Tag Archives: mayurbhanj

ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତ ଲୁଟି ନେଲେ ଅଢେଇ ଲକ୍ଷ

ବାରିପଦା ଅଫିସ,୨୬ା୧୧: ମୟୂରଭଞ୍ଜ ଜିଲା ବେତନଟୀ ବଜାରରୁ ବ୍ୟବସାୟୀଙ୍କ ନିକଟରୁ ଗୁରୁବାର ଅପରାହ୍ନରେ ଦୁଇ ଦୁର୍ବୃତ୍ତ ଅଢେଇଲକ୍ଷ ଟଙ୍କା ନେଇଯାଇଛନ୍ତି। ୪୬ବର୍ଷୀୟ ବ୍ୟବସାୟୀ ଘନଶ୍ୟାମ ଖଣ୍ଡେଲୱାଲ ନିଜର ସ୍କୁଟିରେ ବେତନଟୀ ଏସବିଆଇ ଶାଖାରୁ ଏକଲକ୍ଷ ଟଙ୍କା ଏବଂ ବ୍ୟାଙ୍କ ଅଫ ଇଣ୍ଡିଆ…

ବସ୍‌ରେ ଲାଗିଲା ୧୧କେଭି ବିଦ୍ୟୁତ୍‌ ତାର: ଅଳ୍ପକେ ରକ୍ଷା ପାଇଲେ ୭୦ ପର୍ଯ୍ୟଟକ

ବାଲିଆପାଳ, ୯।୨(ସ୍ବ.ପ୍ର.)-ବାଲିଆପାଳ ବିଦ୍ୟୁତ୍‌ ବିଭାଗର ଖାମଖିଆଲି ନୀତି ଯୋଗୁ ଡଗରା ବେଳାଭୂମି ରାସ୍ତାରେ ନିଶ୍ଚିତ ବିପଦରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ୭୦ ପର୍ଯ୍ୟଟକ। ଏହାକୁ ନେଇ ରବିବାର ପୂର୍ବାହ୍ନରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ବାରିପଦା ଉତ୍ତରଓଡ଼ିଶା…

ଅଜଣା ମୃତଦେହ ଉଦ୍ଧାର

ବଡ଼ସାହି,୧୫।୧(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଦେଉଳିଆ ରାସ୍ତାର ଭାଲୁବସାଠାରେ ଜନୈକ ବାଇକ ଚାଳକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳି ନ ଥିବାବେଳେ ଘଟଣାସ୍ଥଳରେ ବାଇକଟି ପଡିଛି। ପାରିପାଶର୍‌ବିକ ସ୍ଥିତିରୁ ଜଣାଯାଏ, ଭାଲୁବସାଠାରେ ଥିବା ବାଙ୍କ ରାସ୍ତାରେ…

ପରିତ୍ୟକ୍ତ କୂଅରୁ ଭାଲୁ ଉଦ୍ଧାର

କପ୍ତିପଦା,୫ା୧(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ପିଙ୍ଗୁ ଗ୍ରାମର ଏକ ପରିତ୍ୟକ୍ତ କୂଅ ମଧ୍ୟରୁ ଗୋଟିଏ ଭାଲୁକୁ ଉଦ୍ଧାର କରାଯାଇଛି। ଜଙ୍ଗଲରୁ ଚାଲି ଆସିଥିବା ଭାଲୁଟି ସୁଦର୍ଶନ ବେହେରାଙ୍କ ବାଡ଼ିରେ ଥିବା କୂଅରେ ପଡ଼ି ଯାଇଥିଲା। ଖବର ପ୍ରଚାରିତ ହେବା…

ସଙ୍ଗୀତ ପ୍ରତି ରାଧାକୃଷ୍ଣ ଭଞ୍ଜଙ୍କ ନିଷ୍ଠା ଥିଲା ଅନନ୍ୟ

ବାରିପଦା ଅଫିସ,୬।୧୧: ଓଡିଶାର ମହାନ ସଙ୍ଗୀତ ନିଦ୍ଦେର୍ର୍ଶକ ତଥା ମୟୂରଭଞ୍ଜ ମାଟିର ଗର୍ବ ଓ ଗୌରବ ସ୍ବର୍ଗତ ରାଧାକୃଷ୍ଣ ଭଞ୍ଜଙ୍କ ଜୟନ୍ତୀ ସ୍ଥାନୀୟ ମିଶନ ସାଇନ୍ସ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ତରଫରୁ ଅନୁଷ୍ଠିତ ଏହି…

ବଦଳିଲେ ମୟୂରଭଞ୍ଜ ଡିପିଏମ

ବାରିପଦା ଅଫିସ,୬।୧୧- ଜାତୀୟ ସ୍ବାସ୍ଥ୍ୟ ମିଶନର ମୟୂରଭଞ୍ଜ ଜିଲା ପ୍ରୋଗ୍ରାମ ମ୍ୟାନେଜର(ଡିପିଏମ) ଅନିଲ କୁମାର ମହାନ୍ତିଙ୍କୁ ବାଲେଶ୍ୱର ଜିଲାକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବାଲେଶ୍ୱର ଡିପିଏମ ଭାବେ କାର୍ଯ୍ୟରତ ଥିବା ପ୍ରଭୁ ପ୍ରୟାନ୍ତ ପତିଙ୍କୁ ମୟୂରଭଞ୍ଜ ଜିଲାକୁ ବଦଳି କରାଯାଇଛି।…

ନାବାଳିକାଙ୍କୁ ଗଣବଳାତ୍କାର ଘଟଣା: ୩ ବର୍ଷ ପରେ ୨ ଅଭିଯୁକ୍ତ ଗିରଫ

ଉଦଳା,୨୯ା୯(ଡି.ଏନ୍‌.ଏ.)- ବିବାହର ପ୍ରଲୋଭନ ଦେଖାଇ ଜଣେ ନାବାଳିକାଙ୍କୁ ପ୍ରେମିକ ନିଜର ଦୁଇ ସହଯୋଗୀଙ୍କ ସହିତ ମିଶି ୧୨ ଦିନ ଧରି ରାଜ୍ୟ ବାହାରେ ଗଣବଳାତ୍କାର କରିବା ଅଭିଯୋଗ ହୋଇଥିଲା। ଘଟଣାର ୩ ବର୍ଷ ପରେ ଶନିବାର ୨ ଅଭିଯୁକ୍ତଙ୍କୁ ଉଦଳା ପୋଲିସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?