‘ଭୋକ ଏତେ ଯେ ପେଟ କେବେ ବି ପୂରେ ନାହିଁ’ ଟିକସ ହ୍ରାସ ସତ୍ତ୍ୱେ ଚାକିରି ଅଭାବ,କମ ଦରମାକୁ ନେଇ ଶିଳ୍ପପତିଙ୍କ ଉପରେ ବର୍ଷିଲେ ମୋଦି
ନୂଆଦିଲ୍ଲୀ,୧୯।୧୧: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ FICCI (ଫିକି)ର ୧୦୦ତମ ବାର୍ଷିକ ସମ୍ମିଳନୀରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଶିଳ୍ପ ଜଗତର ଶହ ଶହ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସମ୍ମୁଖରେ ଯେଉଁ ସ୍ପଷ୍ଟବାଦିତା ପ୍ରଦର୍ଶନ କରି ଭାରତୀୟ ଶିଳ୍ପ କ୍ଷେତ୍ରର ତ୍ରୁଟିଗୁଡ଼ିକୁ ଉଲ୍ଲେଖ…

