ନିଶାସକ୍ତ ଶିକ୍ଷକଙ୍କ ଉନ୍ମତ୍ତକାଣ୍ଡ: ରାସ୍ତାରେ ଛାତ୍ରୀଛାତ୍ରଙ୍କୁ ଆଣ୍ଠେଇ ବହିଷ୍କୃତ
ଯାଜପୁର ଅଫିସ,୬।୧୨ – ଯାଜପୁର ଜିଲା ସୁକିନ୍ଦା ବ୍ଲକ ଲେମ୍ବୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଲିଆ ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ଗଣଶିକ୍ଷକ ମକରନ୍ଦ ମହାନ୍ତଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ନିଶାସକ୍ତ ଅବସ୍ଥାରେ ଛାତ୍ରୀଛାତ୍ରଙ୍କୁ ରାସ୍ତା ମଝିରେ ଆଣ୍ଠେଇବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।…
ଯଖପୁରା ରେଲୱେ ଷ୍ଟେଶନ: ଜନଶତାବ୍ଦୀ ଏକ୍ସପ୍ରେସ ରହଣୀ ଆଶା ଉଜ୍ଜୀବିତ
ଯାଜପୁର ଅଫିସ,୬।୧୨ – ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଯଖପୁରା ରେଲୱେ ଷ୍ଟେଶନରେ ଜନ ଶତାବ୍ଦୀ ଏକ୍ସପ୍ରେସ ରହଣୀ ଆଶା ଉଜ୍ଜୀବିତ ହୋଇଛି। ରେଳ ମନ୍ତ୍ରଣାଳୟର ରେଲୱେ ବୋର୍ଡ ସଚିବଙ୍କୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଏହି…
ଧର୍ମଶାଳା ତହସିଲ ୩ ବାଲିଘାଟରେ ୧୪୪ ଧାରା ଜାରି
ଜେନାପୁର,୬।୧୨ (ଡି.ଏନ୍.ଏ.)- ଧର୍ମଶାଳା ତହସିଲ ଅନ୍ତର୍ଗତ ବ୍ରାହ୍ମଣୀ ନଦୀର ଜେନାପୁର, ବୃନ୍ଦାଦେଈପୁର ଓ ମର୍ଜିତାପୁର ବାଲି ଘାଟରେ ଗୁରୁବାର ତହସିଲ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ା ଧର୍ମଶାଳା ତହସିଲ ଓ ଜେନାପୁର ପୋଲିସ ମିଳିତ ଭାବେ ପ୍ରଥମେ ବୃନ୍ଦାଦେଈପୁର…
ପାର୍କିଂ ୟାର୍ଡରୁ ଟ୍ରେଲର ହେଲ୍ପରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
କଳିଙ୍ଗନଗର,୬।୧୨ (ଡି.ଏନ୍.ଏ.)- କଳିଙ୍ଗନଗର ଶିଳ୍ପାଞ୍ଚଳ ସାତବାଇଁଶିଆ ଛକ ନିକଟ ଏକ ଘରୋଇ ଟ୍ରକ୍ ପାର୍କିଂ ୟାଡ୍ରୁ ଗୁରୁବାର ଦାନଗଦୀ ପୋଲିସ ଜଣେ ଟ୍ରେଲର ହେଲ୍ପରଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣ ହେଲେ ବିହାରର କୁମୁଡା ଥାନା ସିତାମ୍ବରୀ ଜିଲା ବିସିନିପୁର ଗ୍ରାମର…
ଭାଲୁ ଆକ୍ରମଣରେ ଜଣେ ଗୁରୁତର
ଯାଜପୁର ରୋଡ୍,୬।୧୨ (ନି.ପ୍ର.)- ଯାଜପୁର ରୋଡ ଥାନା ଅନ୍ତର୍ଗତ ରାଣୀପଡା ପଞ୍ଚାୟତ ମୂଳାସାର ଗ୍ରାମର ଜଗବନ୍ଧୁ ମଳିକ(୫୨) ଗୁରୁବାର ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଯାଜପୁର ରୋଡ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ କଟକ ସ୍ଥାନାନ୍ତର…
ପରିବହନ ସଂସ୍ଥାର ମନମୁଖି ଦର ଧାର୍ଯ୍ୟକୁ ବିରୋଧ: ଏସ୍ପିଙ୍କୁ ଭେଟିଲେ ଟ୍ରକ୍ ମାଲିକ ସଂଘ
କୋରେଇ,୬।୧୨ (ସ୍ବ.ପ୍ର.)- ଖଣିରେ କ୍ରୋମାଇଟ୍ ଲୋଡିଂକୁ ନେଇ ଫାଷ୍ଟ କମ୍ ଫାଷ୍ଟ ଲୋଡ୍ ବ୍ୟବସ୍ଥା ଲାଗୁ କରାଯାଇଛି। କିନ୍ତୁ ପରିବହନ କମ୍ପାନୀ ମନଇଚ୍ଛା ଦରଧାର୍ଯ୍ୟକରି ଗାଡି ଲୋଡିଂ କରୁଛନ୍ତି। ଏମିତିକି ଗୋଟିଏ ଦିନରେ ଗୋଟିଏ ସ୍ଥାନକୁ ଗାଡି ଲୋଡିଂ କରାଯାଇଥିବା ବେଳେ ବିଭିନ୍ନ…
ବରୀ ବିଇଓଙ୍କ କାର୍ଯ୍ୟାଳୟରେ ବିଧାୟିକାଙ୍କ ସମୀକ୍ଷା ବୈଠକ: ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ
