ଜିଲା ପ୍ରମୁଖ ନିର୍ବାଚନରେ ବଡ଼ ଓଲଟପାଲଟ! କଂଗ୍ରେସକୁ ୩୬ ଭୋଟ, ଭାଜପାକୁ ମାତ୍ର ୭, ଚମକାଇଦେଲା ଫଳାଫଳ
ନୂଆଦିଲ୍ଲୀ,୨୬।୧୧: ରାଜସ୍ଥାନର ଦ୍ୱିତୀୟ ବୃହତ୍ତମ ସହର ଯୋଧପୁରରେ ଜିଲା ପ୍ରମୁଖ ନିର୍ବାଚନ ଫଳାଫଳ ଘୋଷଣା ହେବା ମାତ୍ରେ ରାଜନୈତିକ ମହଲରେ ହଲଚଲ ସୃଷ୍ଟି ହୋଇଛି। ଜିଲା ପ୍ରମୁଖ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରମିଳା ଚୌଧୁରୀ ୩୬ଟି ଭୋଟ ପାଇ ଚମତ୍କାର ବିଜୟ…

