Tag Archives: National

Bihar Crisis: ଜେଡିୟୁ ରାସ୍ତାରେ ଆର୍‌ଜେଡି, ଲାଲୁ ପକାଇଲେ ମାଞ୍ଝିଙ୍କ ପୁଅକୁ ଉପମୁଖ୍ୟମନ୍ତ୍ରୀ କରିବା ଥୋପ

ପାଟନା,୨୬।୧: ବିହାର ରାଜନୀତିରେ ହାଇଡ୍ରାମାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ନୀତୀଶ କୁମାର ଏନ୍‌ଡିଏ ସହ ଡିଲ୍‌ କରିବାକୁ ପ୍ରସ୍ତୁତ ଥିବା ବେଳେ ଆର୍‌ଜେଡି ମଧ୍ୟ ସରକାର ଗଢ଼ିବାକୁ ନେଇ ଜାଲ ବିଛାଉଛି। ଲାଲୁ ଯାଦବ…

ନୀତୀଶ-ତେଜସ୍ବୀଙ୍କ ମଝିରେ ପଡ଼ିଥିବା ଖାଲି ଚୌକି କହୁଛିି ମେଣ୍ଟ ଭାଙ୍ଗିବାର କାହାଣୀ

ପାଟନା,୨୬।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜର ପଲଟୁରାମ ରାଜନୀତିକୁ ନେଇ ପୁଣିଥରେ ଚର୍ଚ୍ଚାରେ। ସେ ପୁଣିଥରେ ଲାଲୁ ପ୍ରସାଦ ଯାଦବଙ୍କ ଆର୍‌ଜେଡି ହାତ ଛାଡ଼ି ଭାଜପା ସହ ମେଣ୍ଟ କରିବାକୁ ପ୍ରସ୍ତୁତି ଚଳାଇଥିବା ଚର୍ଚ୍ଚା ଜୋର ଧରିଛି। ଏସବୁ ମଧ୍ୟରେ…

ପ୍ରଥମ ଦିନ ରାମଲାଲାଙ୍କୁ ଦାନରେ ମିଳିଛି ୩ କୋଟି ୧୭ ଲକ୍ଷ ଟଙ୍କା, ଆଜିଠୁ ବଦଳିଲା ଦର୍ଶନ ସମୟ

ଅଯୋଧ୍ୟା,୨୫।୧: ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରକୁ ଭକ୍ତମାନେ ମନଖୋଲି ଦାନ କରୁଛନ୍ତି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାର ପ୍ରଥମ ଦିନ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ୩ କୋଟି ୧୭ ଲକ୍ଷ ଟଙ୍କା ଦାନ ଦେଇ ଏକ ନୂଆ ରେକର୍ଡ କରିଛନ୍ତି।…

ସାମ୍ନାକୁ ଆସିଲା ରାମଲାଲାଙ୍କ ତୃତୀୟ ପ୍ରତିମୂର୍ତ୍ତୀର ଝଲକ

ଅଯୋଧ୍ୟା,୨୪।୧: ୟୁପି ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପନ ହେବାକୁ ଥିବା ପ୍ରଭୁ ରାମଙ୍କ ତୃତୀୟ ପ୍ରତିମୂର୍ତ୍ତୀର ଝଲକ ସାମ୍ନାକୁ ଆସିଛି। ଏହି ମୂର୍ତ୍ତୀରେ ରାମଙ୍କୁ ଶିଶୁ ରୂପରେ ଦର୍ଶାଯାଇଛି। ବେଙ୍ଗାଲୁରୁର ମୂର୍ତ୍ତି ଶିଳ୍ପୀ ଜି.ଏସ୍‌ ଭଟ୍ଟ ଏହି ପ୍ରତିମା ନିର୍ମାଣ କରିଛନ୍ତି।…

ସାର୍ବଜନୀକ ହେବ ଜ୍ଞାନବାପି ମସ୍‌ଜିଦ୍‌ ଉପରେ ASI ସର୍ଭେ ରିପୋର୍ଟ

ବାରାଣସୀ, ୨୪।୧: ଜ୍ଞାନବାପି ମସ୍‌ଜିଦ୍‌ ଉପରେ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସ୍‌ଆଇ)ର ସର୍ଭେ ରିପୋର୍ଟ ସମସ୍ତ ପକ୍ଷକୁ ଦିଆଯିବ। ଏନେଇ ଫାଷ୍ଟ ଟ୍ରାକ୍‌ କୋର୍ଟ ନିଷ୍ପତ୍ତି ନେଇଛନ୍ତି। ତେବେ ବର୍ତ୍ତମାନ ଏହି ନକଲ ସାର୍ବଜନୀନ ହେବ ନାହିଁ। ସନ୍ଧ୍ୟାରେ କୋର୍ଟ ଆଦେଶ ଦେବା…

ପ୍ରଭୁ ଶ୍ରୀରାମଙ୍କ ପାଦ ତଳେ ଟଳିପଡ଼ିଲେ ‘ହନୁମାନ’! କେହି କିଛି ବୁଝିବା ପୂର୍ବରୁ…

ଭିବାନୀ,୨୩।୧: ହରିୟାଣାର ଭିବାନୀରେ ରାମଲୀଳା ଚାଲୁଥିବା ବେଳେ ହନୁମାନଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ମୃତ୍ୟୁ ଘଟିଛି। ସାଥୀ କଳାକାରମାନେ ଏହା ବୁଝିବା ପୂର୍ବରୁ ତାଙ୍କର ଜୀବନ ଚାଲିଯାଇଥିଲା। ଏହି ଘଟଣା ପରେ ପୋଲିସ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ଲାଗି ପଠାଇଛି।…

