ଜାତୀୟ ସ୍ତରରେ କମାଲ କଲେ କଳାହାଣ୍ଡିର ଝିଅ, ମିସେସ୍ ଇଣ୍ଡିଆରେ ଚତୁର୍ଥ ସ୍ଥାନ
ଭବାନୀପାଟଣା,୧୪।୧୦(ଉତ୍ତମ କୁମାର ଦାଶ): ଜାତୀୟ ମଞ୍ଚରେ ଚମକିଲେ କଳାହାଣ୍ଡିର ଝିଅ ମମତା ପଣ୍ଡା । ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ନିଜ ପ୍ରତିଭା ଓ ପାରଦର୍ଶିତାର ପରିଚୟ ଦେଇ ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନ ହାସଲ କରି ସେ ଜିଲା ପାଇଁ ଗୌରବ…

