Tag Archives: jail

ନାବାଳିକା ବଳାତ୍କାର-ହତ୍ୟା ମାମଲାରେ ଟିଏମସି ନେତାଙ୍କୁ ୫ ବର୍ଷ ଜେଲ, ପୁଅଙ୍କୁ ଆଜୀବନ କାରାଦଣ୍ଡ

କୋଲକାତା,୨୩।୧୨: ସୋମବାର, ଡିସେମ୍ବର ୨୨, ୨୦୨୫ ରେ, କୋଲକାତାର ନାଦିଆରେ ହଂସଖାଲି ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ରାଣାଘାଟ କୋର୍ଟ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ବିଚାରପତି ମଙ୍ଗଳବାର, ଡିସେମ୍ବର ୨୩, ୨୦୨୫ ରେ ଏହି ମାମଲାରେ ଦଣ୍ଡ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ ଅଧିକାରୀ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଜଗବନ୍ଧୁ ବାର୍ଲା ଶନିବାର ଜଣେ...

ଜେଲ୍‌ ପଛରୁ ମିଳିଲା ଫେରାର ଥିବା ବିଚାରାଧୀନ କଏଦୀଙ୍କ ମୃତଦେହ

ରାଉରକେଲା,୨୧ା୯(ସଙ୍ଗୀତା ଜେନା): ୧୭ ସେପ୍ଟେମ୍ବରରେ ରାଉରକେଲା ସ୍ବତନ୍ତ୍ର ଜେଲ୍‌ରୁ ପଳାୟନ କରିଥିବା ବିଚାରାଧୀନ କଏଦୀ ସୁରେଶ ବାର୍ଲାଙ୍କ ମୃତଦେହ ରବିବାର ସକାଳେ ଜେଲ୍‌ ପଛ ଜଙ୍ଗଲରୁ ମିଳିଛି। ପୋଲିସ ଏକ ସାଇଣ୍ଟ ଫିକ୍‌ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ...

ଜେଲରୁ ପଳାଇଲେ ୫୦୦ କଏଦୀ, ହାଇ ଆଲର୍ଟରେ ସେନା-ପୋଲିସ

କାଠମାଣ୍ଡୁ,୧୦।୯: ନେପାଳର ସଂସଦ ଭବନ, ରାଷ୍ଟ୍ରପତିଙ୍କ ବାସଭବନ, ସୁପ୍ରିମକୋର୍ଟ, ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ନିଆଁରେ ଜଳୁଛି। ନେପାଳର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, କ୍ୟାବିନେଟ ମନ୍ତ୍ରୀମାନେ ଇସ୍ତଫା ଦେଇଛନ୍ତି। ସେଠାକାର ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ଏହି ସମୟରେ, ନେପାଳର ନବଲପାରାସିର ଜିଲା...

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର: ପ୍ରସୂତି-ନବଜାତକଙ୍କ ମୃତ୍ୟୁ ନେଇ ଜେଲ୍‌ ଗଲେ ନର୍ସିଂହୋମ୍‌ ମାଲିକ

ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ସାହାରା ନର୍ସିଂହୋମ୍‌ରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଗତ ମେ’ ୧୧ରେ ଜଣେ ପ୍ରସୂତି ଏବଂ ନବଜାତକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ...

ନାବାଳିକା ଅପହରଣକାରୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ ସହ…

କେନ୍ଦୁଝର,୧୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ବୁଧବାର ଏକ ନାବାଳିକା ଅପହରଣ ମାମଲାର ବିଚାର କରି ଦୈତାରୀ ଥାନା ଅନ୍ତର୍ଗତ ସାନସିଆଡ଼ିମାଳ ଗ୍ରାମର ଚିତ୍ତରଞ୍ଜନ ମହାନ୍ତଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ତ ସହ...

