କଂଗ୍ରେସରେ ଯୋଗଦେଲେ ପାଟଣାର ୨ ବିଜେଡି-୧ ନିଲମ୍ବିତ ଭାଜପା ନେତା
ପାଟଣା,୧୭।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ର ୩ ନେତା ରବିବାର ବିଧିବଦ୍ଧ ଭାବେ ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ଯୋଗ ଦେଇଛନ୍ତି। ସାହାରପଡ଼ା ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେଡି…
ନିରୂପଣ ହେଲା ନୂଆଁଖାଇ ଲଗ୍ନ: ନିଶାର୍ଦ୍ଧ ପରେ ଗ୍ରାମ୍ୟଦେବୀ ସମଲେଇଙ୍କ ପୀଠରେ ଲାଗିବ ନବାନ୍ନ
ବରଗଡ଼, ୧୭।୮(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ବରଗଡ଼ ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ରବିବାର ସାରେ ଲଗ୍ନ ନିର୍ଦ୍ଧାରୀତ ହୋଇଛି। ପଣ୍ଡିତ ଚୂଡାମଣି ରଥ, ପଣ୍ଡିତ ବିଘ୍ନରାଜ ଦାଶ, ପଣ୍ଡିତ ସୁଧାଂଶୁ ଚରଣ ଦାଶ, ପଣ୍ଡିତ…
ନବୀନ ବେଳେ ଥିଲା ମୋହନ ବେଳେ କଟିଲା: ଏନ୍ଏସି ଘୋଷଣାରେ କଳାହାଣ୍ଡି ନାଁ ନାହିଁ, ବଢ଼ୁଛି…
ଭବାନୀପାଟଣା,୧୭।୮(ଉତ୍ତମ କୁମାର ଦାଶ): ରାଜ୍ୟରେ ନୂଆ ଏନ୍ଏସି ପାଇଁ ଶନିବାର ଡ୍ରାଫ୍ଟ ନୋଟିସ ପ୍ରକାଶ ପାଇଛି। ଏଥିରେ ୭ ଜିଲାରେ ୧୨ ଏନଏସି ଗଠନ ହେବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ହେଲେ ଏହି ବିଜ୍ଞପ୍ତିରେ…
ଥୁଆମୂଳ ରାମପୁର ସଦର ସିଆର୍ସିସି ଝାଜରୁ ମାଝୀଙ୍କ ଦେହାନ୍ତ, ଶିକ୍ଷକ-ଛାତ୍ରୀଛାତ୍ରଙ୍କ ମହଲରେ ଶୋକର ଛାୟା
ଥୁଆମୂଳ ରାମପୁର,୧୭।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଶିକ୍ଷା ବିଭାଗରେ କାର୍ଯ୍ୟରତ ସିଆର୍ସିସି ଝାଜରୁ ମାଝୀଙ୍କ ଶନିବାର ସାରେ ଦେହାନ୍ତ ହୋଇଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଶିକ୍ଷକ, ଛାତ୍ରୀ ଛାତ୍ରଙ୍କ ସମେତ ଅଞ୍ଚଳ ବାସୀଙ୍କ ମହଲରେ…
ସ୍କୁଲ ନିକଟରେ ବୁଲୁଥିଲା ୭ ଫୁଟର ଅଜଗର, ଉଦ୍ଧାର କରି…
ଥୁଆମୂଳ ରାମପୁର, ୧୭।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ରେଞ୍ଜ ସ୍ଥିତ ଡୁମେର ପଦର ସଦର ଗଉଡ଼ ପଡ଼ା ସ୍କୁଲ ନିକଟର ଏକ ମକା ବାଡ଼ରୁ ପଡ଼ାବାସୀଙ୍କ ସହଯୋଗ ରେ ବନବିଭାଗ ଏକ ବିରାଟ ଅଜଗର ସାପ ଉଦ୍ଧାର କରିଛି।…
ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ଲକ୍ଷପତି ଦିଦି ଏସ୍.ଜ୍ୟୋତି ରେଡ୍ଡୀ
ଛତ୍ରପୁର, ୧୭।୮(ସନ୍ତୋଷ ପାଢ଼ୀ ): ଅଗଷ୍ଟ ୧୫ ତଥା ସ୍ବାଧୀନତା ଦିବସରେ ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାର ଲକ୍ଷପତି ଦିଦି ତଥା ଛତ୍ରପୁର ବ୍ଲକ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ କାଳିଆବାଲି ଗ୍ରାମର ଏସ୍. ଜ୍ୟୋତି ରେଡ୍ଡୀ ଯୋଗଦେଇଥିଲେ। ରାଷ୍ଟ୍ରପତି ଭବନରେ…
ଯୁବକଙ୍କୁ ଅପହରଣ କରି ୧୦ ଲକ୍ଷ ଟଙ୍କା ଦାବି, ୭ ଜଣଙ୍କୁ ବାନ୍ଧିଲା…
