Tag Archives: National

ଏଣିକି ମୁସ୍‌ଲିମ୍‌ ବିଧାୟକଙ୍କୁ ମିଳିବ ନାହିଁ ‘Namaz Break’…୯୦ ବର୍ଷର ପରମ୍ପରାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ  

ଦିସ୍‌ପୁର,୨୨।୨: ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି। ବିଧାନସଭାରେ ଦଶନ୍ଧି ଧରି ଚାଲିଆସୁଥିବା ‘Namaz Break’ ଅର୍ଥାତ ‘ନମାଜ୍‌ ପାଇଁ ବିରତି’ ପରମ୍ପରାକୁ ସରକାର ସମାପ୍ତ କରିଛନ୍ତି। ଯଦିଓ ଏହି ନିଷ୍ପତ୍ତି ଗତ ବର୍ଷ ଅଗଷ୍ଟ ମାସରେ ନିଆଯାଇଥିଲା, ହେଲେ ବଜେଟ ଅଧିବେଶନ…

ଭାରତକୁ ଆମେରିକାର ଛାଟ, ବାତିଲ କଲା ୨୨ ମିଲିୟନ ଡଲାରର ଫଣ୍ଡିଂ

ନୂଆଦିଲ୍ଲୀ,୧୬।୨: ଆମେରିକା ଭାରତ ସମେତ ଅନେକ ଦେଶ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଲନ ମସ୍କଙ୍କ ନେତୃତ୍ୱାଧୀନ ବିଭାଗ (ଆମେରିକା ସରକାରୀ ଦକ୍ଷତା ବିଭାଗ) ଭାରତରେ ‘ଭୋଟର ଟର୍ନଆଉଟ୍‌’ ପାଇଁ ଲକ୍ଷ୍ୟ ରଖାଯାଇଥିବା ୨୨ ନିୟୁତ ଆମେରିକୀୟ ଡଲାର ପାଣ୍ଠିକୁ…

‘ମହାକୁମ୍ଭ ବହୁତ ଫାଲ୍‌ତୁ, ଏହାର କୌଣସି ଅର୍ଥ ନାହିଁ’ 

ପାଟନା,୧୬।୨: ମହାକୁମ୍ଭକୁ ନେଇ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। କୁମ୍ଭ  ବହୁତ ଫାଲ୍‌ତୁ, ଏହାର କୌଣସି ଅର୍ଥ ନାହିଁ ବୋଲି ସେ କହିଛନ୍ତି। ଏଥିସହ ନୂଆଦିଲ୍ଲୀ ରେଳ ଷ୍ଟେଶନ ଦୁର୍ଘଟଣାକୁ…

Mahakumbh Mahashivratri Snan: ମହାକୁମ୍ଭରେ ମହାଶିବରାତ୍ରିରେ ହେବ ଅନ୍ତିମ ରାଜକୀୟ ସ୍ନାନ; ଜାଣନ୍ତୁ ତାରିଖ ଏବଂ ଶୁଭ ମୂହୁର୍ତ୍ତ… 

ପ୍ରୟାଗରାଜ,୧୬।୨: ପ୍ରୟାଗରାଜରେ ମହାକୁମ୍ଭ ଚାଲିଛି। ମହାକୁମ୍ଭରେ ପବିତ୍ର ବୁଡ଼ ପକାଇବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୫୦ କୋଟି ଅତିକ୍ରମ କଲାଣି। ଏବେ ମଧ୍ୟ ଭକ୍ତମାନେ ମହାକୁମ୍ଭକୁ ଆସିବା ଜାରି ରଖିଛନ୍ତି। ମହାକୁମ୍ଭରେ ପୌଷ ପୂର୍ଣ୍ଣିମା, ମକର ସଂକ୍ରାନ୍ତି, ମୌନୀ ଅମାବାସ୍ୟା, ବସନ୍ତ ପଞ୍ଚମୀ…

ଗୁଟ୍‌କା ଖାଇବାକୁ ଷ୍ଟିଅରିଂ ଛାଡ଼ି ଦେଲେ ଡ୍ରାଇଭର, Mahakumbh ଯାଉଥିବା ବେଳେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

ବାରାଣସୀ,୧୫।୨: ମହାକୁମ୍ଭରେ ସ୍ନାନ କରିବା ଲାଗି ନେପାଳରୁ ଆସିଥିବା ଏକ ଯାତ୍ରୀ ଭର୍ତ୍ତି ବସ୍‌ ଉତ୍ତର ପ୍ରଦେଶର ଗାଜିପୁର ବାରାଣସୀ ରାଜପଥରେ ଓଲଟି ପଡ଼ିଛି। ଦୁର୍ଘଟଣାରେ ବସ୍‌ରେ ଯାତ୍ରା କରୁଥିବା ଲୋକମାନେ ଗୁରୁତର ଆହତ ହୋଇଛନ୍ତି। ଏହା ଏତେ ଭୟଙ୍କର ଥିଲା…

Kinnar Akhara controversy : ସନାତନ ଧର୍ମ ଛାଡ଼ିବେ ମହାମଣ୍ଡଳେଶ୍ୱର ହିମାଙ୍ଗୀ ସଖୀ! କିନ୍ନର ଆଖଡ଼ାରେ ଆରମ୍ଭ ହେଲା ନୂଆ ବିବାଦ…

