‘ଫୋନ୍ରେ ଧମକ ଦେଉଛନ୍ତି ପ୍ରଶାନ୍ତ ଜଗଦ୍ଦେବ’ ଭୁବନେଶ୍ୱର,୮।୫: ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡି। ବୁଧବାର ବିଜେଡିର ଏକ ପ୍ରତିନିଧି ଦଳ ଆସି ସିଇଓଙ୍କୁ ଭେଟିଛନ୍ତି। ମଙ୍ଗଳବାର ସେମାନେ ଯେଉଁ ପ୍ରସଙ୍ଗ ସହ...