ଜାଣନ୍ତି କି? ଭାରତର ଟଙ୍କାଟେ ପାଇବା ପାଇଁ ପାକିସ୍ତାନୀଙ୍କୁ କେତେ ଟଙ୍କା ଦେବାକୁ ପଡିବ
ନୂଆଦିଲ୍ଲୀ/ଇସଲାମାବାଦ, ୧୦।୫: ଭାରତୀୟ ଟଙ୍କା (INR) ଓ ପାକିସ୍ତାନୀ ଟଙ୍କା (PKR) ମଧ୍ୟରେ ବିନିମୟ ହାର ସାମ୍ପ୍ରତିକ ଭାରତ-ପାକିସ୍ତାନ ସୀମା ଉତ୍ତେଜନା ମଧ୍ୟରେ ଆଲୋଚନାର ବିଷୟ ହୋଇଛି। ୧ ଭାରତୀୟ ଟଙ୍କାର ମୂଲ୍ୟ ପାକିସ୍ତାନୀ ଟଙ୍କାରେ ୩.୨୯ ରୁ ୩.୩୩ ଟଙ୍କା…
ଭାରତର ୨୬ସହର ଉପରେ ଆଟାକ୍ କଲା ପାକିସ୍ତାନ, ସେନାର ମୁହଁତୋଡ ଜବାବ
ନୂଆଦିଲ୍ଲୀ,୧୦।୫: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା (LoC) ନିକଟରେ ହଠାତ ବହୁ ସଂଖ୍ୟକ ଡ୍ରୋନ ଦେଖାଯାଇଛି। ପାକିସ୍ତାନ ଡ୍ରୋନ ମାଧ୍ୟମରେ ଲଗାତାର ଭାରତର ବାୟୁସୀମା ଉଲ୍ଲଂଘନ କରୁଛି। ଭାରତ-ପାକିସ୍ତାନ ସୀମାରେ ବାରାମୁଲ୍ଲାରୁ ଭୁଜ ପର୍ଯ୍ୟନ୍ତ ୨୬ରୁ ଅଧିକ ସ୍ଥାନରେ…
ପାକିସ୍ତାନକୁ ୧ ବିଲିୟନ ଡଲାରର ବେଲଆଉଟ ପ୍ୟାକେଜ ଦେଲା IMF, ଭାରତକୁ ଝଟ୍କା
ଇସଲାମବାଦ,୧୦।୫: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନକୁ 1 ବିଲିୟନ ଡଲାରର ବେଲଆଉଟ ପ୍ୟାକେଜ ଘୋଷଣା କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଏହା ଘୋଷଣା କରାଯାଇଛି। ଶେହବାଜ ସରିଫଙ୍କ କାର୍ଯ୍ୟାଳୟ କହିଛି ଯେ ଶୁକ୍ରବାର (୯…
ପଠାନକୋଟ୍ରେ ପାକିସ୍ତାନର ମିସାଇଲ ମାଡ, ଭାରତର ୧୧ଟି ସ୍ଥାନରେ…
ନୂଆଦିଲ୍ଲୀ,୯।୫: ଭାରତର ୧୧ଟି ସ୍ଥାନରେ ଡ୍ରୋନ ଆକ୍ରମଣ କରିଛି ପାକିସ୍ତାନ। ଶୁକ୍ରବାର ରାତି ୯ଟାରେ ପାକିସ୍ତାନ କରିଛି ଆଟାକ୍। ରାଜସ୍ତାନ, ପଞ୍ଜାବ ଓ ଜମ୍ମୁରେ ଆକ୍ରବଣ ହୋଇଥିବା ସୂଚନା ମିଳିଛି। ଗୋଟିଏ ପରେ ଗୋଟିଏ ଡ୍ରୋନ ଧ୍ୱଂସ କରୁଛି ବାୟୁସେନା। #WATCH…
LoCରୁ ବଡ଼ ଖବର: ଜମ୍ମୁ ଉପରେ ପୁଣି ବଡ଼ ଆଟାକ୍ କଲା ପାକିସ୍ତାନ
ଜମ୍ମୁ, ୯।୫: ଜମ୍ମୁ ଓ କଶ୍ମୀରରେ ପୁଣି ବଡ଼ ଡ୍ରୋନ ଆଟାକ୍ କରିଛି ପାକିସ୍ତାନ। ଜମ୍ମୁରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଜାରି କରାଯାଇଛି। ଏହା ସହିତ ସାଇରନର ଶବ୍ଦ ଶୁଣାଯାଇଥିବା ବେଳେ ଅତି କମରେ ଦୁଇଟି ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। India…
India-Pak War: ସୀମାରେ ଭୟଙ୍କର ସ୍ଥିତି: ଆଜି ରାତିରେ ହେବ ବଡ଼ ଆଟାକ୍!
