Tag Archives: IPL 2025

RCB ମାଲିକ କିଏ? ଫାଇନାଲ ପୂର୍ବରୁ ଯାହାଙ୍କ ହାତରେ ଲାଗିଲା ୨୨୦୦ କୋଟିର ଜ୍ୟାକ୍‌ପଟ୍‌;ଏବେ…

ନୂଆଦିଲ୍ଲୀ,୩।୬: IPL ୨୦୨୫ର ଫାଇନାଲ ଜିତି ନେଇଛି RCB। ମଙ୍ଗଳବାର ପଞ୍ଜାବ Kings XI ବିପକ୍ଷରେ ଖେଳାଯାଇଥିବା ଏହି ଫାଇନାଲ ମୁକାବିଲାରେ ଆର୍‌ସିବି ଇତିହାସ ରଚିବାରେ ସଫଳ ହୋଇଛି। ତେବେ ଏହି ସିଜନଟି ୧୮ତମ ସିଜନ ଥିବା ବେଳେ ବିରାଟ କୋହଲିଙ୍କ…

୧୭ ବର୍ଷ ଅପେକ୍ଷାର ଅନ୍ତ: IPLରେ ଇତିହାସ ରଚିଦେଲା RCB

ଅହମ୍ମଦାବାଦ, ୩।୬: ଦୀର୍ଘ ୧୭ ବର୍ଷ ପରେ ଇତିହାସ ରଚିଲା ଆର୍‌ସିବି। ଆଇପିଏଲ୍‌ ୨୦୨୫ ଟୁର୍ନାମେଣ୍ଟ ଟାଇଟଲ ଜିତିବାରେ ଦଳ ସଫଳ ହୋଇଛି। ଉଭୟ ବ୍ୟାଟିଂ ଏବଂ ବୋଲିଂ ଦଳ ପ୍ରଭାବୀ ପ୍ରଦର୍ଶନ କରି ବିଜୟକୁ ନିଜ ନାମରେ କରିଛି। ପ୍ରଥମେ…

IPL ମହାମୁକାବିଲା: ପଞ୍ଜାବକୁ ମାତ୍ର ଏତିକି ରନ୍‌ର ଟାର୍ଗେଟ ଦେଲା RCB

ଅହମ୍ମଦାବାଦ,୩।୬: ଆଇପିଏଲ୍‌ ୨୦୨୫ ଫାଇନାଲ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୯୦ ରନ୍‌ କରିଛି। ଫଳରେ ପଞ୍ଜାବ କିଙ୍ଗ୍ସକୁ ୧୯୧ ରନ୍‌ର ଟାର୍ଗେଟ ମିଳିଛି। ଆର୍‌ସିବି ପକ୍ଷରୁ ବିରାଟ କୋହଲି…

IPL 2025 Final: ପଞ୍ଜାବ ଜିତିଲା ଟସ୍‌, RCB କରିବ ବ୍ୟାଟିଂ; ଜାଣନ୍ତୁ କେଉଁ ଦଳରୁ କିଏ?

ଅହମ୍ମଦାବାଦ,୩।୬: ଆଇପିଏଲ୍‌ ୨୦୨୫ର ଫାଇନାଲ ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମଙ୍ଗଳବାର ଖେଳାଯାଉଛି। ଏଥିରେ ପଞ୍ଜାବ ଟିମ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଅର୍ଥାତ ବାଙ୍ଗାଲୋର ଟିମ୍‌ ପ୍ରଥମେ ବ୍ୟାଟିଂ କରିବ। ମ୍ୟାଚ୍‌…

କିଏ ଜିତିବ IPL ଫାଇନାଲ? ଯୋଗରାଜ ସିଂହଙ୍କ ବଡ଼ ଭବିଷ୍ୟବାଣୀ, କୋହଲି ଯଦି…

ନୂଆଦିଲ୍ଲୀ,୩।୬: ଆଜି ଅର୍ଥାତ ଜୁନ ୩ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ IPL ୨୦୨୫ର ଫାଇନାଲ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ଯୋଗରାଜ ସିଂହ…

ଚମକାଇଲା ବଡ଼ ଆକଳନ: ଯିଏ ଜିତିବ ଟସ୍‌ ସିଏ ଜିତିବ IPL ଟ୍ରଫି!

