Tag Archives: iPhone

ଆଇଫୋନ୍ ବ୍ୟବହାରକାରୀଙ୍କୁ YouTube ଅନଇନଷ୍ଟଲ୍ କରିବାକୁ କହିଲା ଗୁଗୁଲ୍, ତାଜୁବ୍ ହେଲେ ଲୋକେ

ନୂଆଦିଲ୍ଲୀ,୨୦ା୬: ଗୁଗଲ୍‌ ଆଇଫୋନ୍‌ ବ୍ୟବହାରକାରୀଙ୍କୁ YouTube ଆପ୍‌କୁ ଅନଇନଷ୍ଟଲ୍‌ କରି ପୁନର୍ବାର ଇନଷ୍ଟଲ୍‌ କରିବାକୁ ପରାମର୍ଶ ଦେଇଛି, କାରଣ ଏହି ଆପ୍‌ରେ ଏକ ଗୁରୁତର ତ୍ରୁଟି ଦେଖାଦେଇଥିଲା, ଯାହା ଆପ୍‌ଟିକୁ ଖୋଲିବା ମାତ୍ରେ କ୍ରାସ୍‌ କରୁଥିଲା କିମ୍ବା ବିନା କୌଣସି...

ଟାଟା’କୁ ମିଳିଲା ଆପଲ୍‌ର ବଡ଼ ଅର୍ଡର: ଭାରତରେ ଆଇଫୋନ୍, ମ୍ୟାକବୁକ୍ ପାଇଁ କରିବ ଏହି କାମ

ନୂଆଦିଲ୍ଲୀ,୫।୬: ଆପଲ୍‌ ଭାରତରେ ଆଇଫୋନ୍ ଓ ମ୍ୟାକବୁକ୍‌ର ମରାମତି କାର୍ଯ୍ୟ ପାଇଁ ଟାଟା ଗ୍ରୁପକୁ ନିଯୁକ୍ତ କରିଛି। ଯାହା ଉଭୟଙ୍କ ମଧ୍ୟରେ ସହଭାଗିତାର ବିସ୍ତାର ଏବଂ ଏହି ଭାରତୀୟ କମ୍ପାନୀର ଆପଲ୍‌ର ବିଶ୍ୱବ୍ୟାପୀ ଯୋଗାଣ ଶୃଙ୍ଖଳାରେ ଗଭୀର ଭୂମିକାକୁ ସୂଚାଇଛି।...

ଆପଲକୁ ଧମକାଇଲେ ଟ୍ରମ୍ପ, ରହିଛି ଭାରତ କନେକ୍ସନ

ଓ୍ବାଶିଂଟନ,୨୩।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (୨୩ ମଇ, ୨୦୨୫) ଆଇଫୋନ ନିର୍ମାତା ଆପଲକୁ ଏକ ବଡ଼ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଆଇଫୋନଗୁଡ଼ିକ ଅନ୍ୟ ଦେଶରେ ତିଆରି ହୁଏ ଏବଂ ଆମେରିକାରେ ବିକ୍ରି ହୁଏ, ତେବେ...

ଟାଟା ପ୍ଲାଣ୍ଟରେ ଭାରତରେ ଆଇଫୋନ ଉତ୍ପାଦନ ଆରମ୍ଭ, ଟାରିଫ୍ ପ୍ରଭାବିତ ଚାଇନାଠୁ ଦୂରାଉଛି ଆପଲ

ନୂଆଦିଲ୍ଲୀ, ୨୯।୪: ଆପଲ ତାମିଲନାଡୁରେ ଟାଟା ଇଲେକ୍ଟ୍ରୋନିକ୍ସର ଏକ ନୂତନ ପ୍ଲାଣ୍ଟରେ ଆଇଫୋନ ଉତ୍ପାଦନ ଆରମ୍ଭ କରିଛି, ଏବଂ ବେଙ୍ଗାଲୁରୁରେ ଫକ୍ସକନ ଦ୍ୱାରା ପରିଚାଳିତ ଦ୍ୱିତୀୟ ପ୍ଲାଣ୍ଟ ଆସନ୍ତା ମାସରୁ ଶିପମେଣ୍ଟ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଏହି ଘଟଣା...