ବରୀ,୬।୧୨ (ସ୍ବ.ପ୍ର.)- ବରୀ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଗୁରୁବାର ବିଧାୟିକା ସୁନନ୍ଦା ଦାସ ଏକ ସମୀକ୍ଷା ବୈଠକ କରିଛନ୍ତି। ବିଇଓ ଅଭୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଏଥିରେ ବାରୀ ବ୍ଲକ ଶିକ୍ଷା ମଣ୍ଡଳୀ ଅଧୀନ ବିଭିନ୍ନ ବିଦ୍ୟାଳୟରେ ଅବ୍ୟବସ୍ଥା, ଶିକ୍ଷୟିତ୍ରୀଶିକ୍ଷକ…
ଟେନିସ୍ ପ୍ରଚାର ପାଇଁ ମିନି ମାରାଥନ
ଯାଜପୁର ଟାଉନ,୪ା୧୨(ଡି.ଏନ୍.ଏ.)- ଟେନିସ୍ ଖେଳକୁ ପ୍ରୋତ୍ସାହିତ କରିବା ନିମନ୍ତେ କଳିଙ୍ଗ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଟ୍(କେଜିଆଇ) ପ୍ରଚେଷ୍ଟା ଜାରି ରଖିଛି। ଏଥିପାଇଁ ଯାଜପୁର ଜିଲାରେ ମିନି ମାରାଥନ କରି ଖେଳାଳିମାନଙ୍କୁ ସୁଯୋଗ ଦେବାପାଇଁ ଯୋଜନା ଜାରି ରଖିଛି। ମଙ୍ଗଳବାର କେଜିଆଇ୍ ତରଫରୁ ଟେନିସ୍…
ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କଲେ ବିଧାୟକ
ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୪ା୧୨(ଡି.ଏନ୍.ଏ)- ବଡ଼ଚଣା ବ୍ଲକ ଅର୍ନ୍ତଗତ ବାଲିଚନ୍ଦ୍ରପୁର ପଞ୍ଚାୟତର ୫ଗୋଟି ପ୍ରକଳ୍ପକୁ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ମଙ୍ଗଳବାର ଉଦ୍ଘାଟନ କରିଛନ୍ତି। ଏହି ପଞ୍ଚାୟତ ଅର୍ନ୍ତଗତ ୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରୁକୁଟିପାଟ ଅଙ୍ଗନଓ୍ବାଡ଼ି ଗୃହ, ନାନପୁର ପଟଣାଠାରେ ୩ଲକ୍ଷ ଟଙ୍କା…
କିନ୍ନର ସଂଘ ଶାନ୍ତି ସେନା ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା
ଯାଜପୁର ରୋଡ୍,୪ା୧୨(ନି.ପ୍ର.)- ଯାଜପୁର ରୋଡ୍ କିନ୍ନର ସଂଘ ଶାନ୍ତି ସେନା ପକ୍ଷରୁ ମଙ୍ଗଳବାର ଡ ପ୍ରିୟଙ୍କା ରେଡ୍ଡିଙ୍କ ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡେଲ ସୋଭାଯାତ୍ରା କରାଯାଇଛି। କିନ୍ନର ସଂଘର କାଜଲ ନାୟକ ଓ ଲଭ୍ଲୀଙ୍କ ସହ ବହୁ କିନ୍ନର ଯୋଗଦେଇ ଗୋପବନ୍ଧୁ ଛକଠାରେ…
ଗାଡି ଡିକି ଭାଙ୍ଗି ଲୁଟି ନେଲେ ସୁନା ଅଳଙ୍କାର
ବିଞ୍ଝାରପୁର,୪ା୧୨(ଡି,ଏନ୍.ଏ.)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇନ୍ଦା ଛକରେ ସୁନା ଅଳଙ୍କାର ଦୋକାନ କରିଥିବା ଶ୍ୟାମସୁନ୍ଦର ସାହୁଙ୍କ ଗାଡି ଡିକ ଭାଙ୍ଗି ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟ୍ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଶ୍ୟାମ ସୁନ୍ଦର ଗାଡିରେ ସୁନା…
ହିଲ୍ଭ୍ୟୁ ହୋଟେଲରେ ମେସ୍କୋ ନିର୍ଦ୍ଦେଶିକା ନଜରବନ୍ଦୀ
କଳିଙ୍ଗନଗର,୪ା୧୨(ଡି.ଏନ୍.ଏ)- କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଗ୍ରୁପ୍ର ମାଲିକାନାରେ ଥିବା ମୈଥାନ କାରଖାନା କର୍ମଚାରୀ ୧୧ ମାସ ହେବ ଦରମା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏ ନେଇ ଦୀର୍ଘଦିନର ପଞ୍ଜୀଭୂତ ଅସନ୍ତୋଷ ମଙ୍ଗଳବାର ପ୍ରତିଫଳିତ ହୋଇଛି। ମେସ୍କୋ ଗ୍ରୁପ୍ ଅଧ୍ୟକ୍ଷା ରିତା ସିଂଙ୍କୁ…
Archives


