Tag Archives: jd vance

ମୋଦିଙ୍କୁ ଭେଟିଲେ ଆମେରିକାର ଉପରାଷ୍ଟ୍ରପତି: ବସିବ ବଡ଼ ବୈଠକ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହିତ ଭାରତ ଗସ୍ତରେ ଅଛନ୍ତି। ସୋମବାର ସନ୍ଧ୍ୟାରେ ଜେଡି ଭାନ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଲୋକ କଲ୍ୟାଣ ମାର୍ଗରେ ଜେଡି ଭାନ୍ସ ଏବଂ ତାଙ୍କ ପରିବାରକୁ…

ଭାରତରେ ପହଞ୍ଚିଲେ ଆମେରିକା ଉପରାଷ୍ଟ୍ରପତି JD Vance, ଦେଶି ଲୁକରେ ନଜର ଆସିଲେ ଜୁନିଅର Vance

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୪: ଆମେରିକାର ଉପରାଷ୍ଟ୍ରପତି JD Vance ତାଙ୍କର ପ୍ରଥମ ସରକାରୀ ଗସ୍ତରେ ସୋମବାର ଭାରତ ପହଞ୍ଚିଛନ୍ତି। ଏହି ଯାତ୍ରା ୨୧ ଏପ୍ରିଲରୁ ୨୪ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ହ୍ବାଇଟ ହାଉସ ପ୍ରେସ ପୁଲ ଅନୁଯାୟୀ, ଭାନ୍ସ ତାଙ୍କ ପରିବାର ସହିତ ଇଟାଲୀ…

JD Vance: ସପରିବାର ଜୟପୁର ଯିବେ ଆମେରିକା ଉପରାଷ୍ଟ୍ରପତି, ଚନ୍ଦା-ପୁଷ୍ପା କରିବେ ସ୍ବାଗତ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେମ୍ସ ଡେଭିଡ ଭାନ୍ସ ସୋମବାର(ଏପ୍ରିଲ ୨୧) ରାଜସ୍ଥାନର ରାଜଧାନୀ ଜୟପୁରରେ ପହଞ୍ଚିଛନ୍ତି। ଶୁଳ୍କ ବିବାଦ ମଧ୍ୟରେ ଭାରତ ଆସୁଥିବା ଆମେରିକାର ଉପରାଷ୍ଟ୍ରପତିଙ୍କୁ ଏଠାରେ ପାରମ୍ପରିକ ଶୈଳୀରେ ଉଚ୍ଛ୍ବସିତ ସ୍ବାଗତ କରାଯିବ। ଆମେରିକାର ଉପରାଷ୍ଟ୍ରପତି JD Vance ଜୟପୁରର…

ଉପରାଷ୍ଟ୍ରପତିଙ୍କ ହାତରୁ ଖସିପଡିଲା ଫୁଟବଲ କପ୍‌ ଟ୍ରଫି, ଭିଡିଓ ହେଉଛି ଭାଇରାଲ

ଓ୍ବାଶିଂଟନ,୧୫।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ ଏପରି ଏକ ଘଟଣା ଘଟିଛି, ଯାହା ଯୋଗୁଁ ୟୁଜର୍ସ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି। ପ୍ରକୃତରେ, ଭାନ୍ସ ହ୍ବାଇଟ ହାଉସ ବାହାରେ ଏକ ସମାରୋହରେ ଯୋଗଦେବାକୁ ଆସିଥିଲେ, ଯେଉଁଠାରେ କଲେଜ ଫୁଟବଲ…

ଆମେରିକା ଉପରାଷ୍ଟ୍ରପତିଙ୍କ ପରିବାରକୁ ଭେଟି ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ୟାରିସ,୧୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସରେ ଏଆଇ ଆକ୍ସନ ସମିଟ୍‌ରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ, ତାଙ୍କ ଭାରତୀୟ ବଂଶୋଦ୍ଭବ ସ୍ତ୍ରୀ ଉଷା ଏବଂ ପୁଅମାନଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଜେଡି ଭାନ୍ସଙ୍କ ପୁଅ ବିବେକଙ୍କ ଜନ୍ମଦିନରେ ଯୋଗ ଦେଇଥିଲେ ଏବଂ…

ଏହି ଭାରତୀୟଙ୍କ ସ଼୍ବାମୀ ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥୀ

ୱାଶିଂଟନ, ୧୭।୦୭: ରିପବ୍ଲିକାନ୍‌ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ ଜେ.ଡି. ଭାନ୍ସଙ୍କ ସ୍ତ୍ରୀ ଉଷା ଚିଲୁକୁରି ଭାନ୍ସ ଜଣେ ଭାରତୀୟ ବଂଶୋଦ୍ଭବ। ଉଷାଙ୍କ ବାପା କ୍ରିସ୍‌ ସାନ୍‌ ଡିଆଗୋ ଷ୍ଟେଟ୍‌ ୟୁନିଭର୍ସିଟିରେ ଅଧ୍ୟାପନା କରନ୍ତି। ମା’ ଲକ୍ଷ୍ମୀ ଜଣେ ମେରାଇନ୍‌ ବାୟୋଲୋଜିଷ୍ଟ। ଉଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?