ଛାଡ଼ପତ୍ର ପରେ ଲୋକ ସଭା ନିର୍ବାଚନରେ ମୁହାଁମୁହିଁ ପୂର୍ବତନ ଦମ୍ପତି ନୂଆଦିଲ୍ଲୀ,୧୧ା୩: ହେବାକୁ ଥିବା ଲୋକସଭା ନିର୍ବାଚନରେ ଛାଡପତ୍ର ଦେଇଥିବା ଦମ୍ପତି ମୁହାଁମୁହିଁ ହେବେ। ରବିବାର ତୃଣମୂଳ କଂଗ୍ରେସ(ଟିଏମସି) ପ୍ରାର୍ଥୀ ଘୋଷଣା ପରେ ଏହି ସମୀକରଣ ସୃଷ୍ଟି ହୋଇଛି। ସୁଜତା ମଣ୍ଡଳ ଟିଏମସି ଟିକେଟ୍ରୁ ତାଙ୍କ ପୂର୍ବତନ ସ୍ୱାମୀ ସୋମିତ୍ର ଖାନ...