୧୭ ହଜାର ଫୁଟ୍‌ ଉଚ୍ଚରେ ଖରାପ ହେଲା ଇଣ୍ଡିଗୋ ବିମାନର ଇଞ୍ଜିନ୍‌, ଥିଲେ ୧୬୦ ଯାତ୍ରୀ

ଜୟପୁର,୨୩।୧: ଜୟପୁରରୁ କୋଲକାତା ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ରକ୍ଷା ପାଇଛି। ଉଡାଣ ଭରିବାର ୩୫ ମିନିଟ ପରେ ଇଣ୍ଡିଗୋ ବିମାନ(6E-784)ର ଇଞ୍ଜିନ ଫେଲ୍‌ ହୋଇଯାଇଥିଲା। ଏଥିଯୋଗୁ ବିମାନଟିକୁ ଜରୁରିକାଳୀନ ଅବତରଣ କରାଯାଇଥିଲା। ପରେ ଏଥିରେ ଥିବା ୧୬୦…

Ram Mandir Prasad Booking: କ’ଣ ଘରେ ବସି ମାଗଣାରେ ପାଇପାରିବେ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଦିନର ପ୍ରସାଦ? ଜାଣନ୍ତୁ ପ୍ରକୃତ ସତ…

ନୂଆଦିଲ୍ଲୀ,୨୦।୧: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଅନେକ କମ୍ପାନୀ ପ୍ରସାଦ ବଣ୍ଟନ ନେଇ ଦାବି କରୁଛନ୍ତି। ଏପରିକି ବହୁଳ ମାତ୍ରାରେ ଶ୍ରଦ୍ଧାଳୁ ସେମାନଙ୍କ ଓ୍ବେବ୍‌ସାଇଟ୍‌କୁ ଯାଇ ବୁକିଂ କରୁଥିବା ଦେଖାଯାଉଛି।…

ନୃଶଂସତା: ଜଲ୍ଲିକଟ୍ଟୁର ଷଣ୍ଢକୁ ମାଡ଼ି ବସି ଜିଅନ୍ତା କୁକୁଡ଼ା ଖୁଆଇଲେ ୩ ବ୍ୟକ୍ତି, ଭିଡିଓ ଭାଇରାଲ ପରେ…

ଚେନ୍ନାଇ,୧୯।୧: ତାମିଲନାଡ଼ୁର ଜଣେ ୟୁଟ୍ୟୁବ୍‌ରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେ ୩ଜଣଙ୍କ ସହ ମିଶି ଜଲ୍ଲିକଟ୍ଟୁର ଷଣ୍ଢକୁ ଜିଅନ୍ତା କୁକୁଡ଼ା ଖାଇବାକୁ ଦେଇଥିବାର ଅଭିଯୋଗ ହୋଇଥିଲା। ଡିସେମ୍ବର ୨୦୨୩ରେ ୟୁଟ୍ୟୁବ୍‌ରେ ଭିଡିଓ ଅପ୍‌ଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଥିଲା।…

ରାମ ମନ୍ଦିର ଉପରେ ରାୟ ଦେଇଥିବା ୫ ବିଚାରପତିଙ୍କୁ ମିଳିଲା ପ୍ରାଣ ପ୍ରତିଷ୍ଠା ଲାଗି ନିମନ୍ତ୍ରଣ, VIP ତାଲିକାରେ ନାମ

ନୂଆଦିଲ୍ଲୀ,୧୯।୧: ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆଉ ଦିନ କେଇଟା ବାକି। ସୋମବାର, ଜାନୁଆରୀ ୨୨ ଲାଗି ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ଏଥିରେ ସାମିଲ ହେବାକୁ ଥିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ବଢ଼ୁଛି। ଏହି କ୍ରମରେ…

କ’ଣ ପ୍ରଧାନମନ୍ତ୍ରୀ ମୋଦି ଦେଶର ଏକମାତ୍ର ହିନ୍ଦୁ? ପ୍ରଶ୍ନ କଲେ ଅଧୀର…

ନୂଆଦିଲ୍ଲୀ,୧୯।୧: ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ରାମ ମନ୍ଦିର ସମ୍ପର୍କରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଭଗବାନଙ୍କ ନାମକୁ…

ଇଡିର ଚତୁର୍ଥ ସମନରେ ବି ହାଜର ହେବେ ନାହିଁ କେଜ୍‌ରିଓ୍ବାଲ! ଗୋଆ ଗସ୍ତରେ ଯିବେ…

ନୂଆଦିଲ୍ଲୀ,୧୮।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚତୁର୍ଥ ସମନକୁ ମଧ୍ୟ ଏଡ଼ାଇ ଯାଇପାରନ୍ତି। ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ଗୁରୁବାର ହାଜର ହେବାକୁ କହିଥିଲା। ହେଲେ କେଜ୍‌ରିଓ୍ବାଲଙ୍କର ୩ ଦିନିଆ ଗୋଆ ଗସ୍ତର କାର୍ଯ୍ୟକ୍ରମ ରହିଛି। ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri