ଝାଡ଼ଖଣ୍ଡରେ ଲାଗିବ କି ରାଷ୍ଟ୍ରପତି ଶାସନ…ରାଜନୈତିକ ଅସ୍ଥିରତା ମଧ୍ୟରେ କାହିଁକି ଚର୍ଚ୍ଚାରେ ଅନୁଚ୍ଛେଦ-୩୫୫?
ରାଞ୍ଚି,୩୦।୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମିଳିଛନ୍ତି। ତାଙ୍କ ବାସଭବନରେ ତଦନ୍ତ ଲାଗି ପହଞ୍ଚିଥିବା ଇଡି ଟିମ୍ ତାଙ୍କୁ ଖୋଜିଲେ ବି ପାଇ ନ ଥିଲା। ଏବେ ନାଟକୀୟ ଢ଼ଙ୍ଗରେ ସେ ରାଞ୍ଚି ପହଞ୍ଚିଛନ୍ତି। ଏପରିକି ବିଧାୟକମାନଙ୍କ ସହ ବୈଠକ...
ରବିବାର ସକାଳ ୧୦ଟାରେ ଇସ୍ତଫା ଦେବେ ନୀତୀଶ, ଅପରାହ୍ନରେ ନେବେ ଶପଥ-ରିପୋର୍ଟ
ପାଟନା,୨୭।୧: ବିହାର ରାଜନୀତି ସହ ଜଡ଼ିତ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ସକାଳ ୧୦ଟାରେ ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ଦେବେ। ଏହାପରେ ଏନ୍ଡିଏ ସହ ମେଣ୍ଟ କରି ପୁଣିଥରେ ସେ ଅପରାହ୍ନ...
ନୀତୀଶଙ୍କ ଆଉ କେତେ ଥର ଭାଜପାକୁ ଯିବେ, କ’ଣ ଇତିହାସ ରଚିବେ: ଶିବାନନ୍ଦ
ପାଟନା,୨୬।୧: ନୀତୀଶ କୁମାରଙ୍କ ପଲଟୁରାମ ନୀତି ଯୋଗୁ ବିହାର ରାଜନୀତି ଏବେ ଚର୍ଚ୍ଚାରେ ରହିଛି। ଆର୍ଜେଡିର ନେତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ଖପ୍ପା ହୋଇଛନ୍ତି। ଏବେ ଲାଲୁ ଯାଦବଙ୍କ ହାତ ଛାଡ଼ିବା ଲାଗି ପ୍ରସ୍ତୁତ ଥିବା ନୀତୀଶଙ୍କ ହାବଭାବ ଦେଖି...
ରାଜନୀତିରେ ପାଦ ରଖିବେ ସୁପରଷ୍ଟାର ଥଲାପତି ବିଜୟ, ଖୁବ୍ଶୀଘ୍ର କରିବେ ନିଜ ଦଳ ନେଇ ଘୋଷଣା
ହାଇଦ୍ରାବାଦ,୨୬।୧: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାରମାନେ ଫିଲ୍ମ ବ୍ୟତିତ ରାଜନୀତିରେ ମଧ୍ୟ ରୁଚି ରଖିବାର ନଜିର ରହିଛି। ଅନେକ ଅଭିନେତା ଏଭଳି ଅଛନ୍ତି ଯେଉଁମାନେ ଫିଲ୍ମ କରିବା ପରେ ରାଜନୀତିରେ ସକ୍ରିୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ମୁଖ୍ୟମନ୍ତ୍ରୀ ପଦରେ...
ଆର୍ଏସ୍ଏସ୍ ହାତରେ କାଠକଣ୍ଡେଇ ଭଳି ବ୍ୟବହାର କରୁଛନ୍ତି ପ୍ରଧାନମନ୍ତ୍ରୀ: ଖାର୍ଗେ
ନୂଆଦିଲ୍ଲୀ,୨୬।୧: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍ଏସ୍ଏସ୍) ହାତରେ ମୋଦି ଭଳି ବ୍ୟବହାର କରୁଛନ୍ତି। ଏପରିକି ସଂଘ ଏବଂ ଭାଜପା ସମ୍ବିଧାନକୁ ବିକୃତ କରିବାକୁ ଷଡ଼ଯନ୍ତ୍ର କରୁଥିବା ସେ...
Bihar Crisis: ଜେଡିୟୁ ରାସ୍ତାରେ ଆର୍ଜେଡି, ଲାଲୁ ପକାଇଲେ ମାଞ୍ଝିଙ୍କ ପୁଅକୁ ଉପମୁଖ୍ୟମନ୍ତ୍ରୀ କରିବା ଥୋପ
ପାଟନା,୨୬।୧: ବିହାର ରାଜନୀତିରେ ହାଇଡ୍ରାମାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ନୀତୀଶ କୁମାର ଏନ୍ଡିଏ ସହ ଡିଲ୍ କରିବାକୁ ପ୍ରସ୍ତୁତ ଥିବା ବେଳେ ଆର୍ଜେଡି ମଧ୍ୟ ସରକାର ଗଢ଼ିବାକୁ ନେଇ ଜାଲ ବିଛାଉଛି। ଲାଲୁ...
ନୀତୀଶ-ତେଜସ୍ବୀଙ୍କ ମଝିରେ ପଡ଼ିଥିବା ଖାଲି ଚୌକି କହୁଛିି ମେଣ୍ଟ ଭାଙ୍ଗିବାର କାହାଣୀ
ପାଟନା,୨୬।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜର ପଲଟୁରାମ ରାଜନୀତିକୁ ନେଇ ପୁଣିଥରେ ଚର୍ଚ୍ଚାରେ। ସେ ପୁଣିଥରେ ଲାଲୁ ପ୍ରସାଦ ଯାଦବଙ୍କ ଆର୍ଜେଡି ହାତ ଛାଡ଼ି ଭାଜପା ସହ ମେଣ୍ଟ କରିବାକୁ ପ୍ରସ୍ତୁତି ଚଳାଇଥିବା ଚର୍ଚ୍ଚା ଜୋର ଧରିଛି। ଏସବୁ...
ପ୍ରଥମ ଦିନ ରାମଲାଲାଙ୍କୁ ଦାନରେ ମିଳିଛି ୩ କୋଟି ୧୭ ଲକ୍ଷ ଟଙ୍କା, ଆଜିଠୁ ବଦଳିଲା ଦର୍ଶନ ସମୟ
ଅଯୋଧ୍ୟା,୨୫।୧: ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରକୁ ଭକ୍ତମାନେ ମନଖୋଲି ଦାନ କରୁଛନ୍ତି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାର ପ୍ରଥମ ଦିନ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ୩ କୋଟି ୧୭ ଲକ୍ଷ ଟଙ୍କା ଦାନ ଦେଇ ଏକ ନୂଆ ରେକର୍ଡ...
ସାମ୍ନାକୁ ଆସିଲା ରାମଲାଲାଙ୍କ ତୃତୀୟ ପ୍ରତିମୂର୍ତ୍ତୀର ଝଲକ
ଅଯୋଧ୍ୟା,୨୪।୧: ୟୁପି ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପନ ହେବାକୁ ଥିବା ପ୍ରଭୁ ରାମଙ୍କ ତୃତୀୟ ପ୍ରତିମୂର୍ତ୍ତୀର ଝଲକ ସାମ୍ନାକୁ ଆସିଛି। ଏହି ମୂର୍ତ୍ତୀରେ ରାମଙ୍କୁ ଶିଶୁ ରୂପରେ ଦର୍ଶାଯାଇଛି। ବେଙ୍ଗାଲୁରୁର ମୂର୍ତ୍ତି ଶିଳ୍ପୀ ଜି.ଏସ୍ ଭଟ୍ଟ ଏହି ପ୍ରତିମା ନିର୍ମାଣ...
ସାର୍ବଜନୀକ ହେବ ଜ୍ଞାନବାପି ମସ୍ଜିଦ୍ ଉପରେ ASI ସର୍ଭେ ରିପୋର୍ଟ
ବାରାଣସୀ, ୨୪।୧: ଜ୍ଞାନବାପି ମସ୍ଜିଦ୍ ଉପରେ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସ୍ଆଇ)ର ସର୍ଭେ ରିପୋର୍ଟ ସମସ୍ତ ପକ୍ଷକୁ ଦିଆଯିବ। ଏନେଇ ଫାଷ୍ଟ ଟ୍ରାକ୍ କୋର୍ଟ ନିଷ୍ପତ୍ତି ନେଇଛନ୍ତି। ତେବେ ବର୍ତ୍ତମାନ ଏହି ନକଲ ସାର୍ବଜନୀନ ହେବ ନାହିଁ। ସନ୍ଧ୍ୟାରେ କୋର୍ଟ ଆଦେଶ...
ପ୍ରଭୁ ଶ୍ରୀରାମଙ୍କ ପାଦ ତଳେ ଟଳିପଡ଼ିଲେ ‘ହନୁମାନ’! କେହି କିଛି ବୁଝିବା ପୂର୍ବରୁ…
ଭିବାନୀ,୨୩।୧: ହରିୟାଣାର ଭିବାନୀରେ ରାମଲୀଳା ଚାଲୁଥିବା ବେଳେ ହନୁମାନଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ମୃତ୍ୟୁ ଘଟିଛି। ସାଥୀ କଳାକାରମାନେ ଏହା ବୁଝିବା ପୂର୍ବରୁ ତାଙ୍କର ଜୀବନ ଚାଲିଯାଇଥିଲା। ଏହି ଘଟଣା ପରେ ପୋଲିସ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ଲାଗି...
୧୭ ହଜାର ଫୁଟ୍ ଉଚ୍ଚରେ ଖରାପ ହେଲା ଇଣ୍ଡିଗୋ ବିମାନର ଇଞ୍ଜିନ୍, ଥିଲେ ୧୬୦ ଯାତ୍ରୀ
ଜୟପୁର,୨୩।୧: ଜୟପୁରରୁ କୋଲକାତା ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ରକ୍ଷା ପାଇଛି। ଉଡାଣ ଭରିବାର ୩୫ ମିନିଟ ପରେ ଇଣ୍ଡିଗୋ ବିମାନ(6E-784)ର ଇଞ୍ଜିନ ଫେଲ୍ ହୋଇଯାଇଥିଲା। ଏଥିଯୋଗୁ ବିମାନଟିକୁ ଜରୁରିକାଳୀନ ଅବତରଣ କରାଯାଇଥିଲା। ପରେ ଏଥିରେ ଥିବା...
Archives


