ଲିଭ୍-ଇନ୍ ରିଲେସନଶିପରେ ରହିଲେ ଭରଣପୋଷଣ ଅଧିକାର ପାଇବେ ମହିଳା: ହାଇକୋର୍ଟ ନୂଆଦିଲ୍ଲୀ,୬।୪: ଲିଭ୍-ଇନ୍ ରିଲେସନଶିପରେ ରହିଲେ ମଧ୍ୟ ମହିଳାଙ୍କର ରହିଛି ଭରଣପୋଷଣ ପାଇବାର ଅଧିକାର। ଲିଭ୍-ଇନ୍ ସମ୍ପର୍କରେ ମହିଳାଙ୍କ ଅଧିକାରକୁ ସ୍ୱୀକୃତି ଦେବା ଦିଗରେ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଜଣେ ପୁରୁଷଙ୍କ ସହ ଲମ୍ବା...