Video: ମୃତ୍ୟୁ ପରେ ଭାଇରାଲ ହେଲା ଭିଡିଓ, ବାପାଙ୍କୁ ଭୟଙ୍କର ମାଡ଼ ମାରୁଥିଲେ ଝିଅ
ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରଦେଶର ମୋରେନାରେ ଜଣେ ବ୍ୟକ୍ତିଙ୍କୁ ଝୁଲନ୍ତା ମୃତଦେହ ମିଳିବାର କିଛି ଦିନ ପରେ, ତାଙ୍କ ଝିଅମାନେ ତାଙ୍କୁ ତାଙ୍କ ସ୍ତ୍ରୀ ଧରି ରଖିଥିବା ସମୟରେ ମାଡ଼ ମାରୁଥିବାର ଏକ ଭୟଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୋଲିସ କହିଛି…
Viseo: ୨ ମିନିଟ ନାଚିବା ପରେ ହୃଦ୍ଘାତରେ ଯୁବତୀଙ୍କ ମୃତ୍ୟୁ
ବିଦିଶା, ୧୦।୨: ମଧ୍ୟପ୍ରଦେଶର ବିଦିଶାରେ ଜଣେ ୨୩ ବର୍ଷୀୟା ଯୁବତୀ ଷ୍ଟେଜ୍ରେ ଡ୍ୟାନ୍ସ କରିବା ସମୟରେ ହଠାତ ତଳେ ପଡ଼ିଯାଇଥିଲେ। ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଛି। ସେ ନିଜ ସମ୍ପର୍କୀୟ ଭଉଣୀଙ୍କ ବିବାହ ଉତ୍ସବରେ ନାଚୁଥିବାବେଳେ ଏହି ଅଘଟଣ ଘଟିଛି। ଯୁବତୀ…
Mirage ୨୦୦୦: ପାକିସ୍ତାନରେ ଏୟାର ଷ୍ଟ୍ରାଇକ କରିଥିବା ବିମାନ ହେଲା ଦୁର୍ଘଟଣାଗ୍ରସ୍ତ
ମଧ୍ୟପ୍ରଦେଶ,୬।୧: ମଧ୍ୟପ୍ରଦେଶର ଶିବପୁରୀ ଅଞ୍ଚଳରେ ଦୁର୍ଘଟଣଗ୍ରସ୍ଥ ହୋଇଛି ଭାରତୀୟ ବାୟୁସେନା ଲଢୁଆ ବିମାନ ମିରାଜ ୨୦୦୦। ନିୟମିତ ଅଭ୍ୟାସ ସମୟରେ ଏକ କ୍ଷେତରେ ବିମାନଟି ଖସି ପଡିଥିବା ସୂଚନା ମିଳିଛି। ବିମାନ ତଳକୁ ଖସିବା ପୂର୍ବରୁ ଦୁଇ ପାଇଲଟ ସୁରକ୍ଷିତ ଏଥିରୁ…
ଆଶ୍ଚର୍ଯ୍ୟ, ହେଲମେଟ ନ ପିନ୍ଧି ଚାଲିବାରୁ ବ୍ୟକ୍ତିଙ୍କର ୩୦୦ ଟଙ୍କା ପୋଲିସ କାଟିଲା ଜୋରିମାନା
ମଧ୍ୟପ୍ରଦେଶ,୧୦।୧: ମଧ୍ୟପ୍ରଦେଶ ପନ୍ନା ଜିଲାରୁ ଏକ ଅଜବ-ଗଜବ ମାମଲା ସାମ୍ନାକୁ ଆସିଛି। ରାସ୍ତାରେ ଚାଲି ଚାଲି ଯାଉଥିବା ଜଣେ ବ୍ୟକ୍ତି ହେଲମେଟ ନ ପିନ୍ଧିଥିବାରୁ ପୋଲିସ ତାଙ୍କ ଉପରେ ୩୦୦ ଟଙ୍କା ଜୋରିମାନା ଲଗାଇଛି। ଏହିଘଟଣା ପରେ ପୀଡିତ ବ୍ୟକ୍ତି ଜଣକ…
ନିଦ ହଜାଇଛି ଜିନ୍ନତ: ପୁଣି ଓଡ଼ିଶା ଆସିବାକୁ ଯାଉଛନ୍ତି ଆଉ ଦୁଇ ବାଘ
ଭୁବନେଶ୍ୱର,୨୬ା୧୨: ମହାରାଷ୍ଟ୍ରରୁ ଓଡ଼ିଶା ଆସିଥିବା ବାଘୁଣୀ ଜିନ୍ନତ ତିନି ରାଜ୍ୟ ବନ ବିଭାଗର ନିଦ ହଜାଇଛି। ଏହାରି ମଧ୍ୟରେ ଆଉ କିଛି ବାଘ ପୁଣି ଓଡିଶା ଆସିବାକୁ ଯାଉଛନ୍ତି। ବନ୍ୟପ୍ରାଣୀ ବଦଳ ଯୋଜନାରେ ମଧ୍ୟ ପ୍ରଦେଶ ସରକାର ଓଡ଼ିଶା ସମେତ ରାଜସ୍ଥାନ…
ପୋଲିସ୍ କନଷ୍ଟେବଳଙ୍କ ସମେତ କ଼୍ବାର୍ଟରରୁ ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ୫ ମୃତଦେହ
ଭାଗଲପୁର, ୧୩।୦୮: ଭାଗଲପୁର ପୋଲିସ୍ ଲାଇନ୍ର ଏକ କ଼୍ବାର୍ଟରରୁ ୫ ଟି ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି । ଯାହାକୁ ନେଇ ଆଖପାଖରେ ଭୟର ବାତାବରଣ ଖେଳି ଯାଇଛି । କ଼୍ବାର୍ଟରରୁ ଜଣେ ମହିଳା ପୋଲିସ୍ଙ୍କ ସମେତ ତାଙ୍କ ପରିବାରର…
