! ମତଦାନରୁ ଦୂରେଇ ରହିଲେ ଏହି ୩ ଦଳ, ଜାଣନ୍ତୁ ଏହାର କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୯।୯: ଭାରତୀୟ ରାଜନୀତିରେ ଉପରାଷ୍ଟ୍ରପତି ନିର୍ବାଚନ ସର୍ବଦା ଆକର୍ଷଣୀୟ ହୋଇଆସିଛି। ଏଥର ନିର୍ବାଚନ ଆହୁରି ସ୍ବତନ୍ତ୍ର ହୋଇଯାଇଛି କାରଣ ତିନୋଟି ଗୁରୁତ୍ୱପୂର୍ଣ୍ଣ ଦଳ – BJD, BRS ଏବଂ ଅକାଳି ଦଳ (ୱାରିସ ପଞ୍ଜାବ ଦେ)ର ସାଂସଦ ସରବଜିତ ସିଂହ...

ବିନା ଗ୍ୟାରେଣ୍ଟିରେ ମିଳିବ ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ, ଜାଣନ୍ତୁ ଏହା କେଉଁ ଯୋଜନା, କେମିତି ଉଠାଇବେ ଏହାର ଲାଭ

ନୂଆଦିଲ୍ଲୀ, ୫।୯: କେନ୍ଦ୍ର ସରକାର ଦେଶର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଚଳାଇଛନ୍ତି। ଯଦି ଆପଣ ଛୋଟ ବ୍ୟବସାୟ କରନ୍ତି କିମ୍ବା ରାସ୍ତାରେ କାମ କରନ୍ତି। ତେବେ ଆପଣଙ୍କ ପାଇଁ ଏକ ଖୁସିଖବର ଅଛି। ସରକାରଙ୍କର ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri