୧୬ତମ ଅର୍ଥ କମିଶନ: କର୍ଣ୍ଣାଟକକୁ ବଡ଼ ଫାଇଦା, ଓଡ଼ିଶା ସହିଲା କ୍ଷତି; ଜାଣନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ
ନୂଆଦିଲ୍ଲୀ,୨।୨: ୧୬ତମ ଅର୍ଥ କମିଶନଙ୍କ ନୂତନ ସୂତ୍ର ଅନୁସାରେ କେନ୍ଦ୍ରୀୟ ଟିକସ ପାଣ୍ଠିରୁ ରାଜ୍ୟମାନଙ୍କୁ ଟଙ୍କା ମିଳିବ। ଏହି ନୂଆ ବ୍ୟବସ୍ଥାରେ କର୍ଣ୍ଣାଟକ ସବୁଠାରୁ ଅଧିକ ଲାଭବାନ ହୋଇଥିବାବେଳେ ମଧ୍ୟପ୍ରଦେଶ ସବୁଠାରୁ ଅଧିକ କ୍ଷତି ସହିଛି। ଓଡ଼ିଶା ସରକାର ଅଂଶଧନକୁ ୫୦…
ରକ୍ତ ନେଇ HIV ସଂକ୍ରମିତ ହେଲେ ଥାଲାସେମିଆ ପୀଡିତ ୫ ଶିଶୁ: ୨ ଡାକ୍ତର ସସପେଣ୍ଡ
ନୂଆଦିଲ୍ଲୀ,୧୯ା୧୨: ମଧ୍ୟପ୍ରଦେଶର ସତନା ଜିଲାରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଥାଲାସେମିଆ ରୋଗରେ ପୀଡ଼ିତ ୫ ଜଣ ଶିଶୁଙ୍କୁ ସରକାରୀ ଡାକ୍ତରଖାନାରେ ରକ୍ତ ଦିଆଯିବା ବେଳେ HIV ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଜିଲାସ୍ତରୀୟ ତଦନ୍ତରୁ ଜଣାପଡ଼ିଛି ଯେ ରକ୍ତଦାତାଙ୍କ ଠାରୁ…
ଅଷ୍ଟ୍ରେଲିଆ ମହିଳା କ୍ରିକେଟ଼ରମାନଙ୍କୁ ଅସଦାଚରଣ ଉପରେ ମଧ୍ୟପ୍ରଦେଶ ମନ୍ତ୍ରୀଙ୍କ ବିବାଦୀୟ ବୟାନ
ଇଣ୍ଡୋର: ଭାରତରେ ICC ମହିଳା କ୍ରିକେଟ୍ ବିଶ୍ୱକପ୍ ୨୦୨୫ ଚାଲିଥିବା ବେଳେ ଇନ୍ଦୋରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ହୋଟେଲ ନିକଟରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦୁଇ ପ୍ରସିଦ୍ଧ ଅଷ୍ଟ୍ରେଲୀୟ ମହିଳା ଖେଳାଳିଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗ ପରେ…
ଦୀପାବଳିରେ ‘କାର୍ବାଇଡ୍ ଗନ୍’ ବିସ୍ଫୋରଣ: ମଧ୍ୟପ୍ରଦେଶରେ ୧୪ ଶିଶୁଙ୍କର ଆଖି ନଷ୍ଟ
ନୂଆଦିଲ୍ଲୀ,୨୩।୧୦: ଚଳିତ ବର୍ଷ ଦୀପାବଳି ଅବସରରେ ବ୍ୟବହୃତ ‘କାର୍ବାଇଡ୍ ଗନ୍’ ବା ‘ଦେଶୀ ଫାୟାରକ୍ରାକର୍ ଗନ୍’ ନାମକ ଏକ ବିପଜ୍ଜନକ ଖେଳଣା ପାଇଁ ମଧ୍ୟପ୍ରଦେଶରେ ୧୪ ଜଣ ଶିଶୁ ସେମାନଙ୍କ ଦୃଷ୍ଟିଶକ୍ତି ହରାଇଛନ୍ତି। ମାତ୍ର ତିନି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ…
ଗୋଟିଏ ପଦ ପାଇଁ ୧୩,୦୦୦ ଆଶାୟୀ, ଆବେଦନ କଲେ ଏକାଧିକ PhD ହୋଲଡର, ଇଞ୍ଜିନିୟର
ନୂଆଦିଲ୍ଲୀ,୭।୧୦: ମଧ୍ୟପ୍ରଦେଶରେ ପୋଲିସ କନେଷ୍ଟେବଳ ପଦ ପାଇଁ ନିଯୁକ୍ତି ଘୋଷଣା ପରେ ଚାକିରି ଆଶାୟୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ମଧ୍ୟପ୍ରଦେଶ ଷ୍ଟାଫ ସିଲେକ୍ସନ ବୋର୍ଡ ଅନୁଯାୟୀ, ମାତ୍ର ୭,୫୦୦ କନେଷ୍ଟେବଳ ପଦ ପାଇଁ ୯.୭୬ ଲକ୍ଷ ଆବେଦନ ପ୍ରାପ୍ତ ହୋଇଛି,…
ଦଶହରାରେ ବଡ ଅଘଟଣ: ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୧୩ ମୃତ
ମଧ୍ୟପ୍ରଦେଶ,୨।୧: ଗୁରୁବାର ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ମଧ୍ୟପ୍ରଦେଶରେ ଦୁଇଟି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁମାନଙ୍କ ମଧ୍ୟରେ ୧୦ ଜଣ ଶିଶୁ ଅଛନ୍ତି। ଉଜ୍ଜୟିନୀ ନିକଟସ୍ଥ ଇନ୍ଗୋରିୟାରେ ଏକ ଟ୍ରାକ୍ଟର୍-ଟ୍ରଲି ଚମ୍ବଳ ନଦୀରେ ଖସି ପଡ଼ିଥିଲା, ଯେତେବେଳେ ୧୨…
ହସ୍ପିଟାଲରେ ମୂଷା କାମୁଡ଼ାରେ ୨ ନବଜାତ ଶିଶୁଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୩।୯: ମଧ୍ୟପ୍ରଦେଶର ଇନ୍ଦୋରର ମହାରାଜା ଯଶବନ୍ତରାଓ ହସ୍ପିଟାଲରେ (MYH) ମୂଷା କାମୁଡ଼ାରେ ୨ ଦିନ ମଧ୍ୟରେ ଦୁଇ ନବଜାତଶିଶୁର ମୃତ୍ୟୁ ହୋଇଛି। ଖଣ୍ଡବାରୁ ଆସିଥିବା ଏକ ଶିଶୁକନ୍ୟା ମଙ୍ଗଳବା ମୃତ୍ୟୁ ବରଣ କରିଥିଲେ, ଯେତେବଳେ ଦେବାସରୁ ଆସିଥିବା ଅନ୍ୟ ଶିଶୁର ବୁଧବାର…
ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏଣିକି ବଳାତ୍କାର ପୀଡ଼ିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ପ୍ରେଗ୍ନାନ୍ସି ଟେଷ୍ଟ ବାଧ୍ୟତାମୂଳକ
ଭୋପାଳ,୨୯ା୬: ବଳାତ୍କାର ପୀଡ଼ିତାଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ। ବଳାତ୍କାରର ଅଭିଯୋଗ ପାଇବା ପରେ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ସମୟରେ ପ୍ରେଗ୍ନାନ୍ସି ଟେଷ୍ଟ୍ ମଧ୍ୟ ବାଧ୍ୟତାମୂଳକ ଭାବରେ କରାଯିବା ଉଚିତ। ଏପରି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ମଧ୍ୟପ୍ରଦେଶ…
ଘରେ ପଶି ମାରିବୁ…ପାକିସ୍ତାନକୁ ପୁଣି ଧମକ ଦେଲେ ପ୍ରଧାନମନ୍ତ୍ରୀ ମୋଦି
ଭୋପାଳ,୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଧ୍ୟପ୍ରଦେଶର ଭୋପାଳରେ ଦେବୀ ଅହଲ୍ୟାବାଈ ମହିଳା ସଶକ୍ତିକରଣ ମହାସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଏବଂ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏକ ଜନସଭାକୁ ସମ୍ବୋଧିତ କରି ପାକିସ୍ତାନକୁ ଟାର୍ଗେଟ୍ କରିଥିଲେ। ଅପରେଶନ ସିନ୍ଦୂର ହେଉଛି ଆତଙ୍କବାଦ…
ଦୋକାନରୁ ୨.୪୫ ଲକ୍ଷ ଟଙ୍କା ଚୋରି, ଛାଡି ଚାଲିଗଲେ ୩୮,୦୦୦ ଟଙ୍କା: ଚୋରିର ‘ଇମୋଶନାଲ୍ କାହାଣୀ’ ଶେୟାର କଲେ ଚୋର
ଭୋପାଳ,୮।୪: ମଧ୍ୟପ୍ରଦେଶର ଖାର୍ଗୋନ ଜିଲାରେ ଜଣେ ବ୍ୟକ୍ତି ଏକ ଦୋକାନରୁ ୨.୪୫ ଲକ୍ଷ ଟଙ୍କା ଚୋରି କରିଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି, ସେ ରାମନବମୀ ଦିନ ହୋଇଥିବା ଏହି ଚୋରି ପାଇଁ ଏକ କ୍ଷମା ପ୍ରାର୍ଥନା ପତ୍ର ମଧ୍ୟ ଛାଡିଯାଇଥିଲେ। ଚୋର…
Video: ମୃତ୍ୟୁ ପରେ ଭାଇରାଲ ହେଲା ଭିଡିଓ, ବାପାଙ୍କୁ ଭୟଙ୍କର ମାଡ଼ ମାରୁଥିଲେ ଝିଅ
ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରଦେଶର ମୋରେନାରେ ଜଣେ ବ୍ୟକ୍ତିଙ୍କୁ ଝୁଲନ୍ତା ମୃତଦେହ ମିଳିବାର କିଛି ଦିନ ପରେ, ତାଙ୍କ ଝିଅମାନେ ତାଙ୍କୁ ତାଙ୍କ ସ୍ତ୍ରୀ ଧରି ରଖିଥିବା ସମୟରେ ମାଡ଼ ମାରୁଥିବାର ଏକ ଭୟଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୋଲିସ କହିଛି…
Viseo: ୨ ମିନିଟ ନାଚିବା ପରେ ହୃଦ୍ଘାତରେ ଯୁବତୀଙ୍କ ମୃତ୍ୟୁ
ବିଦିଶା, ୧୦।୨: ମଧ୍ୟପ୍ରଦେଶର ବିଦିଶାରେ ଜଣେ ୨୩ ବର୍ଷୀୟା ଯୁବତୀ ଷ୍ଟେଜ୍ରେ ଡ୍ୟାନ୍ସ କରିବା ସମୟରେ ହଠାତ ତଳେ ପଡ଼ିଯାଇଥିଲେ। ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଛି। ସେ ନିଜ ସମ୍ପର୍କୀୟ ଭଉଣୀଙ୍କ ବିବାହ ଉତ୍ସବରେ ନାଚୁଥିବାବେଳେ ଏହି ଅଘଟଣ ଘଟିଛି। ଯୁବତୀ ଜଣକ…
Archives