୪୭ ଆଇଏଏସ୍ ଏବଂ ଆଇପିଏସ୍ଙ୍କ ବଦଳି କଲେ ରାଜ୍ୟ ସରକାର
ଭୋପାଳ, ୧୧।୦୮: ରାଜ୍ୟରେ ୪୭ ଜଣ ଆଇଏଏସ୍ ଏବଂ ଆଇପିଏସ୍ଙ୍କ ବଦଳି କରିଛନ୍ତି ମଧ୍ୟ ପ୍ରଦେଶ ସରକାର । ମନ୍ଦସୌରର ପୋଲିସ୍ ଅଧୀକ୍ଷକ ଅନୁରାଗ ସୁଜନିଆଙ୍କ ସ୍ଥାନରେ ଏବେ ଅଭିଷେକ ଆନନ୍ଦ ମନ୍ଦସୌର ଜିଲାର ନୂଆ ଏସ୍ପି ହୋଇଛନ୍ତି । ଏଥିସହିତ,…
ରାଲି ପୂର୍ବରୁ ଭାଜପା ନେତାଙ୍କୁ ଗୁଳିକରି ହତ୍ୟା
ଭୋପାଳ, ୨୩।୬: ରବିବାର ସକାଳୁ ଜଣେ ଭାଜପା ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଜଣାପଡ଼ିଛି । ଏହି ନେତା ଜଣଙ୍କ ମଧ୍ୟ ପ୍ରଦେଶର ମନ୍ତ୍ରୀ କୈଳାଶ ବିଜୟଭାର୍ଗିୟାଙ୍କ ନିକଟତର । ତାଙ୍କ ନାମ ମନୁ କଲ୍ୟାଣେ । ମନୁ ଭାଜପା ଯୁବ…
‘ମୋ ବାପାଙ୍କ ସାମ୍ନାରେ ଦିଲ୍ଲୀ ବି ମୁଣ୍ଡ ନୁଆଁଏ’, ମନ୍ତ୍ରୀଙ୍କ ପୁଅର ଭାଷଣ ଭାଇରାଲ
ନୂଆଦିଲ୍ଲୀ, ୨୨।୬: ବର୍ତ୍ତମାନର କେନ୍ଦ୍ର କୃଷି ମନ୍ତ୍ରୀ ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପୁଅଙ୍କ ଭାଷଣ ଏବେ ଭାଇରାଲ୍ ହେବାରେ ଲାଗିଛି । ଲୋକ ସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ମିଳିବା ସହ ରାଜ୍ୟରେ ଭଲ…
ଲିଭ୍-ଇନ୍ ରିଲେସନଶିପରେ ରହିଲେ ଭରଣପୋଷଣ ଅଧିକାର ପାଇବେ ମହିଳା: ହାଇକୋର୍ଟ
ନୂଆଦିଲ୍ଲୀ,୬।୪: ଲିଭ୍-ଇନ୍ ରିଲେସନଶିପରେ ରହିଲେ ମଧ୍ୟ ମହିଳାଙ୍କର ରହିଛି ଭରଣପୋଷଣ ପାଇବାର ଅଧିକାର। ଲିଭ୍-ଇନ୍ ସମ୍ପର୍କରେ ମହିଳାଙ୍କ ଅଧିକାରକୁ ସ୍ୱୀକୃତି ଦେବା ଦିଗରେ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଜଣେ ପୁରୁଷଙ୍କ ସହ ଲମ୍ବା ସମୟ…
ରାଜନୀତିରୁ ଅବସର ନେବେ କମଲ ନାଥ! ଭାଜପାରେ ଯୋଗଦେଇପାରନ୍ତି ପୂଅ-ବୋହୂ
ନୂଆଦିଲ୍ଲୀ,୧୮।୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଭାଜପାରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଛି। ଏସବୁ ଭିତରେ ଆଉ ଏକ ଚର୍ଚ୍ଚା ହେଉଛି କମଲ ନାଥ ଭାଜପାରେ ରାଜନୀତିରୁ ଅବସର ଘୋଷଣା କରିବେ। ତାଙ୍କ ପୁଅ ତଥା ଏମ୍ପି ନକୁଲ ନାଥ…
ହୃଦୟ ବିଦାରକ ଘଟଣା, ବାପା ମା’ଙ୍କ ଆଗରେ ନାବାଳିକାଙ୍କୁ ଗଣବଳାତ୍କାର
ନୂଆଦିଲ୍ଲୀ,୧ା୨: ମଧ୍ୟପ୍ରଦେଶର ଗ୍ୱାଲିଅର୍ ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ୧୫ ବର୍ଷର ନାବାଳିକାକୁ ସୋମବାର ରାତିରେ ତିନିଜଣ ବ୍ୟକ୍ତି ବାପା ମା’ଙ୍କ ଆଗରେ ବନ୍ଧୁକ ମୁନରେ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ସୋମବାର ରାତିରେ…