ନୂଆଦିଲ୍ଲୀ,୧୫।୨: ମହାକୁମ୍ଭରେ କିନ୍ନର ଆଖଡ଼ାକୁ ନେଇ ବିବାଦ ଥମିବାର ହେବାର ନାଁ ନେଉନାହିଁ। କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ହିମାଂଗୀ ସଖୀଙ୍କ ବୟାନକୁ ନେଇ ଏବେ ଏକ ନୂତନ ବିବାଦ ଆରମ୍ଭ ହୋଇଛି। କିନ୍ନର ଆଖଡ଼ାରେ ଚାଲିଥିବା ବିବାଦରେ ଦୁଃଖିତ ହୋଇ ସେ…

ରୁଷିଆର ରିଓ୍ବର୍ଟ ବ୍ରାଣ୍ଡ ବିୟର କ୍ୟାନ୍‌ରେ ମହାତ୍ମା ଗାନ୍ଧୀଙ୍କ ଫଟୋ, Viral Photo ଦେଖି ତାତିଲେ ଭାରତୀୟ, କାର୍ଯ୍ୟାନୁଷ୍ଠାନ ଦାବି…

ନୂଆଦିଲ୍ଲୀ,୧୫।୨: ରୁଷିଆର ଏକ ବିୟର ବ୍ରାଣ୍ଡ ବୋତଲରେ ମହାତ୍ମା ଗାନ୍ଧୀଙ୍କ ଫଟୋ। ଏହାର କିଛି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ଲୋକମାନଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଛି। ଓଡ଼ିଶାର ସାମାଜିକ ତଥା ରାଜନେତା ସୁପର୍ଣ୍ଣୋ ଶତପଥୀ ଦ୍ୱାରା ମହାତ୍ମାଙ୍କ ଫଟୋ…

ଘରେ ଝୁଲୁଛି ତାଲା, ଦୁଇ ଦିନ ହେଲାଣି ଖୋଜୁଛି ପୋଲିସ, କେଉଁଠି ଅଛନ୍ତି Ranveer Allahabadia?

ନୂଆଦିଲ୍ଲୀ,୧୪।୨: କମେଡିଆନ୍‌ ସମୟ ରାଇନାଙ୍କ ଶୋ’ ’ଇଣ୍ଡିଆଜ ଗଟ ଲାଟେଣ୍ଟ’ରେ ପିତାମାତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ରଣବୀର ଆଲ୍ଲାହାବାଦିଆ ବିବାଦରେ ଫସି ଯାଇଛନ୍ତି। ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ପୋଲିସ ତାଙ୍କୁ ତାଙ୍କ ବୟାନ ରେକର୍ଡ କରିବା ପାଇଁ…

‘ଯଦି ମୋ’ ପତ୍ନୀ ପାକିସ୍ତାନର ISI ଏଜେଣ୍ଟ, ତେବେ ମୁଁ ଭାରତର RAW ଏଜେଣ୍ଟ…’ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କୁ କାହିଁକି ଏଭଳି ଜବାବ ଦେଲେ ଗୌରବ ଗୋଗୋଇ

ନୂଆଦିଲ୍ଲୀ,୧୩।୨:ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ବିରୋଧରେ ଆଉ ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ବ୍ରିଟିଶ ମହିଳାଙ୍କୁ ବିବାହ ପରେ ଭାଜପା ଗୋଗୋଇଙ୍କ ପତ୍ନୀଙ୍କ ଉପରେ ପାକିସ୍ତାନ ଏବଂ ଏହାର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହିତ…

Ceasefire Violation: ପୁଞ୍ଚ LoC ନିକଟରେ ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼, ଭାରତୀୟ ସେନା ଦେଲା କଡ଼ା ଜବାବ

ଜମ୍ମୁ କଶ୍ମୀର,୧୨।୨: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ନିୟନ୍ତ୍ରଣ ରେଖା (LoC) ରେ ପାକିସ୍ତାନୀ ସେନା ଦ୍ୱାରା ବୁଧବାର ସନ୍ଧ୍ୟାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ପ୍ରଥମେ ପାକିସ୍ତାନୀ ଯବାନମାନେ ଗୁଳି ଚଳାଇଥିଲେ। ପରେ ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି।…

JEE Main Result 2025: ପ୍ରକାଶ ପାଇଲା ଜେଇଇ ମେନ୍‌ ସେଶନ ୧ ରେଜଲ୍ଟ, ଏଭଳି କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ,୧୧।୨: ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଆଡମିଶନ୍‌ ପାଇଁ ଅନୁଷ୍ଠିତ JEE ମେନ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି। ଏହି ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ JEE ମୁଖ୍ୟ ୱେବସାଇଟ୍‌ – jeemain.nta.nic.in ରେ ନିଜର ଫଳାଫଳ ଦେଖିପାରିବେ। ଫଳାଫଳ…

ଜମ୍ମୁର ଅଖନୁରରେ LoC ନିକଟରେ ଆଇଇଡି ବିସ୍ଫୋରଣ, ଶହୀଦ ହୋଇଗଲେ ୨ ଯବାନ

ନୂଆଦିଲ୍ଲୀ,୧୧।୨: ଜମ୍ମୁର ଅଖନୁର ସେକ୍ଟରରେ ଆଇଇଡି (ଇମ୍ପ୍ରୋଭାଇଜଡ୍‌ ଏକ୍ସପ୍ଲୋସିଭ ଡିଭାଇସ୍‌) ବିସ୍ଫୋରଣରେ ୨ ସୈନିକ ଶହୀଦ ହୋଇଛନ୍ତି। ଲାଲେଲିର ସୀମାରେଖା ନିକଟରେ ଏକ ସର୍ଚ୍ଚ ଅପରେଶନ ଚାଲିଥିବା ସମୟରେ ଏହି ବିସ୍ଫୋରଣ ଘଟିଛି। ଏବେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଚାଲିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri