ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଇମା ଉଦ୍ଦିନ କୋର୍ଟଚାଲାଣ
ପାରାଦୀପ, ୨୪।୧ (ସ୍ବ.ପ୍ର.):ତ୍ରିକୋଣୀୟ ପ୍ରେମ ସମ୍ପର୍କ ଯୋଗୁ ପାରାଦୀପ ମଡେଲ ଥାନା ଅଧୀନ ନୂଆବଜାର ମଣିମନ୍ଦିର ପାଖ ବସ୍ତିର ଶରତ ଜେନାଙ୍କୁ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତ ଇମା ଉଦ୍ଦିନଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ...
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା
ଏରସମା, ୨୨।୧ (ସ୍ବ.ପ୍ର.):ଏରସମା ବ୍ଲକ ଅଧୀନ ଜିରାଇଲୋ ପଞ୍ଚାୟତର ଶରବା ଗ୍ରାମ ନିକଟରେ ପ୍ରସ୍ତାବିତ ଚିଙ୍ଗୁଡି ପ୍ରକ୍ରିୟାକରଣ ପ୍ରକଳ୍ପକୁ ବିରୋଧ କରି ମଙ୍ଗଳବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଆରମ୍ଭ ହୋଇଛି। ଏହି ଉପଲକ୍ଷେ ଜିରାଇଲୋ ପଞ୍ଚାୟତ ଭିଟାମାଟି ସୁରକ୍ଷା...
ବୃହତ୍ ବନ୍ଦର ଆଥ୍ଲେଟିକ୍ ମିଟ୍ ଉଦ୍ଘାଟିତ
ପାରାଦୀପ, ୧୭।୧ (ସ୍ବ.ପ୍ର.): ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍ଠାରେ ଗୁରୁବାର ସର୍ବଭାରତୀୟ ବୃହତ୍ ବନ୍ଦର ଆଥ୍ଲେଟିକ୍ ମିଟ୍ ଗୁରୁବାରଠାରୁ ଆରମ୍ଭ ହୋଇଛି। ଅଲ୍ ଇଣ୍ଡିଆ ମେଜର ପୋର୍ଟ ସ୍ପୋଟର୍ସ କାଉନ୍ସିଲ ଓ ପାରାଦୀପ ପୋର୍ଟ ଟ୍ରଷ୍ଟ ମିଳିତ ଆୟୋଜନରେ ଅନୁଷ୍ଠିତ ଏହି...
ସତ୍ୟର ଅନ୍ୟ ନାମ ସାମ୍ବାଦିକତା
ଜଗତ୍ସିଂହପୁର ଅଫିସ୍, ୧୭।୧:ସତ୍ୟର ଅନ୍ୟ ନାମ ସାମ୍ବାଦିକତା। ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ଅନୁକରଣ କରିବା ଉଚିତ ବୋଲି ଗୁରୁବାର ଏକବିଂଶତମ ଜଗତ୍ସିଂହପୁର ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଅନୁଷ୍ଠିତ ସାହିତ୍ୟ ଆସରରେ ଅତିଥି ଭାବେ...
ମିଶନ ଶକ୍ତି ଗୃହ ନିର୍ମାଣରେ ବିଳମ୍ବ
ବାଲିଆ, ୧୭।୧:ବିରିଡି ବ୍ଲକ ଅଞ୍ଚଳରେ ୨୩୪ଟି ପ୍ରକଳ୍ପ ନିର୍ମାଣ ପାଇଁ ଆମ ଗାଁ ଆମ ବିକାଶ ଯୋଜନାରେ ୪ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ମାତ୍ର ବ୍ଲକ ପ୍ରଶାସନର ଆନ୍ତରିକତା ଅଭାବରୁ ଦେଢ଼ ବର୍ଷ ପରେ ବି...
ବିବାଦ ସମାଧାନରେ ବିଫଳ ହେଉଛି ଏଡିଏମ୍ ଅଫିସ
ପାରାଦୀପ,୧୪ା୧(ସ୍ବ.ପ୍ର.):ପାରାଦୀପ ଶିଳ୍ପାଞ୍ଚଳର ଅନେକ ଶିଳ୍ପସଂସ୍ଥାରେ ଏବେ ଶ୍ରମିକ ଅଶାନ୍ତି ଦେଖାଯାଇଛି। ସେହିପରି ଜମିହରା-ବିସ୍ଥାପିତ ନିଯୁକ୍ତି ପାଇଁ ଧାରଣା ଦେଉଛନ୍ତି। ୟୁନିୟନ, ସଂଘ, ପରିଷଦ, ସମିତି, ଟ୍ରଷ୍ଟ ଆଦି ମଧ୍ୟରେ ଗଣ୍ଡଗୋଳ, ପରିବହନକୁ ନେଇ ମୁହଁାମୁହିଁ ପରିସ୍ଥିତି ହେଉଛି। ଟ୍ରାଫିକ ଓ...