ଜେଲ୍‌ରେ କାହିଁକି କଏଦୀମାନଙ୍କୁ ପିନ୍ଧିବାକୁ ପଡ଼େ ଧଳାପଟି ଯୁକ୍ତ ଡ୍ରେସ୍‌, ଜାଣନ୍ତୁ ଏହା ପଛର କାରଣ…

ଅପରାଧୀଙ୍କୁ ନ୍ୟାୟପାଳିକା କଠୋର ଜେଲ ଦଣ୍ଡ ପ୍ରଦାନ କରେ। ଜେଲରେ କଏଦୀଙ୍କ ଖାଦ୍ୟ ଏବଂ ଜୀବନଯାପନ ସହିତ ଜଡ଼ିତ ସମସ୍ତ ନିୟମ ବି ବହୁ କଠୋର। ପ୍ରତ୍ୟେକ କଏଦୀଙ୍କ ପାଇଁ ସେଗୁଡ଼ିକୁ ପାଳନ କରିବା ବାଧ୍ୟତାମୂଳକ। ଆପଣ ଫିଲ୍ମରେ ଦେଖିଥିବେ,...

ଏମିତି ଜେଲ୍‌, ଯେଉଁଠି କଏଦୀମାନଙ୍କ ଉପରେ ନ ଥାଏ କଟକଣା, ରୁହନ୍ତି ପରିବାର ସହ

ଜୟପୁର: ରାଜସ୍ଥାନରେ ଏକ ନିଆରା ଜେଲ ରହିଛି, ଯେଉଁଠାରେ କଏଦୀମାନେ ସେମାନଙ୍କ ପରିବାର ସହ ରୁହନ୍ତି। ଏହି ଜେଲରେ ଥିବା କଏଦୀମାନଙ୍କ ଉପରେ ବିଶେଷ କଟକଣା ନ ଥାଏ। ସେମାନେ ଅଟୋ ଚଳାଇ, ମକା ବିକ୍ରି କରି, ଟିଫିନ୍‌ ସେଣ୍ଟରରେ...

‘ଭୋଟର ଲିଷ୍ଟରେ ନାମ ନ ଥିଲେ ଯିବାକୁ ପଡ଼ିବ ଜେଲ’, ବଡ଼ ଘୋଷଣା କଲେ ମମତା

କୋଲକାତା,୧୬।୭: ବୁଧବାର ଭାଜପା ଶାସିତ ରାଜ୍ୟଗୁଡ଼ିକରେ ବଙ୍ଗଳା ଭାଷାଭାଷୀ ପ୍ରବାସୀମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିବାଦ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ କୋଲକାତାରେ ତୃଣମୂଳ କଂଗ୍ରେସର ଏକ ବିଶାଳ ପଦଯାତ୍ରାର ନେତୃତ୍ୱ ନେଇଥିଲେ।...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୬ ମାସ ଜେଲ

ଢାକା,୨।୭: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ଆହୁରି ବଢିଛି। ଅଦାଲତ ତାଙ୍କୁ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ବାଂଲାଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କୁ ଛଅ ମାସ ଜେଲଦଣ୍ଡ ଦିଆଯାଇଛି। ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଦଣ୍ଡର...

ଜେଲରୁ ବାହାରିବେ ଇମ୍ରାନ! ଜାଣନ୍ତୁ କେଉଁ ମାମଲାରେ ମିଳିବ ଜାମିନ…

ଇସଲାମାବାଦ,୯।୬: ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ)ର ସଭାପତି ବାରିଷ୍ଟର ଗୌହର ଅଲି ଖାନ ଦାବି କରିଛନ୍ତି ଯେ ଦଳର ପ୍ରତିଷ୍ଠାତା ଇମ୍ରାନ ଖାନଙ୍କୁ ଏବେ ଜାମିନ ମିଳିବ। ଏଥିପାଇଁ ଜୁନ ୧୧ ତାରିଖ ବହୁତ ଗୁରୁତ୍ୱପୂର୍ଣ୍ଣ। ଗଣମାଧ୍ୟମ ସହିତ କଥାବାର୍ତ୍ତା କରି...

ଜେଲରେ ବନ୍ଧୁକ ଧରିଲେ କଏଦୀ, ଅଡୁଆରେ ପାକିସ୍ତାନ ସରକାର

ଇସଲାମାବାଦ,୩।୬: ପାକିସ୍ତାନର ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ମଧ୍ୟ ଏହାକୁ ସମ୍ଭାଳି ପାରୁନାହାଁନ୍ତି। ଏଠାରେ, କରାଚୀର ମାଲିର ଜେଲରେ ବନ୍ଦୀ କଏଦୀମାନେ ବନ୍ଧୁକ ଉଠାଇଛନ୍ତି। ସୋମବାର ବିଳମ୍ବିତ ରାତିରେ ହଠାତ ଜେଲରେ କଏଦୀ ଏବଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri