ଆପଣ କେବେ ଲାଲ କଦଳୀ ଖାଇଛନ୍ତି କି? ଜାଣନ୍ତୁ ଏହାର ୭ ଫାଇଦା
ଆପଣ ହଳଦିଆ କଦଳୀ ଏବଂ ସବୁଜ କଦଳୀ ବିଷୟରେ ନିଶ୍ଚୟ ଦେଖିଥିବେ ଏବଂ ଶୁଣିଥିବେ, କିନ୍ତୁ ଆପଣ ଲାଲ କଦଳୀ ବିଷୟରେ ଶୁଣିଛନ୍ତି କି? ଲାଲ କଦଳୀ ଯଦିଓ ଏହା ଲାଲ ରଙ୍ଗର, କିନ୍ତୁ ଭିତରୁ ଏହା ସମ୍ପୂର୍ଣ୍ଣ ହଳଦିଆ...
ମାସିକ ଋତୁସ୍ରାବ ପୂର୍ବରୁ ଆପଣଙ୍କ ଶରୀରରେ ଦେଖାଯାଉଛି କି ଏହି ଲକ୍ଷଣ, ହୋଇପାରେ…
ପ୍ରିମେନଷ୍ଟ୍ରୁଆଲ ସିଣ୍ଡ୍ରୋମ (PMS) ଏକ ଅବସ୍ଥା ଯାହା ମାସିକ ଋତୁସ୍ରାବର ପୂର୍ବ ଦିନଗୁଡ଼ିକରେ ହୁଏ। ଏହା ଶାରୀରିକ ଏବଂ ମାନସିକ ଲକ୍ଷଣଗୁଡ଼ିକର ଏକ ସମୂହ ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଭିନ୍ନ ଭାବରେ ଦେଖାଯାଏ। ସାଧାରଣତଃ ଜଣେ ବ୍ୟକ୍ତିଙ୍କଠାରେ ସ୍ତନ ପରିବର୍ତ୍ତନ,...
ଏହି ୭ ଲକ୍ଷଣ ଦେଖାଗଲେ ଭୁଲ୍ରେ କରନ୍ତୁନି ଅଣଦେଖା, ହୋଇପାରେ ହୃଦଘାତ
ଦିନର ବ୍ୟସ୍ତତା, କାମର ଚାପ ଏବଂ ଖରାପ ଖାଦ୍ୟପେୟ ଆମ ହାର୍ଟ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଛି। ଏହି କାରଣରୁ ଆଜିକାଲି ହଠାତ୍ ହୃଦଘାତର ମାମଲା ଶୁଣାଯାଉଛି। ହୃଦଘାତରୁ ରକ୍ଷା ପାଇବାର ସବୁଠାରୁ ସହଜ ଉପାୟ ହେଉଛି ଆପଣଙ୍କ ହାର୍ଟର କଥା...
Home Made Pre-Workout Drink: ପ୍ରତିଦିନ ଓ୍ବର୍କଆଉଟ୍ କରିବା ପୂର୍ବରୁ ପିଅନ୍ତୁ ଏହି ୨ଟି ଘରୋଇ ପାନୀୟ
ଶାରୀରିକ ଭାବରେ ପିଟ୍ ଏବଂ ସୁସ୍ଥ ରହିବା ପାଇଁ, ଲୋକମାନେ ଜିମ ଯାଆନ୍ତି ଏବଂ ଘଣ୍ଟା ଘଣ୍ଟା ଓ୍ବର୍କଆଉଟ୍ କରନ୍ତି। କିଛି ଲୋକ ଓ୍ବର୍କଆଉଟ୍ କରିବା ପୂର୍ବରୁ କିଛି ଖାଆନ୍ତି ନାହିଁ କିମ୍ବା ପିଅନ୍ତି ନାହିଁ, ଏହା କରିବା ଭୁଲ।...
Myths Vs Facts: ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଆପଲ ସାଇଡର୍ ଭିନେଗାର? ସତ୍ୟତା ଜାଣନ୍ତୁ…
ଆପଲ ସାଇଡର୍ ଭିନେଗାରକୁ ଅନେକ ଉପାୟରେ ବ୍ୟବହାର କରାଯାଇପାରିବ। ଏହା ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ରୋଷେଇ ପର୍ଯ୍ୟନ୍ତ ସବୁକିଛି ପାଇଁ ବ୍ୟବହୃତ ହୁଏ। ସାଧାରଣତଃ ଖାଦ୍ୟ ସାମଗ୍ରୀ ସଂରକ୍ଷଣ କରିବା ସହିତ ରୋଷେଇରେ ବ୍ୟବହୃତ ହୋଇଥାଏ। ଆପଣ ଏହାକୁ...
ଉଜ୍ଜ୍ୱଳ ତ୍ୱଚାର ରହସ୍ୟ କହିଲେ ଜୟା କିଶୋରୀ, ପିଲାଦିନରୁ ଲଗାଉଛନ୍ତି ଏହି ଫେସ୍ ପ୍ୟାକ୍, ମାତ୍ର ୩ ଜିନିଷରେ…
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ, ଆମେ ସମସ୍ତେ ଚାହୁଁ ଯେ ଆମର ଚର୍ମ ସୁନ୍ଦର, ସୁସ୍ଥ ଏବଂ ଉଜ୍ଜ୍ୱଳ ହେଉ। ଅନେକ ସମୟରେ ଆମେ କ୍ରିମ ଏବଂ ମହଙ୍ଗା ସୌନ୍ଦର୍ଯ୍ୟ ପ୍ରଡକ୍ଟ ବ୍ୟବହାର କରୁ, କିନ୍ତୁ ପ୍ରେରଣାଦାୟକ ବକ୍ତା ଜୟା କିଶୋରୀ...
ଘରେ ଆକ୍ୱାରିୟମ୍ ରଖିଛନ୍ତି କି? ଜାଣିନିଅନ୍ତୁ ଏସବୁ Vastu ନିୟମ, ନଚେତ…
ଆକ୍ୱାରିୟମ୍ରେ ମାଛ ଖୁସିରେ ପହଁରୁଥିବାର ଦେଖିଲେ ଭାରାକ୍ରାନ୍ତ ମନକୁ ଖୁବ୍ ଶାନ୍ତି ମିଳିଥାଏ। କୁହାଯାଏ, ମାଛମାନେ ଯେମିତି ଚଳଚଞ୍ଚଳ, ସେମାନଙ୍କୁ ଘରେ ରଖିଲେ ଘରର ବାତାବରଣ ବି କୁଆଡ଼େ ସେମିତି ହୋଇଯାଏ। ତେବେ ଏଥିପାଇଁ ବାସ୍ତୁଶାସ୍ତ୍ରରେ କ’ଣ ସବୁ ନିୟମ...
ପ୍ରେମିକା ରାଗିଥିବା ବେଳେ ଭୁଲରେ ବି କୁହନ୍ତୁ ନାହିଁ ଏହି ୫ କଥା, ହୋଇଯିବ ବ୍ରେକଅପ!
ଯେଉଁ ସମ୍ପର୍କରେ ଝଗଡ଼ା, ବାଦ ବିବାଦ ନ ଥାଏ, ତାହା ହୃଦୟରୁ ନୁହେଁ କେବଳ ମନରୁ ବୋଲି କହିପାରିବା। ହେଲେ ଅନେକ ସମୟରେ ପ୍ରେମିକଙ୍କ କିଛି କଥାକୁ ନେଇ ପ୍ରେମିକା ଅତ୍ୟଧିକ ରାଗି ଯାଇଥାନ୍ତି। ଏହାପରେ ପ୍ରେମିକ ତାଙ୍କୁ ବୁଝାଇବାରେ...