୧୫ରୁ ମିଳିବ ଗୋରେଖନାଥ ପୀଠରେ ପ୍ରସାଦ
ରଘୁନାଥପୁର,୧୪ା୧(ଡି.ଏନ୍.ଏ.):ରଘୁନାଥପୁର ବ୍ଲକ କେରକେରାସ୍ଥିତ ପ୍ରଭୁ ଗୋରେଖନାଥ ପୀଠ ରୋଷଘରେ ତାଲା ପଡିବା ଓ ପ୍ରସାଦ ବ୍ୟବସ୍ଥା ବନ୍ଦ କରାଯିବା ନେଇ ପୂଜକ ଓ ମ୍ୟାନେଜିଂ ଟ୍ରଷ୍ଟିଙ୍କ ମଧ୍ୟରେ ଲାଗିଥିବା ବିବାଦ ସୋମବାର ସମାଧାନ ହୋଇଛି। ଆସନ୍ତା ୧୫ ତାରିଖ ତଥା...
ବାଲିକୁଦାରେ ଗ୍ୟାଙ୍ଗୱାର ଘଟଣା: ସାଗରଙ୍କ ଦୁଇ ସହଯୋଗୀ ଗିରଫ
ବାଲିକୁଦା,୧୩ା୧(ସ୍ବ.ପ୍ର.): ବାଲିକୁଦା ଥାନା ଅଞ୍ଚଳରେ ଗତ ୩ତାରିଖରେ ଦୁଇ ଅପରାଧୀ ଗୋଷ୍ଠୀ ସାଗର ମଲ୍ଲିକ ଓ ସମୀର ଦଳେଇଙ୍କ ମଧ୍ୟରେ ହୋଇଥିବା ଗ୍ୟାଙ୍ଗୱାର ଘଟଣାରେ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ସାଗରଙ୍କ ଦୁଇ ସହଯୋଗୀ ସିତୁ ଦାସ ଓ ବଳିଆ ସାମଲକୁ...
ନାଉଗାଁ ବ୍ଲକରେ ମିଳିତ ଜନଶୁଣାଣି ୮୯ ଅଭିଯୋଗ, ୮ ତ୍ୱରିତ ସମାଧାନ
ନାଉଗାଁ ,୧୪।୧ (ସ୍ବ.ପ୍ର.):ନାଉଗାଁ ବ୍ଲକ ପରିସରରେ ସୋମବାର ଜିଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ମୋଟ ୮୯ ଅଭିଯୋଗ ହୋଇଥିବା ବେଳେ ସେଥିରୁ ୮ଟିର ସଙ୍ଗେସଙ୍ଗେ ସମାଧାନ କରାଯାଇଥିଲା। ଅଭିଯୋଗଗୁଡ଼ିକ ମଧ୍ୟରେ ଆଧାର କେନ୍ଦ୍ର ବନ୍ଦ ଥିବାରୁ ଲୋକମାନେ...
ଜଗତସିଂହପୁରରେ ଭାରତ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ
ଜଗତସିଂହପୁର ଅଫିସ୍, ୮।୧: ଜଗତସିଂହପୁରରେ ଭାରତ ବନ୍ଦ ଡାକରା ସଫଳ ହୋଇଛି। ବୁଧବାର ସକାଳୁ ଜିଲାର ଦୋକାନ ବଜାର ବନ୍ଦ ରହିଛି। କଂଗ୍ରେସ ଏବଂ ମିଳିତ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ସ୍ଥାନୀୟ ଏସକେ ଏକାଡେମୀ ପଡିଆରୁ ଏକ ଶୋଭାଯାତ୍ରା ବାହାରି...
ଯୌତୁକ ଜନିତ ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ
କୁଜଙ୍ଗ,୮ା୧(ଡି.ଏନ.ଏ.):କୁଜଙ୍ଗ ଥାନା ଅଧୀନ ଅରଖିଆ ଗ୍ରାମରେ ଯୌତୁକ ଜନିତ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଅଧିକ ଯୌତୁକ ନ ଆଣିବାରୁ ଗ୍ରାମର ସୁଦାମ ସେଠୀଙ୍କ ସ୍ତ୍ରୀ ପ୍ରଭାବତିଙ୍କୁ ସ୍ବାମୀ ଓ ଶାଶୁଘର ଲୋକେ ମାରି ଦେଇଥିବା ପ୍ରଭାବିତଙ୍କ ବାପା ଅଭିଯୋଗ...
ଜୀବନ ନେବ ମୁକୁଳା ଟ୍ରାନ୍ସଫର୍ମର: ବିଦ୍ୟୁତ୍ ବିଭାଗର ନିଘା ନାହିିଁ
ନାଉଗାଁ ,୮ା୧(ସ୍ବ.ପ୍ର.):ନାଉଗାଁ ବଜାରରେ ରହିଛି ୫୦୦ କେ.ଭି. ବିଶିଷ୍ଟ ବିଦ୍ୟୁତ୍ ଟ୍ରାନ୍ସଫର୍ମର। ଏହି ଟ୍ରାନ୍ସସଫର୍ମରରୁ ନାଉଗାଁ ବଜାର ସମେତ ଆଖପାଖ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି। ଟ୍ରାନ୍ସଫର୍ମରଟି ବଜାରରେ ଥିବା ପୁରୁଣା ଯାତ୍ରୀ ବିଶ୍ରାମ ଘର ପାଖରେ ରହିଛି। ମାତ୍ର...
Archives


