ଇମ୍ରାନ ଖାନ୍ଙ୍କୁ ନୋଟିସ ଭିତରେ ଗର୍ଲଫ୍ରେଣ୍ଡ ଲେଖାଙ୍କ ପୋଷ୍ଟ ଭାଇରାଲ୍, ଚାରିଆଡ଼େ ଚର୍ଚ୍ଚା
ମୁମ୍ବାଇ,୧୬।୧୦: ମୁମ୍ବାଇରେ ଏକ ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହେବା ଅଭିନେତା ଇମ୍ରାନ ଖାନ୍ଙ୍କ ପାଇଁ ମହଙ୍ଗା ପଡ଼ିଛି । ତାଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍ ଜାରି ହୋଇଥିବା ଖବର ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ତାଙ୍କ ଗର୍ଲଫ୍ରେଣ୍ଡ ଲେଖା ୱାଶିଂଟନ୍…