ଅହମ୍ମଦାବାଦ,୩।୬: ଆଉ କିଛି ସମୟ ପରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ IPL 2025ର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଓ ପଞ୍ଜାବ କିଙ୍ଗସ (PBKS) ମୁହାଁମୁହିଁ ହେବେ। ମ୍ୟାଚ ସଂଧ୍ୟା 7:30 PM ISTରେ ଆରମ୍ଭ ହେବ, ଏବଂ…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ଆରସିବିର ଷ୍ଟାର ଖେଳାଳି ହୋଇଗଲେ ଗାଏବ! ପଡିଲା ଚହଳ

ନୂଆଦିଲ୍‌ଲୀ,୩।୬: ଆଉ କିଛି ସମୟ ପରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିବେ। ଏହି ମ୍ୟାଚ ଉଭୟ ଦଳ…

ଫାଇନାଲ୍‌ ପୂର୍ବରୁ କୋହଲିଙ୍କୁ ହାତ ଯୋଡ଼ିଲେ ଏହି କ୍ରିକେଟର୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩।୬: ଆଜି IPL 2025ର ଫାଇନାଲ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯିବ। ଟାଇଟଲ ମୁକାବିଲା ପୂର୍ବରୁ ଉଭୟ ଦଳର ଖେଳାଳିମାନେ ଅଭ୍ୟାସରେ ବ୍ୟସ୍ତ ଅଛନ୍ତି। କିନ୍ତୁ, ଏହି ସମୟ ମଧ୍ୟରେ ଏକ ଭିଡିଓ ଭାଇରାଲ…

ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ RCBକୁ ବଡ଼ ଝଟକା: ବାଦ୍‌ ପଡ଼ିପାରନ୍ତି…

ନୂଆଦିଲ୍ଲୀ,୩।୬: ଆଜି IPL 2025ର ଟାଇଟଲ ମୁକାବିଲା ପୂର୍ବରୁ RCBକୁ ଏକ ବଡ଼ ଝଟକା ପାଇଛି। RCBର ଜଣେ ଶକ୍ତିଶାଳୀ ଖେଳାଳି ଆହତ ହୋଇଛନ୍ତି ଏବଂ ଏହି ବଡ଼ ମ୍ୟାଚ ରେ ତାଙ୍କ ଖେଳିବା ନେଇ ସସପେନ୍ସ ରହିଛି। ଅଷ୍ଟ୍ରେଲିୟ ପାୱାର…

IPL 2025 Final: କିଏ ହେବ ଚାମ୍ପିୟନ, AI କହିଲା…, ପ୍ରଶଂସକ କଲେଣି ପୂଜାର୍ଚ୍ଚନା

ନୂଆଦିଲ୍ଲୀ,୩।୬: ଆଜି ଅର୍ଥାf ଜୁନ ୩ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଏବଂ ପଞ୍ଜାବ କିଙ୍ଗ୍ସ (PBKS) ମଧ୍ୟରେ IPL 2025ର ଫାଇନାଲ ମ୍ୟାଚ ଖେଳାଯିବ। ଉଭୟ ଦଳ ସେମାନଙ୍କର ପ୍ରଥମ ଟାଇଟଲ ପାଇଁ ବ୍ୟାକୁଳ। ଏହି ଟାଇଟଲ ମୁକାବିଲା ପୂର୍ବରୁ,…

ଟାଇଟଲ ବିଜୟ କେବଳ ବିରାଟଙ୍କ ପାଇଁ: ରଜତ ପାଟିଦାର

ଅହମଦାବାଦ,୨ା୬: ଆଇପିଏଲ ୨୦୨୫ ଫାଇନାଲ ପୂର୍ବରୁ ଆରସିବି ଅଧିନାୟକ ରଜତ ପାଟିଦାର କହିଛନ୍ତି ଯେ ଏହି ଟାଇଟଲ ଜିତିବା ବିରାଟ କୋହଲିଙ୍କ ପାଇଁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ। ମଙ୍ଗଳବାର, ଜୁନ ୩ ତାରିଖରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ବିପକ୍ଷରେ ଅନୁଷ୍ଠିତ…

IPL 2025 ଫାଇନାଲ୍‌କୁ ଯିବା ପରେ ମଧ୍ୟ ରାଗିକି ପଞ୍ଚମ ହୋଇଗଲେ ଶ୍ରେୟାସ ଆୟର: ଦେଲେ ଗାଳି

ନୂଆଦିଲ୍ଲୀ,୨।୬: ଦ୍ୱିତୀୟ କ୍ୱାଲିଫାୟରରେ ପଞ୍ଜାବ କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଉଇକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଅଧିନାୟକ ଶ୍ରେୟସ ଆୟର ୮୭ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ସେ ମ୍ୟାଚ ପରେ କୌଣସି ଆକ୍ରମଣାତ୍ମକ ସେଲିବ୍ରେଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?