ଗ୍ରାହକଙ୍କୁ ଝଟ୍କା: ଋଣ ମହଙ୍ଗା କଲା ଏସବିଆଇ, ବଢ଼ିବ ହୋମ୍ ଓ କାର୍ ଲୋନ୍ EMI
ନୂଆଦିଲ୍ଲୀ,୧୫।୧୦: ଦେଶର ସବୁଠାରୁ ବଡ଼ ସାର୍ବଜନୀନ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ନିଜର ଗ୍ରାହକମାନଙ୍କୁ ବଡ଼ ଝଟ୍କା ଦେଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା ରେପୋ ରେଟ୍ ବୃଦ୍ଧି ପରେ, ଏସବିଆଇ କେତେକ ନିର୍ଦ୍ଦିଷ୍ଟ ଅବଧି ପାଇଁ…

