କେହି ଆପଣଙ୍କୁ ଅପମାନିତ କରୁଛନ୍ତି କି? ଜାଣନ୍ତୁ କେମିତି କରିବେ ସାମ୍ନା, କ’ଣ କହିଛନ୍ତି ଚାଣକ୍ୟ…
ଜୀବନ ପଥରେ ଚାଲିବା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ କେବେ ନା କେବେ ଅପମାନ କିମ୍ବା ସମାଲୋଚନାର ସାମ୍ନା କରିବାକୁ ପଡ଼ିଥାଏ। କିନ୍ତୁ ସେହି ଅପମାନ ଆମକୁ ଭାଙ୍ଗିଦେବ ନା ଆଗକୁ ବଢ଼ିବାର ଶକ୍ତି ଦେବ, ତାହା ଆମ ପ୍ରତିକ୍ରିୟା ଉପରେ ନିର୍ଭର…