Apple ୟୁଜର୍ସଙ୍କୁ ବଡ଼ ଝଟକା: iPhone 16e ଲଞ୍ଚ୍‌ ପରେ କମ୍ପାନୀ ବନ୍ଦ କଲା ଏହି ଆଇଫୋନ, ଲିଷ୍ଟ ଦେଖନ୍ତୁ…

ନୂଆଦିଲ୍ଲୀ,୨୦।୨: ଅଗ୍ରଣୀ ଟେକ୍‌ କମ୍ପାନୀ ଆପଲ ଏହାର ସୁଲଭ ମୂଲ୍ୟର ଆଇଫୋନ ୧୬ଇ ଲଞ୍ଚ୍‌ କରିଛି। ଏହି ନୂତନ ଫୋନ ଲଞ୍ଚ କରିବା ପରେ, କମ୍ପାନୀ ଆନୁଷ୍ଠାନିକ ଭାବରେ ଏହାର 3ଟି ଡିଭାଇସ ବନ୍ଦ କରିଦେଇଛି। ଏହି ତାଲିକାରେ ଆଇଫୋନ...

ଭକ୍ତଙ୍କୁ ଆଇ ଫୋନ୍‌ ଫେରାଇବାକୁ ମନାକଲା କନ୍ଦସ୍ବାମୀ ମନ୍ଦିର ପ୍ରଶାସନ

ଚେନ୍ନାଇ, ୨୧।୧୨: ତାମିଲନାଡ଼ୁର ଚେନ୍ନାଇ ଉପକଣ୍ଠ ଥିରୁପୋରୁରସ୍ଥିତ ଅରୁଲ୍‌ମିଗୁ କନ୍ଦସ୍ବାମୀ ମନ୍ଦିରରୁ ଏକ ଅଜବ ଘଟଣା ସାମ୍‌ନାକୁ ଆସିଛି। ବିନାୟଗପୁରମ ନିବାସୀ ଦୀନେଶ ଗତ ମାସରେ ସପରିବାର ଏହି ମନ୍ଦିରକୁ ଦର୍ଶନ କରିବା ପାଇଁ ଆସିଥିଲେ। ଦର୍ଶନ ସାରି ସେ...

ସାବଧାନ! ଆଇଫୋନ୍‌ ୟୁଜର୍ସଙ୍କ ପାଇଁ ଆସୁଛି ବଡ଼ ବିପଦ, ଲିକ୍‌ ହୋଇପାରେ ପର୍ସନାଲ ଡାଟା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୪ା୮: ଯଦି ଆପଣ ଆଇଫୋନ୍‌ ବ୍ୟବହାର କରୁଛନ୍ତି ତେବେ ସତର୍କ ହେବା ଜରୁରୀ ଅଟେ। ବାସ୍ତବରେ ସାଇବର କ୍ରାଇମ୍‌ ସମ୍ପର୍କରେ କେନ୍ଦ୍ର ସରକାର ଆଇଟି ସେଲ୍‌କୁ ସତର୍କ କରାଇଛନ୍ତି। ଏହା ସହିତ ଆଇଫୋନ, ଆଇପ୍ୟାଡ ଏବଂ ସମସ୍ତ ଆପଲ ୟୁଜର୍ସଙ୍କ...

ଆପଲ୍ କୁ ପଛରେ ପକାଇ ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ହେଲା ସାମସଙ୍ଗ, ହ୍ରାସ ପାଇଲା ଆଇଫୋନ୍ ବିକ୍ରି

ମୁମ୍ବାଇ,୧୫।୪: ଆଇଡିସିର ରିପୋର୍ଟ ଅନୁଯାୟୀ ବିଶ୍ୱର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ମାନ୍ୟତା ପାଇଛି ସାମସଙ୍ଗ। ଏଥିସହିତ ବିଶ୍ୱର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ଭାବରେ ଆପଲ୍ ର ରାଜତ୍ୱ ଶେଷ ହୋଇଛି। ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି...

