କିଏ ସେହି ମୋହନ ଯାଦବ? ଜାଣନ୍ତୁ କାହିଁକି ଭାଜପା ତାଙ୍କ ଉପରେ କଲା ଭରସା
ଭୋପାଳ,୧୧।୧୨: ମୁଖ୍ୟମନ୍ତ୍ରୀ ନାଁ ବାଛିବା ପାଇଁ ସୋମବାର ମଧ୍ୟପ୍ରଦେଶରେ ଭାଜପାର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଧାୟକମାନେ ମୋହନ ଯାଦବଙ୍କ ନାମକୁ ଅନୁମୋଦନ କରିଛନ୍ତି। ମୋହନ ଉଜୈନ ସାଉଥରୁ ବିଧାୟକ ଅଛନ୍ତି। ସେ ଶିବରାଜ ସିଂ ଚୌହାନ…
ମଧ୍ୟପ୍ରଦେଶରେ ପରାଜୟର ପ୍ରଭାବ, କମଲ ନାଥଙ୍କୁ ଇସ୍ତଫା ଦେବାକୁ କହିଲେ କଂଗ୍ରେସ ହାଇକମାଣ୍ଡ
ନୂଆଦିଲ୍ଲୀ,୧୯।୧୧: ମଧ୍ୟପ୍ରଦେଶରେ କଂଗ୍ରେସର ପରାଜୟ ପରେ ଆକ୍ସନ ମୋଡରେ ଆସିଛନ୍ତି ହାଇକମାଣ୍ଡ। ସୂଚନାନୁସାରେ, ହାଇକମାଣ୍ଡ କମଲ ନାଥଙ୍କୁ କଂଗ୍ରେସ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେବାକୁ କହିଛନ୍ତି। ହାଇ କମାଣ୍ଡ ଅନୁଭବ କରୁଛି ଯେ କମଲ ନାଥ ବିଜେପିର ଶିବରାଜ ସିଂ…
ମଧ୍ୟପ୍ରଦେଶରେ ଭାଜପାକୁ ଜିତାଇ ଦେଲା ‘ଲାଡଲି ଯୋଜନା’, ଜାଣନ୍ତୁ କ’ଣ ଏହି ଯୋଜନା ?
ନୂଆଦିଲ୍ଲୀ,୩।୧୨: ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ବିଜେପି ଦୃଢ଼ ବିଜୟ ହାସଲ କରିଥିବାବେଳେ ତେଲେଙ୍ଗାନାରେ କଂଗ୍ରେସ କ୍ଷମତାର ଖାତା ଖୋଲିଛି। ମଧ୍ୟପ୍ରଦେଶ ଏବଂ ଛତିଶଗଡରେ କଂଗ୍ରେସ ଆସିବ ବୋଲି ଆଶା କରାଯାଉଥିଲା କିନ୍ତୁ ଏହି ତିନୋଟି ରାଜ୍ୟରେ ବିଜେପିର…
ବିଧାନସଭା ନିର୍ବାଚନ ଫଳାଫଳ ୨୦୨୩: ତିନି ରାଜ୍ୟରେ ଭାଜପା ଅଗ୍ରଣୀ, ତେଲଙ୍ଗାନାରେ ବିଜୟ ମୁହାଁ କଂଗ୍ରେସ
ନୂଆଦିଲ୍ଲୀ,୨ା୧୨: ମତଦାନ ଗଣନାର ପ୍ରାରମ୍ଭିକ ପର୍ଯ୍ୟାୟ ଫଳାଫଳ ଅନୁଯାୟୀ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଭାଜପା ମ୍ୟାଜିକ ନମ୍ବର ଅତିକ୍ରମ କରି ଅନ୍ୟ ମାନଙ୍କ ଠାରୁ ଆଗରେ ରହିଛି। ସେହିପରି ଛତିଶଗଡରେ ମଧ୍ୟ ଶାସକ କଂଗ୍ରେସକୁ ମଧ୍ୟ ଅତିକ୍ରମ କରି ବିଜୟ ଆଡକୁ…
Exit Poll: ମଧ୍ୟପ୍ରଦେଶ, ଛତିଶଗଡ଼ରେ ଭାଜପା-କଂଗ୍ରେସ ମଧ୍ୟରେ ଟାଇଟ ଫାଇଟ
ନୂଆଦିଲ୍ଲୀ,୩୦।୧୧: ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଆସିଛି ଏକଜିଟ ପୋଲ। ବିଭିନ୍ନ ସଂସ୍ଥାର ଆକଳନ ଅନୁଯାୟୀ ଛତିଶଗଡ଼ରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ସରକାର ଗଠନ ପାଇଁ ମଧ୍ୟରେ ଟାଇଟ ଫାଇଟ ହେବାର ଆକଳନ କରାଯାଉଛି। ଇଣ୍ଡିଅ…
Archives


