Tag Archives: kidnap

ଝିଅଙ୍କୁ ଠାବ କରିବାରେ ପୋଲିସ ସହାୟତା କରିଥିବା ମାନିଲେ ବାପା

ବିଜୟଓ୍ବାଡ଼ା,୬ା୪: ଆନ୍ଧ୍ରପ୍ରଦେଶର ମାଚେର୍ଲାରେ ଜଣେ ୨୩ ବର୍ଷୀୟା ଯୁବତୀ ବାପାଙ୍କ ଇଚ୍ଛା ବିରୋଧରେ ବିବାହ କରିବାରୁ ତାଙ୍କୁ ମାରିଦିଆଯାଇଛି। ଟଙ୍କା ନେଇ ଝିଅଙ୍କୁ ଖୋଜି ବାହାର କରିବାରେ ୨ ଜଣ ପୋଲିସ ଅଫିସର ସହାୟତା କରିଥିବା ମୁଖ୍ୟ ଅଭିଯୁକ୍ତ ଝିଅଙ୍କ ବାପା…

ରାଜଧାନୀରେ ମା’ କୋଳରୁ ପୁଅକୁ ଝାମ୍ପିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର,୧୩ା୪: ଦୃଷ୍ଟିବାଧିତ ମା’ ଜଣକ ପୋଲିସ ନିକଟରେ କାନ୍ଦି କାନ୍ଦି କହିଛି, ମୁଁ ଦେଖି ପାରୁନି ବୋଲି ମୋ’ ପିଲାକୁ କେହି ଚୋରେଇ ନେଲା, ମୁଁ ଅନୁରୋଧ କରୁଛି ମୋ’ ପିଲାକୁ ମୋତେ ଫେରାଇ ଦିଅ। ଏମିତି ଦୃଶ୍ୟ କେଉଁ ଗାଁ…

ପ୍ରେମିକଙ୍କୁ ଅପହରଣ କରି ବନ୍ଧାହେଲେ ପ୍ରେମିକା, ୧୦ ଲକ୍ଷ ଟଙ୍କାର ବି ରଖିଥିଲେ ମୁଣ୍ଡ ଜାମିନ

ଭୁବନେଶ୍ୱର,୨ା୪: ରାଜଧାନୀ ଭୁବନେଶ୍ୱରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ସବୁବେଳେ ଖବର ଆସେ ପ୍ରେମିକାଙ୍କୁ ଅପହରଣ କରିନେଇଛନ୍ତି ପ୍ରେମିକ। ମାତ୍ର ଆଜିର ଘଟଣା ଟିକେ ନିଆରା। ପ୍ରେମିକଙ୍କୁ ଅପହରଣ କରି ନେଇ ପ୍ରେମିକା ପୋଲିସ ହାତରେ ବନ୍ଧା ହୋଇଛନ୍ତି। ପ୍ରେମିକାଙ୍କ…

କଲେଜ ଯାଇ ଘରକୁ ଫେରିନାହାନ୍ତି ନାବାଳିକା ଝିଅ, ଅପହରଣକାରୀଙ୍କ ଗିରଫ ଦାବିରେ ଧାରଣା

ଚାନ୍ଦବାଲି,୩୦ା୩(ଅଶୋକ ପଣ୍ଡା): ନାବାଳିକା ଝିଅକୁ ଅପହରଣ ଘଟଣାରକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ନାବାଳିକାକୁ ଉଦ୍ଧାର କରିବାରେ ବିଫଳ। ଅପହରଣକାରୀଙ୍କୁ ଗିରଫ ଦାବିକରି ଫାଣ୍ଡି ଆଗରେ ପରିବାର ଳୋକଙ୍କ ଧାରଣା ଦେଇଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ…

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗ, କେରଳରୁ ଗିରଫ ହେଲେ ଅଭିଯୁକ୍ତ

ବୁଗୁଡ଼ା,୨୩ା୧୦(କାଳୀଚରଣ ଦାଶ): ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ସୁଦୂର କେରଳରୁ ଗିରଫ କରିଥିବା ବେଳେ ଅପହୃତ ନାବାଳିକାଙ୍କୁ ଉଦ୍ଧାର କରିଛି l ଗିରଫ ଅଭିଯୁକ୍ତ ହେଲେ ବୁଗୁଡ଼ା…

ମହିଳାଙ୍କୁ ଅପହରଣ ମାମଲାର ପର୍ଦ୍ଦାଫାଶ: ଭାଇଙ୍କଠାରୁ କୋଟିଏ ଟଙ୍କା ଝଡ଼ାଇବାକୁ ନିଜେ ରଚିଥିଲେ ନାଟକ

ଭୁବନେଶ୍ୱର,୨୧ା୬: ଭୁବନେଶ୍ବରରୁ ମହିଳା ଅପହରଣ ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ। ନିଜ ଭାଇଙ୍କଠାରୁ ୧ କୋଟି ଟଙ୍କା ଝଡ଼ାଇବାକୁ ମହିଳା ଜଣକ ତାଙ୍କର ଦୁଇ ବନ୍ଧୁଙ୍କ ସହ ମିଶି ଅପହରଣ ନାଟକ ରଚିଥିଲେ। ସମ୍ପୃକ୍ତ ମହିଳାଙ୍କୁ ଅପହରଣକାରୀଙ୍କ ସହିତ ନୟାଗଡ଼ରୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?