ପ୍ରଶ୍ନପତ୍ର ଲିକ୍ ଘଟଣା: ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ
କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ବିଗତ କିଛି ବର୍ଷ ଧରି ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସାମ୍ନାକୁ ଆସୁଥିବା ବେଳେ ସରକାର ଏବଂ ଗଣଶିକ୍ଷା ବିଭାଗ ଚୁପ ହୋଇ ବସିଛଛି। ଗତ ୨୩ ତାରିଖ ଦିନ ମୟୂରଭଞ୍ଜ ଏବଂ କେନ୍ଦୁଝର…
ବାପ-ପୁଅ ମିଶି ନାବାଳିକାଙ୍କୁ କରିଥିଲେ ବଳାତ୍କାର: ରାୟ ଶୁଣାଇଲେ କୋର୍ଟ, ବାପାଙ୍କୁ ୨୦, ପୁଅଙ୍କୁ ୨୫ ବର୍ଷ ଜେଲ୍
କେନ୍ଦୁଝର,୧।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଅତିରିକ୍ତ ଜିଲା ଓ ସତନ୍ତ୍ର ଜଜ୍ (ପୋକ୍ସ) ଶୁଭଶ୍ରୀ ତ୍ରିପାଠୀ ଜଣେ ୧୫ ବର୍ଷ ନାବାଳିକାଙ୍କୁ ବଳାତ୍କାର ମାମଲାର ରାୟ ଶୁଣାଇଛନ୍ତି। ସେ ଏହି ଘଟଣାରେ ବାପାଙ୍କୁ ୨୦ ଓ ପୁଅଙ୍କୁ ୨୫ ବର୍ଷ ଜେଲ…
ମହିଳାଙ୍କ ଠାରୁ ଘୋଷଡ଼ା ଖାଇ ଯାଇଥିଲେ ଅଙ୍ଗନଓ୍ବାଡ଼ି ଦିଦି: କିଛିଦିନ ପରେ ଲୁଚିଛପି କେନ୍ଦ୍ରକୁ ପଶୁଥିଲା ବେଳେ ପୁଣି ତାତିଲେ ମହିଳା, ପରେ…
ପାଟଣା,୧୭।୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ବାଲିବନ୍ଧ ଗ୍ରାମ ଅଙ୍ଗନଓ୍ବାଡି (କ) କେନ୍ଦ୍ର ପାଇଁ ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଥିଲା। ଏ ନେଇ ଗ୍ରାମର ଶତାଧିକ ମହିଳା ଫେବୃଆରୀ ୬ ତାରିଖରେ ନବ ନିଯୁକ୍ତ…
ଗାଁରେ ଲାଗିଥିଲା ଡିଜେ ସାଉଣ୍ଡ ସିଷ୍ଟମ: ରାତି ଅଧରେ ଦୁର୍ବୃତ୍ତ ଲଗାଇଲେ ନିଆଁ
ବଡବିଲ ୧୭।୨: କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଭଦ୍ରାସାହି ପଞ୍ଚାୟତ ଟୋଣ୍ଟ ଗ୍ରାମରେ ଡିଜେ ସାଉଣ୍ଡ ସିଷ୍ଟମରେ ନିଆଁ ଲଗାଇଲେ ଦୁର୍ବୃତ୍ତ। ମାଘ ପର୍ବ ପାଳନ ଅବସରରେ ଏହି ଡିଜେ ସାଉଣ୍ଡ ସିଷ୍ଟମ ଲାଗିଥିଲା। ଯାହାକୁ ଶୁକ୍ରବାର ବିଳମ୍ବିତ ରାତିରେ କେହି…
ଭାଜପା କେନ୍ଦୁଝର ଜିଲା ମିଡିଆ ସଂଯୋଜକ ହେଲେ ବ୍ରଜକିଶୋର ରାୟ
କେନ୍ଦୁଝର,୧୬।୨(ନରେଶଚନ୍ଦ୍ର ପଟ୍ଟନାୟକ): ଭାଜପାର କେନ୍ଦୁଝର ଜିଲା ମିଡିଆ ସଂଯୋଜକ ଭାବେ ବ୍ରଜକିଶୋର ରାୟଙ୍କ ନାମ ଘୋଷଣା ହୋଇଛି। ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି।…
ଅଙ୍ଗନଓ୍ବାଡ଼ି କେନ୍ଦ୍ରରୁ ଦିଦିଙ୍କୁ ଘୋଷାଡି ଆଣିଲେ ମହିଳା, ବାହାର କରି …
ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ବାଲିବନ୍ଧ ଗ୍ରାମ ଅଙ୍ଗନଓ୍ବାଡି (କ) କେନ୍ଦ୍ର ପାଇଁ ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି। ଏ ନେଇ ଗ୍ରାମର ଶତାଧିକ ମହିଳା ମଙ୍ଗଳବାର ନବ ନିଯୁକ୍ତ କର୍ମୀଙ୍କୁ…
ରେଳବାଇକୁ କାରଣ ଦର୍ଶାଅ ନୋଟିସ୍
ଯୋଡ଼ା,୨୭ା୧୦(ମାନସ ମହାନ୍ତି): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ବାମେବାରି ସେକ୍ସନ ଅନ୍ତର୍ଗତ ନୟାଗଡ଼ ବିଟ୍ ଅନ୍ତର୍ଗତ ପଳଶାଠାରେ ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁ ଘଟଣାରେ ରେଳ ମନ୍ତ୍ରଣାଳୟକୁ ବନ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଘଟଣା ଘଟାଇଥିବା…
ପାଟଣା ରେଞ୍ଜରେ ଗଜରାଜଙ୍କ ଆତଙ୍କରାଜ
ପାଟଣା,୧୪।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ୫ ଦିନ ହେବ ଗଜରାଜଙ୍କ ଆତଙ୍କରାଜ ଜାରି ରହିଛି। ସୋମବାର ବିଳମ୍ବିତ ରାତିରେ ୨୬ ଟିକିଆ ବଣୁଆ ହାତୀ ପଲ ଗାଁ ଭିତରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଏହି ହାତୀପଲ ୪…
କିଷାନ ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ଦାବିରେ ବିକ୍ଷୋଭ
କେନ୍ଦୁଝର,୨୬।୧୧ (ସ୍ବ.ପ୍ର): ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ଟ୍ରେଡ ୟୁନିଅନ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତୁରନ୍ତ ପ୍ରଧାନ ମନ୍ତ୍ରୀ ଘୋଷିତ ପ୍ରତ୍ୟାହୃତ କୃଷି ଆଇନକୁ ସଂସଦରେ ପାରିତ , ଚାରୋଟି ଶ୍ରମ…
ମଦଭାଟି ସ୍ଥାନାନ୍ତର ନେଇ ଦାବିପତ୍ର ପ୍ରଦାନ
କେନ୍ଦୁଝର,୨୬।୧୧(ସ୍ବ.ପ୍ର): ଯୋଡ଼ା ବ୍ଳକ ଭଦ୍ରସାହି ପଞ୍ଚାୟତରେ ଏକ ନମ୍ବର ନନ୍ଦ ହଟିଂରେ ମଦ ଭାଟି ପ୍ରତିଷ୍ଠାସ୍କୁ ସ୍ଥାନୀୟ ଲୋକ ବିରୋଧ କରି ଆଜି ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ମଦ ଭାଟିରୁ ନିିର୍ଗତ ଆବର୍ଜନା ଯୋଗୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି…
ପାଟଣାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ବିଧାୟକ
ପାଟଣା,୧୮।୧୧(ସ୍ବ. ପ୍ର): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳି ପଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପଲାଣଘାଟି ପଞ୍ଚାୟତ ପରିସରରେ ଗୁରୁବାର ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇଥିଲେ। ୨ ଶହ…
ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ଶତାଧିକ ମହିଳା
ଆନନ୍ଦପୁର,୧୫।୬(ସ୍ବ.ପ୍ର.):୧୪ ବର୍ଷର ନାବାଳକ ଜିତେନ୍ଦ୍ରର ମୃତ୍ୟୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ନ୍ୟାୟ ପାଇଁ ଆନନ୍ଦପୁର ଥାନା ଅନ୍ତର୍ଗତ ଖଡିପାଳ ଗ୍ରାମର ଶତାଧିକ ମହିଳା ସୋମବାର ଅପରାହ୍ନରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ହତ୍ୟାକାଣ୍ଡର ତଦନ୍ତ କରି ଦୋଷୀକୁ ଦଣ୍ଡ…
Archives