‘ପେଗାସସ୍’ ଭଳି ସାଇବର ଆକ୍ରମଣ ପାଇଁ ଭାରତ ସମେତ ୯୧ ଟି ଦେଶରେ ୟୁଜରଙ୍କୁ ଚେତାବନୀ ଦେଲା ଆପଲ

ନୂଆଦିଲ୍ଲୀ,୧୧।୪: ଆଇଫୋନ୍ ନିର୍ମାତା ଆପଲ୍ ଭାରତ ସମେତ ଅନ୍ୟ ୯୧ ଟି ଦେଶର ଉପଭୋକ୍ତାଙ୍କୁ ଏକ ନୂତନ ବିଜ୍ଞପ୍ତି ଜାରି କରି ପେଗାସସ୍ ମାଲୱେୟାର ସମେତ ‘ମର୍ସିନାରୀ ସ୍ପାଏୱେୟାର’ ସାଇବର ଆକ୍ରମଣ ବିଷୟରେ ଚେତାବନୀ ଦେଇଛି। ଯାହା ପୁଣିଥରେ ଏକ...

ଆଇଫୋନ୍, ଆଇପ୍ୟାଡ୍, ମ୍ୟାକବୁକ ୟୁଜରଙ୍କ ପାଇଁ ଚେତାବନୀ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ କମ୍ପ୍ୟୁଟର ଏମର୍‌ଜେନ୍ସି ରେସ୍‌ପନ୍ସ ଟିମ୍‌ (CERT-In) ର କେନ୍ଦ୍ର ସୁରକ୍ଷା ପରାମର୍ଶଦାତା ଆପଲ୍‌ର ଆଇଫୋନ, ମ୍ୟାକବୁକ, ଆଇପ୍ୟାଡ ଏବଂ ଭିଜନ ପ୍ରୋ ହେଡସେଟ ବ୍ୟବହାରକାରୀଙ୍କ ପାଇଁ ଏକ ବିପଦପୂର୍ଣ୍ଣ ଚେତାବନୀ ଜାରି କରିଛି। ଏହା ସହିତ ବିଭିନ୍ନ...

ଆପଲ୍‌ର ବଡ଼ ପ୍ରସ୍ତୁତି: ବଜାରକୁ ଆସିବ ଫୋଲ୍ଡିଂ ଆଇଫୋନ୍‌

ଆପଲର ପ୍ରଥମ ମିକ୍ସଡ ରିଅଲିଟି ହେଡ୍‌ସେଟ୍‌ ଭିଜନ ପ୍ରୋ ଆମେରିକାରେ ଉପଲବ୍ଧ ହୋଇଛି ଏବଂ ବର୍ତ୍ତମାନ ଫୋଲଡେବଲ ଆଇଫୋନ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଟେକ୍‌ ଜିଆଣ୍ଟ ଆପଲ ଦ୍ୱାରା ଅତି କମ୍‌ରେ ଦୁଇଟି ଆଇଫୋନ୍‌...

ହାତରୁ iPhone ଛଡ଼ାଇ ନେଇ କାନ୍ଥରେ ବସିଲା ମାଙ୍କଡ଼, ଫେରାଇବା ଲାଗି କଲା ଏଭଳି ଦାବି; ଭିଡିଓ ଦେଖିଲେ …

ବୃନ୍ଦାବନ ଭଗବାନଙ୍କ ଭକ୍ତି ଲାଗି ଯେତିକି ଖ୍ୟାତ, ସେତିକି ଏଠାକାର ମାଙ୍କଡ଼ମାନଙ୍କ ପାଇଁ ମଧ୍ୟ। କାରଣ ସେମାନେ କେତେବେଳେ ହାତରୁ କ’ଣ ଛଡ଼ାଇ ନେବେ କୁହାଯାଇପାରିବ ନାହିଁ। ଏହାର ଅନେକ ଭିଡିଓ ଭାଇରାଲ ହୁଏ ଯେଉଁଥିରେ ମାଙ୍କଡ ହାତରୁ ମୋବାଇଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri