ବୁଲେଟ୍ ଧକ୍କାରେ କାଉଡ଼ିଆ ଗୁରୁତର ଫୁଲନଖରା,୨୮।୭(ଡି.ଏନ୍.ଏ.)- କଟକ-ଭୁବନେଶ୍ୱର ୧୬ନଂ ଜାତୀୟ ରାଜପଥର ବମ୍ପକୁଦଠାରେ ଶନିବାର ରାତିରେ ଏକ ବୁଲେଟ ଧକ୍କାରେ ଜଣେ କାଉଡିଆ ଗୁରୁତର ହୋଇଛନ୍ତି। ଖବରପାଇ ଟ୍ରାଫିକ ଥାନା ପୋଲିସ ପହଞ୍ଚତ୍ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଛନ୍ତି। ସେ ହେଲେ ଜଟଣୀ ଥାନା ଯାଅଁାଳା...