ନୂଆଦିଲ୍ଲୀ,୯।୫: ଗତ ଦୁଇ ରାତିରେ ପାକିସ୍ତାନକୁ ପ୍ରବଳ ଝଟ୍କା ଲାଗିଛି। ୮-୯ ମଇ ରାତିରେ, ଏହା ଭାରତର ୩୬ଟି ସ୍ଥାନରେ ଅନୁପ୍ରବେଶ ଚେଷ୍ଟା କରିବା ପାଇଁ ପ୍ରାୟ ୩୦୦ ରୁ ୪୦୦ ଡ୍ରୋନ ବ୍ୟବହାର କରିଥିଲା। ଏହି ଡ୍ରୋନଗୁଡ଼ିକୁ ବିନା ଅସ୍ତ୍ରରେ…
ଅପରେଶନ ସିନ୍ଦୂର ଡରରେ ମୋଷ୍ଟ ଓ୍ବାଣ୍ଟେଡ, ପାକିସ୍ତାନରୁ ଲୁଚି ପଳାଇଲେ ଦାଉଦ ଇବ୍ରାହିମ
ନୂଆଦିଲ୍ଲୀ,୯।୫: ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମଙ୍କୁୁ ନେଇ ଅପରେଶନ ସିନ୍ଦୂର ପରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଭାରତର ବାୟୁସେନାର ଆକ୍ରମଣ ପରେ ଦାଉଦ ଆତଙ୍କିତ ହୋଇ ପାକିସ୍ତାନ ଛାଡ଼ି ପଳାଇଥିବା ଚର୍ଚ୍ଚା…
ଯୁଦ୍ଧ ଭିତରେ ବଡ଼ ଖବର: ଆତ୍ମସମର୍ପଣ କରିବ ପାକିସ୍ତାନ! ଆଊ ମାତ୍ର ୪ଦିନ…
ନୂଆଦିଲ୍ଲୀ,୯।୫: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ଉଚିତ ଜବାବ ଦେବାକୁ ସଂକଳ୍ପ ନେଇଛି। ଅନ୍ୟପକ୍ଷରେ, ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତ ବିରୋଧରେ ଆକ୍ରମଣାତ୍ମକ ଆକ୍ରମଣ କରୁଛନ୍ତି। କିନ୍ତୁ ଏହି ସମୟ…
ଓଡ଼ିଶାରେ ହାଇ ଆଲର୍ଟ: ପୁରୀ ସମେତ ଏସବୁ ସ୍ଥାନକୁୁ ସର୍ତକ ସୂଚନା
ପୁରୀ,୯।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ବୃଦ୍ଧି ପାଇବା ପରେ ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ପାକିସ୍ତାନର ବିଫଳ ଡ୍ରୋନ ଓ ମିସାଇଲ ଆକ୍ରମଣ ପ୍ରୟାସ ପରେ ରାଜ୍ୟ ସରକାର ଏବଂ ପୁଲିସ ଉଚ୍ଚ ସତର୍କତା…
ପାକିସ୍ତାନ ସଂସଦରେ ମୋଦିଙ୍କୁ ପ୍ରଶଂସା କଲେ ଶେହବାଜଙ୍କ ଏମପି, କହିଲେ ପାକ୍ ପ୍ରଧାନମନ୍ତ୍ରୀ ଶୃଗାଳ, ଦେଶରେ ଚହଳ
ଇସଲାମବାଦ,୯।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ସଂସଦରେ ଜଣେ ଏମପି ବିସ୍ଫୋରକ ବୟାନ ଦେଇଛନ୍ତି। ଯାହା ଏବେ ସାରା ବିଶ୍ୱରେ ଚହଳ ପକାଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ‘କାପୁରୁଷ’ ଓ ‘ଶୃଗାଳ’ ବୋଲି ଆଖ୍ୟା…
ଭାରତର ଆକ୍ରମଣ ପରେ ପାକିସ୍ତାନ ସୁପର ଲିଗ ମ୍ୟାଚ ବାତିଲ: ଭୟରେ ବିଦେଶୀ ଖେଳାଳି, ଦେଶ ଛାଡ଼ିବାକୁ ଚାହୁଁଛନ୍ତି
ନୂଆଦିଲ୍ଲୀ,୮।୫: ରାୱାଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଗୁରୁବାର ସନ୍ଧ୍ୟାରେ ପେଶାୱାର ଜାଲମି ଏବଂ କରାଚୀ କିଙ୍ଗସ ମଧ୍ୟରେ ଥିବା ପାକିସ୍ତାନ ସୁପର ଲିଗ (ପିଏସଏଲ) ମ୍ୟାଚ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ପାକିସ୍ତାନର ବିଭିନ୍ନ ସ୍ଥାନରେ ବାୟୁ ପ୍ରତିରକ୍ଷା ରାଡାର ଏବଂ ବ୍ୟବସ୍ଥାକୁ…
ମହାଭାରତର ବେଳେ ଯେଉଁ ଗ୍ରହ ଚଳନ ହୋଇଥିଲା, ଏବେ ସେହି ଚଳନ, ଜ୍ୟୋତିଷ କହିଲେ ହେବ ମହାଯୁଦ୍ଧ
ନୂଆଦିଲ୍ଲୀ,୮।୫: ଭାରତରେ ହେବାକୁ ଯାଉଛି ବଡ଼ ଯୁଦ୍ଧ। ଏନେଇ ୧୦ମାସ ପୂର୍ବରୁ ହୋଇଛି ଭବିଷ୍ୟବାଣୀ। ଜଣେ ବିଶିଷ୍ଟ ଜ୍ୟୋତିଷ ଗତ ୧୦ ମାସ ପୂର୍ବେ ଭବିଷ୍ୟବାଣୀ କରିଥିଲେ ଯେ ୨୦୨୫ ମେ ମାସରେ ଏକ ବିରଳ ଗ୍ରହସ୍ଥିତି ଘଟିବ, ଯାହା ମହାଭାରତ…
Archives