ଗଜପତି,୧୪।୮(ଗିରିଧାରୀ ପରିଚ୍ଛା)- ଯୁବକଙ୍କୁ ଅପହରଣ କରି ନେଇ ୧୦ ଲକ୍ଷ ଟଙ୍କା ଦାବି କରିବା ଘଟଣାରେ ୭ ଗିରଫ। ପୂର୍ବରୁ ଟଙ୍କା କାରବାର ନେଇ ଏହି ଘଟଣା ଘଟିଥିବା ଜଣାପଡିଛି। ଗିରଫ ସମସ୍ତ ଅପହରଣକାରୀ ଆନ୍ଧ୍ରପ୍ରଦେଶ ବିଜୟନଗରମ ଥାନା ଫୁଲବାଗ ଅଞ୍ଚଳର।…
ଭଞ୍ଜନଗରରେ ହେବ ଜାତୀୟସ୍ତରର ଷ୍ଟାଡିୟମ, କେଏସୟୁବି କଲେଜରେ…
ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ଭଞ୍ଜନଗର ହେଉଛି ରାଜ୍ୟର ଏକ ବଡ ଉପଖଣ୍ଡ। ଜିଲା ସଂଖ୍ୟା ବୃଦ୍ଧି ସମୟରେ ଏହି ଉପଖଣ୍ଡ ଜିଲା ମାନ୍ୟତା ପାଇବାର ଥିଲା। କିନ୍ତୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କୌଣସି କାରଣରୁ ଉପଖଣ୍ଡବାସୀଙ୍କ ଦାବିକୁ ଗୁରୁତ୍ତ୍ୱ ଦେଇ ନ…
ଚଳନ୍ତା ଟ୍ରେନରୁ ସୁନା ବ୍ୟବସାୟୀଙ୍କଠୁ ସୁନା ଚୋରି ମାମଲାର ପର୍ଦ୍ଦାଫାଶ: ୫୮ ଗ୍ରାମ ଗହଣା, ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ୬ ଜଣଙ୍କୁ ବାନ୍ଧିଲା…
ରାୟଗଡ଼ା,୧୩।୮(ଆଶିଷ ରଞ୍ଜନ ପଣ୍ଡା)- ଚଳନ୍ତା ଟ୍ରେନରେ ହୋଇଥିବା ଏକ ଚୋରି ମାମଲାର ପର୍ଦ୍ଦାଫାଶ କରିଛି ରାୟଗଡ଼ା ଜିଆରପି ପୋଲିସ । ଏହି ମାମଲାରେ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରାୟଗଡ଼ା ଜିଆର୍ପି ବୁଧବାର ଏକ ଖବରଦାତା ସମ୍ମିଳନୀରେ ସୂଚନା…
ଲଘୁଚାପ: ଆସନ୍ତା ୩ ଦିନ ଅତି ପ୍ରବଳ ବର୍ଷା,ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ…
ଭୁବନେଶ୍ୱର,୧୨।୮(ଅନୁରାଧା ମହାରଣା)- ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶ ଉପରେ ଏକ ଘୂର୍ଣ୍ଣିବଳୟ ସଞ୍ଚାଳନ ସକ୍ରିୟ ରହିଛି। ଏହାର ପ୍ରଭାବରେ ବୁଧବାର ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟା…
ଦୁର୍ଘଟଣାରେ ଗୁରୁତର ହୋଇ ରାସ୍ତା କଡ଼ରେ ପଡ଼ିଥିଲେ ଯୁବକ, ନିଜ ଗାଡ଼ିରେ ଉଦ୍ଧାର କରି ନେଇ ଚିକିତ୍ସା କରାଇଲେ ପୋଲିସ ଅଧିକାରୀ
ଗଜପତି,୧୨।୮ (ଗିରିଧାରୀ ପରିଚ୍ଛା): ଅନେକ ସମୟରେ ଦୁର୍ଘଟଣା ଆମ ଆଖି ଆଗରେ ଘଟୁଥିଲେ ହେଁ ରାସ୍ତାରେ ଯାଉଥିବା ଅନେକେ ସେଥିପ୍ରତି ଦୃଷ୍ଟି ଦିଅନ୍ତି ନାହିଁ। ହେଲେ କିଛି ସେଥିରୁ ଭିନ୍ନ କରି ଉଦାହରଣ ସାଜିଥାନ୍ତି। ସେଭଳି ଏକ ଘଟଣାକ୍ରମରେ ଦୁର୍ଘଟଣାରେ ଆହତ…
କାଲି ନିଖୋଜ, ଆଜି ଡୁଡୁକିଝରିଆ ଜଙ୍ଗଲରେ ପୁଅଙ୍କ ଝୁଲନ୍ତା ମୃତଦେହ ଦେଖି ବାପା…
ପାଇକମାଳ,୧୨।୮(ବଡ ଶତପଥୀ):ବରଗଡ ଜିଲା ପାଇକମାଳ ବ୍ଲକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆ ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ପାଇକମାଳ ପୋଲିସ ଉଦ୍ଧାର କରିଛି। ମୃତକ ହେଲେ ପାଇକମାଳ ଥାନା ଜାମସେଠ ପଞ୍ଚାୟତ ଡୁଡୁକିଝରିଆ ଗାଁର ଦୀନବନ୍ଧୁ ଭୋଇଙ୍କ ପୁଅ…
Archives


