କ୍ଷେତ୍ରବାସୀ ଡିଏଭି କଲେଜ ସାଇନ୍ ଡାଏ ଘୋଷଣା
ଖୋର୍ଦ୍ଧା,୧୫ା୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି। ଖୋର୍ଦ୍ଧା ଉପଜିଲାପାଳଙ୍କ କାର୍ଯ୍ୟାଳୟର ୧୪ ତାରିଖର ଆଦେଶ ନମ୍ବର ୬୧୨୦ ଅନୁଯାୟୀ, ବିଏନଏସଏସ୍ର ଧାରା ୧୬୩ ଅନ୍ତର୍ଗତ ନିଷେଧାଦେଶ ଜାରି ହୋଇଛି।…

