ନାଲି ଆଖି ଦେଖାଇଲେଣି ମମତା, ଲାଗିଲା ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ କୋଲକାତା,୬।୫: ପଶ୍ଚିମବଙ୍ଗ ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ବିବାହ ଥମିବାରେ ନାଁ ନେଉନି। ଏବେ ଦୀଘା ମନ୍ଦିର ସାମ୍ନାରେ ଲାଗିଛି ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ। ଇଂରାଜୀରେ ବଡ ବଡ ଅଡ଼ରରେ ‘ଜଗନ୍ନାଥ ଧାମ’ ଲେଖାଥିବା ହୋର୍ଡିଂ...