ଜନ୍ମଦିନରେ ଚମକିଲା ସଞ୍ଜୁଙ୍କ ଭାଗ୍ୟ! ମିଳିଲା ବଡ଼ ଦାୟିତ୍ୱ, କ୍ରିକେଟ ଜଗତରେ ହଇଚଇ
ନୂଆଦିଲ୍ଲୀ, ୧୧।୧୧: ଭାରତୀୟ ଦଳର ଷ୍ଟାର ଉଇକେଟ୍ କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ମିଳିଛି ନୂଆ ଦାୟିତ୍ୱ। ଆଜି ଅର୍ଥାତ୍ ବୁଧବାର (୧୧ ନଭେମ୍ବର) ସଞ୍ଜୁ ନିଜର ୩୨ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନର ଠିକ ଗୋଟିଏ ଦିନ ପୂର୍ବରୁ…

