Scheme: ୨୦୦ଟଙ୍କା ରଖିଲେ ମାସକୁ ମିଳିବ ୧୫ହଜାର! ଏହି ସ୍କିମ୍‌ କରିବ ମାଲାମାଲ୍‌

ନୂଆଦିଲ୍ଲୀ,୧୯।୪: ଏଭଳି କିଛି ସ୍କିମ୍‌ ଅଛି ଯାହା ଆପଣଙ୍କୁ ଲକ୍ଷପତି କରାଇବାରେ ସହାୟକ କରିଥାଏ। ଯାହା ଆପଣଙ୍କ ନିବେଶ କରିବା ତରିକାକୁ ବଦଳାଇ ଦେଇପାରେ । ଏହି ପଲିସିରେ ମାତ୍ର ୨୦୦ ଟଙ୍କା ନିବେଶ କରି ୨୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଚ୍ୟୁରିଟି ଟଙ୍କା ପାଇ ପାରିବେ ।

LIC Scheme: କେନ୍ଦ୍ର ସରକାରଙ୍କ ଦ୍ୱାରା ସମର୍ଥିତ ଭାରତୀୟ ବୀମା ନିଗମର ନିବେଶ କରିବା ଦ୍ୱାରା ଅନେକ ପ୍ରକାର ବେନିଫିଟ ପାଇପାରିବେ । ଏହା ଏକ ମାର୍କେଟ ଅନ୍ଲିଙ୍କଡ ପଲିସି ଅଟେ । ଯାହାଦ୍ୱାରା ଆପଣଙ୍କୁ ପଲିସି ସୁରକ୍ଷା ସହ ମାଚ୍ୟୁରିଟି ଗାରେଣ୍ଟି ମିଳିଥାଏ । Lic Jeevan Pragati ପଲିସିଧାରକଙ୍କ ୫ ବର୍ଷ ପର୍ଯ୍ୟନ୍ତ ଜୀବନ ବୀମା କଭର ରହିଥାଏ । ପରିଣତ ବୟସ ପାଇଁ ନିବେଶ ବା ପେନ୍ସନ ସ୍କିମ ଚାହୁଁଥିଲେ ଏହି ପଲିସିକୁ ସର୍ବୋତ୍ତମ ବୋଲି କୁହାଯାଇଛି । ଯଦି ଆପଣ ପ୍ରତିଦିନ ୨୦୦ ଟଙ୍କା ସଞ୍ଚୟ କରିବା ସହ ଏହାକୁ ନିବେଶ କରନ୍ତି ତେବେ ମାସ ଶେଷରେ ୬୦୦୦ ଟଙ୍କା ସେଭିଂ କରିବେ । ଏହି କ୍ରମରେ ବାର୍ଷିକ ୭୨୦୦୦ ସଞ୍ଚୟ କରିପାରିବେ ।

ଏଭଳି ୨୦ ବର୍ଷ ଧରି ନିବେଶ କଲେ ଆପଣଙ୍କ ସଞ୍ଚୟ ୧୪୪୦୦୦କୁ ବୃଦ୍ଧି ପାଇବ । କିନ୍ତୁ ଆପଣଙ୍କ ବାସ୍ତବ ସଞ୍ଚୟ ସେହି ସମୟରେ ୨୮ ଲକ୍ଷ ଟଙ୍କା ରହିବ । ୩୦ ବର୍ଷ ବୟସରେ ଆପଣ ଏହି ପ୍ଲାନ ନେଲେ, ଆପଣ ପ୍ରତି ବର୍ଷ ଏକ ମୋଟା ଅଙ୍କର ସଞ୍ଚୟ କରିପାରିବେ । ଯାହାଫଳରେ ଆପଣ ଶୀଘ୍ର ରିଟାୟର୍ଡ ପ୍ଲାନ ମଧ୍ୟ ନେଇ ପାରିବେ ।

LIC Scheme: ୨୦ ବର୍ଷ ନିବେଶ କରିବା ପରେ ଆପଣଙ୍କୁ ପେନଶନ ଆକାରରେ ମାସିକ ୧୫ ହଜାର ଟଙ୍କାରୁ ଅଧିକ ଟଙ୍କା ମିଳି ପାରିବ । ମାର୍କେଟ ଅନ୍ଲିଙ୍କଡ ପଲିସି ହୋଇଥିବାରୁ ଏଥିରୁ ଏକ ସୁନିଶ୍ଚିତ ମାଚ୍ୟୁରିଟି ଟଙ୍କା ଆପଣଙ୍କୁ ମିଳିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?