Kidney Stone ରୋଗୀ ଭୁଲ୍ରେ ଖାଆନ୍ତୁନି ଏହି ୫ ଖାଦ୍ୟ, ନ ହେଲେ…
ଯେତେବେଳେ ମିନେରାଲ୍ସ ଏବଂ ଅନ୍ୟାନ୍ୟ ଅପବ୍ୟବହାର କିଡନୀରେ ଜମା ହୁଏ, ସେଗୁଡ଼ିକ ଛୋଟ ଛୋଟ ପଥରରେ ପରିଣତ ହୁଏ। ଏହାକୁ କିଡନୀ ଷ୍ଟୋନ୍ କୁହାଯାଏ। ଯଦି କିଡ଼ନୀରେ ପଥର ଥାଏ, ତେବେ ଏହା ବହୁତ ଯନ୍ତ୍ରଣା ଦିଏ। ଅନେକ ସମୟରେ...
7 Famous beaches in INDIA: ଥରେ ଗଲେ ଭୁଲିଯିବେ ଗୋଆ, ପର୍ଯ୍ୟଟକଙ୍କୁ ବାନ୍ଧି ରଖୁଛି ଭାରତର ଏହି ୭ ସମୁଦ୍ରକୂଳ …
ଖରାଦିନେ ବୁଲିବାକୁ ଇଚ୍ଛା ହେଲେ ସମୁଦ୍ରକୂଳ ସମସ୍ତଙ୍କର ପସନ୍ଦର ସ୍ଥାନ ପାଲଟେ। ଭାରତରେ ସମୁଦ୍ରତଟ ଦେଖିବା ଲାଗି ୯ ସୁନ୍ଦର ସ୍ଥାନ ରହିଛି, ଯେଉଁଠିକୁ ଯିବାକୁ ଆପଣ ପ୍ଲାନ୍ କରିପାରିବେ। କେରଳର ସମୁଦ୍ରଗୁଡ଼ିକ ପର୍ଯ୍ୟଟଙ୍କ ମନ ମୋହିଥାଏ। ଆଣ୍ଡାମାନ ଏବଂ...
7 Mistakes after Marriage: ବିବାହ ପରେ ଭୁଲ୍ରେ ବି ପୁରୁଷମାନେ କରନ୍ତୁ ନାହିଁ ଏହି ୭ ଭୁଲ୍, ଭାଙ୍ଗିଯାଇପାରେ ସମ୍ପର୍କ…
ବିବାହ କେବଳ ଦୁଇଜଣ ବ୍ୟକ୍ତି ନୁହନ୍ତି ବରଂ ଦୁଇ ପରିବାର ମଧ୍ୟରେ ଏକ ଅତୁଟ ସମ୍ପର୍କ। ବିବାହ ପରେ ଦାୟିତ୍ୱ ବଢ଼ିଯାଇଥାଏ। ଏହାକୁ ସୂଚାରୁରୂପେ ତୁଲାଇବା ଅତ୍ୟନ୍ତ ଜରୁରୀ। ବୈବାହିକ ଜୀବନ ସମ୍ଭାଳିବାରେ ବେହୁସିଆର ହେଲେ ଛାଡ଼ପତ୍ରରେ କଥା ପହଞ୍ଚି...
Egg vs Paneer: ଓଜନ ହ୍ରାସ ପାଇଁ କେଉଁ ପ୍ରୋଟିନ୍ ଅଧିକ ସ୍ବାସ୍ଥ୍ୟକର? ଜାଣନ୍ତୁ କ’ଣ କୁହନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ…
ପ୍ରୋଟିନ୍ ଆମ ଶରୀର ପାଇଁ ସବୁଠାରୁ ଆବଶ୍ୟକ ପୁଷ୍ଟିକର ପଦାର୍ଥ ମଧ୍ୟରୁ ଗୋଟିଏ। ଏହା ଆମିନୋ ଏସିଡରେ ଗଠିତ ଏକ ସୂକ୍ଷ୍ମ ପୋଷକ ତତ୍ତ୍ୱ। ଏହା ମାଂସପେଶୀ ବୃଦ୍ଧି ଏବଂ ହରମୋନ ନିୟନ୍ତ୍ରଣକୁ ଉନ୍ନତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା...
Archives


