Tag Archives: murder

ପୂର୍ବ ଶତ୍ରୁତାରୁ ଜଣଙ୍କୁ ପିଟିପିଟି ମାରିଦେଲେ, ଗାଁ ଦାଣ୍ଡରେ ପଡ଼ିଛି ମୃତଦେହ

ଖୋର୍ଦ୍ଧା/ବେଗୁନିଆ,୧୦।୩(ପ୍ରଭାତ ପାଣିଗ୍ରାହୀ/ହର ପ୍ରସନ୍ନ ପଣ୍ଡା) : ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବେଗୁନିଆ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଥାନା ଅନ୍ତର୍ଗତ ମାଣିବନ୍ଧ ପଞ୍ଚାୟତ ବଡନୂଆପଲ୍ଲୀ ଗାଁରେ ଘଟିଛି ହତ୍ୟାକାଣ୍ଡ। ମୃତ ବ୍ୟକ୍ତି ହେଲେ…

୧୬ ଘଣ୍ଟା ପରେ ବି ନଫେ ସିଂଙ୍କ ହତ୍ୟାକାରୀ ପଡ଼ିନାହାନ୍ତି ଧରା, ସିସିଟିଭିର ଫୁଟେଜ୍‌ କହୁଛି…

ଚଣ୍ଡିଗଡ଼,୨୬ା୨: ହରିୟାଣାର ବାହାଦୂରଗଡ଼ରେ ଆଇଏନ୍‌ଏଲ୍‌ଡି ନେତା ନଫେ ସିଂ ରାଠୀଙ୍କ ହତ୍ୟା ମାମଲାର ୧୬ ଘଣ୍ଟା ପରେ ମଧ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ପ୍ରକାଶ ଯେ, ଏହି ଘଟଣା କୌଣସି ପେସାଦାର ସୁଟରଙ୍କ ଦ୍ୱାରା କରାଯାଇଛି। ଏହି ହତ୍ୟା ସମ୍ପୂର୍ଣ୍ଣ…

ପୂର୍ବ ଶତ୍ରୁତାରୁ ବୃଦ୍ଧଙ୍କ ଗଳାକାଟି ହତ୍ୟା ଅଭିଯୋଗ

କାମାକ୍ଷାନଗର,୧୭ା୨(ଅମ୍‌ଜାନ୍‌ ଖାନ୍‌): ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ମରୁଆବିଲି ପଞ୍ଚାୟତ କଣ୍ଡାର ଗ୍ରାମରେ ଧର୍ମାନନ୍ଦ ଦେହୁରୀ ନାମକ ଜଣେ ବ୍ୟକ୍ତିଙ୍କୁ କେହି ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଶୁକ୍ରବାରଠାରୁ ଧର୍ମାନନ୍ଦ ଘରୁ ଆସିଥିବା…

ବେଙ୍ଗାଲୁରୁ ସିଇଓଙ୍କ ପୁଅର ଅନ୍ତିମ ସଂସ୍କାର ଶେଷ

ବେଙ୍ଗାଲୁରୁ,୧୦।୧: ଏଆଇ ସିଇଓ ମା’ଙ୍କ ଦ୍ୱାରା ହତ୍ୟା କରାଯାଇଥିବା ୪ ବର୍ଷୀୟା ପୁଅଙ୍କ ଅନ୍ତିମ ସଂସ୍କାର କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଶେଷ ହୋଇଛି। ମୃତ ଶିଶୁଙ୍କ ବାପା ଭେଙ୍କଟ ରମଣ ହିନ୍ଦୁ ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ଶେଷ କରିଛନ୍ତି। ମଙ୍ଗଳବାର…

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ

ବଲାଙ୍ଗୀର,୫ା୧(ସୁନୀଲ ମହାନ୍ତି): ଘରୋଇ କଳିରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ସ୍ବାମୀ। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ରହ୍ମପୁରାଠାରେ। ନଦୀକୁ ଗାଧୋଇ ଯାଉଥିବା ବେଳେ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ । ହତ୍ୟା କରିବା ପରେ ସ୍ବାମୀ…

ଗୁରଗାଓଁରେ ମଡେଲଙ୍କୁ ହତ୍ୟା କରି ମୃତଦେହ ସାଙ୍ଗରେ ନେଇଗଲେ ଅଭିଯୁକ୍ତ, ଥିଲେ ଗ୍ୟାଙ୍ଗଷ୍ଟରଙ୍କ ପ୍ରେମିକା

ନୂଆଦିଲ୍ଲୀ,୩।୧: ଗୁରଗାଓଁରେ ଜଣେ ମଡେଲଙ୍କୁ ହତ୍ୟା କରି ବିଏମ୍‌ଡବ୍ଲ୍ୟୁ କାର୍‌ରେ ମୃତଦେହକୁ ନେଇଯାଇଛନ୍ତି ଅଭିଯୁକ୍ତ। ମୃତକ ହେଲେ ମୋଷ୍ଟ ଓ୍ବାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଡୋଲୀଙ୍କ ପ୍ରେମିକା ଦିବ୍ୟା ପାହୁଜା। ତେବେ ୨୦୧୬ରେ ମୁମ୍ବାଇର ହୋଟେଲରେ ପୋଲିସ ସହ ମୁହାଁମୁହିଁରେ ସନ୍ଦୀପଙ୍କ ମୃତ୍ୟୁ…

ଅର୍ଜୁନ ପୁରସ୍କାର ବିଜେତା ଡିଏସ୍‌ପିଙ୍କୁ ଗୁଳିକରି ହତ୍ୟା, କେନାଲ ନିକଟରେ ପଡ଼ିଛି ମୃତଦେହ

ଜଳନ୍ଧର,୨।୧: ପଞ୍ଜାବର ଜଳନ୍ଧର ଜିଲା ଅନ୍ତର୍ଗତ ଏକ କେନାଲ ନିକଟରୁ ଜଣେ ଡିଏସ୍‌ପିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମର୍ନିଂ ଓ୍ବାକ୍‌ କରିବାକୁ ଯାଇଥିବା କିଛି ଲୋକେ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ…

ପଢୁଥିବା ବେଳେ ଘରେ ପଶି ଛାତ୍ରଙ୍କ ଗଳା କାଟି ଛୁ ମାରିଲେ ଯୁବକ

ଖୋର୍ଦ୍ଧା,୧ା୧୧(ପ୍ରଭାତ ପାଣିଗ୍ରାହୀ): ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଜଟଣୀ ଥାନା ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପରୀକ୍ଷା ଥିବାରୁ ଜଣେ ଛାତ୍ର ଘରେ ବସି ପାଠ ପଢୁଥିବା ସମୟରେ କେହି ଜଣେ ଯୁବକ ତାଙ୍କ ଘର ଭିତରେ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?