କୋହଲିଙ୍କ ସହ ବନ୍ଧୁତା ପଡ଼ିଲା ମହଙ୍ଗା: ସବୁ ଗୁମର ଖୋଲି ଦେଲେ ଫାଫ ଡୁ ପ୍ଲେସିସ
ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟ ଷ୍ଟାର୍ ବିରାଟ କୋହଲିଙ୍କ ସହ ବନ୍ଧୁତା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ ଡୁ ପ୍ଲେସିସଙ୍କୁ ବେଶ ମହଙ୍ଗା ପଡ଼ିଛି। ଏହାର କାରଣ ହେଉଛି ଦାମୀ ଘଣ୍ଟା କିଣିବାର ନିଶା। ବିରାଟଙ୍କ ପ୍ରଭାବରେ ସେ ଦାମୀ ଘଣ୍ଟା…

