Tag Archives: indian railways

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ ସମ୍ଭାଳିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଏବେଠାରୁ ବଡ଼ ଧରଣର ଖର୍ଚ୍ଚକାଟ୍ ପଦକ୍ଷେପ ଆରମ୍ଭ…

ଅନ୍‌ଲାଇନ୍ ଟିକେଟ୍ ପାଇଁ କାହିଁକି ଦୁର୍ଘଟଣା ବୀମା, ଅଫ୍‌ଲାଇନ୍‌ ପାଇଁ ନୁହେଁ? – ରେଳବାଇକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୮ା୧୧: ଭାରତୀୟ ରେଳବାଇ କେବଳ ଅନ୍‌ଲାଇନ୍ ଟିକେଟ୍ କିଣୁଥିବା ଯାତ୍ରୀମାନଙ୍କୁ ଦୁର୍ଘଟଣା ବୀମା ସୁବିଧା କାହିଁକି ଯୋଗାଉଛି, କିନ୍ତୁ ଅଫ୍‌ଲାଇନ୍‌ରେ ଟିକେଟ୍ ବୁକ୍ କରୁଥିବା ଯାତ୍ରୀମାନଙ୍କୁ କାହିଁକି ନୁହେଁ, ସେ ନେଇ ସୁପ୍ରିମକୋର୍ଟ ରେଳବାଇକୁ ଜବାବ ମାଗିଛନ୍ତି। ନ୍ୟାୟମୂର୍ତ୍ତି ଅହସାନୁଦ୍ଦୀନ ଅମାନୁଲ୍ଲା…

ବଡ଼ ଖବର: ଆଜି ୫ଘଣ୍ଟା ଚାଲିବନି ଟ୍ରେନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୨।୧୧: ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା। ଭାରତୀୟ ରେଳ ବିଭାଗର ଟିକେଟ ବୁକିଂ ସେବା ଆଜି ୫ ଘଣ୍ଟା ପାଇଁ ବନ୍ଦ ରହିବ । ଏହି କ୍ରମରେ ଟିକେଟ ରିଜରଭେସନ ଓ ଟିକେଟ୍ କ୍ୟାନସଲ ସେବା ବନ୍ଦ ରହିବ। ରେଳ ବିଭାଗର…

ଟ୍ରେନ ଟିକେଟ୍‌ ତାରିଖ ପରିବର୍ତ୍ତନ କଲେ ରେଲଓ୍ବେ ଫେରାଇବ ପୂରା ଟଙ୍କା! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୯।୧୦: ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ପାଇଁ ଏକ ଖବର ଆସିଛି ଯାହା କେବଳ ସେମାନଙ୍କ ମୁହଁରେ ହସ ଆଣିବ ନାହିଁ ବରଂ ସେମାନଙ୍କ ପକେଟକୁ ହାଲୁକା କରିବ। ପ୍ରାୟତଃ, ଏକ ଜରୁରୀ ଆବଶ୍ୟକତା କିମ୍ବା ଯୋଜନାରେ…

ରେଳଟ୍ରାକ ଉପରେ କେହି ଆତ୍ମହତ୍ୟା ଉଦ୍ୟମ କଲେ, କ’ଣ କଥା ହୁଅନ୍ତି ଲୋକୋ ପାଇଲଟ? ତାଜୁବ ହୋଇଯିବେ…

ବିଭିନ୍ନ କାରଣ ଯୋଗୁଁ ଲୋକମାନେ ଜୀବନ ହାରବାକୁ ସମସ୍ୟାର ସବୁ ସମାଧାନ ବୋଲି ଧରିନିଅନ୍ତି । ପାଣିକୁ ଡେଇଁ ହାତ କାଟି ନିଜ ଜୀବନ ଶେଷ କରିଦିଅନ୍ତି । କେହି କେହି ଟ୍ରେନ ଟ୍ରାକ ଉପରେ ଶୋଇ ରହି ନିଜ ମୃତ୍ୟୁ…

ଆରମ୍ଭ ହେଲା RailOne ଆପ୍: IRCTC ଟିକେଟ୍ ବୁକ୍ କରିବା, ଟ୍ରେନ୍ ସ୍ଥିତି ଯାଞ୍ଚ କରିବା, PNR ନମ୍ବର ଟ୍ରାକ୍ କରିବା ହେଲା ସୁବିଧା

ନୂଆଦିଲ୍ଲୀ,୧।୭: ଭାରତୀୟ ରେଳବାଇ ପ୍ରଯୁକ୍ତି ଓ ଯାତ୍ରୀ ସୁବିଧାରେ ଏକ ବଡ଼ ପାଦ ଆଗକୁ ରଖି ମଙ୍ଗଳବାର ନୂଆ ‘ରେଲ୍‌ଓ୍ଵାନ୍‌’(RailOne) ଆପ୍ ଲଞ୍ଚ କରିଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରେ ସେଣ୍ଟର ଫର୍ ରେଳୱେ ଇନଫର୍ମେସନ ସିଷ୍ଟମ୍ସ (CRIS)ର ୪୦ତମ…

ଆଜିଠୁ ରେଳଯାତ୍ରୀ ଦେବେ ବର୍ଦ୍ଧିତ ଭଡ଼ା

ଭୁବନେଶ୍ୱର,୧ା୭(ଅନୁରାଧା ମହାରଣା): ଭାରତୀୟ ରେଳ ପକ୍ଷରୁ କେତେକ କ୍ଷେତ୍ରରେ ଯାତ୍ରୀଭଡ଼ା ବୃଦ୍ଧି କରାଯାଇଛି। ଏହି ଭଡ଼ା ମଙ୍ଗଳବାରଠାରୁ ଲାଗୁ ହେବ। ସାଧାରଣ ଶ୍ରେଣୀରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ଭଡ଼ା ବୃଦ୍ଧି ହୋଇ ନ ଥିବାବେଳେ ୫୦୧ରୁ ୧୫୦୦ କି.ମି. ଦୂରତା ପାଇଁ…

ଗୋଟିଏ ମିନିଟରେ ଦେଢ଼ ଲକ୍ଷ ଟିକେଟ ବୁକିଂ, ଏମିତି ହେବ ରିଜର୍ଭ ଟିକେଟ୍ ବୁକିଂ

ନୂଆଦିଲ୍ଲୀ,୨୯।୬: ଭାରତୀୟ ରେଳବାଇ ପ୍ରଯୁକ୍ତି ଓ ଯାତ୍ରୀ ସୁବିଧାକୁ ଆଧାର କରି ଏକ ଗୁରୁତ୍ଵପୂର୍ଣ୍ଣ ସଂସ୍କାର ଆରମ୍ଭ କରିବାକୁ ଯାଉଛି। ରବିବାର ଜାରି ସୂଚନା ଅନୁଯାୟୀ, ରେଳବାଇ ଚାର୍ଟ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା, ରିଜର୍ଭେଶନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ଏବଂ ତତ୍କାଳ…

ରେଳ ବିଭାଗର ବଡ଼ ନିଷ୍ପତ୍ତି: ତତ୍କାଳ ଟିକେଟ୍‌ ବୁକିଂ ପାଇଁ ଆଧାର ଯାଞ୍ଚ ଜରୁରୀ, ନଚେତ୍‌…

ନୂଆଦିଲ୍ଲୀ,୫ା୬: ଭାରତୀୟ ରେଳବାଇ ଖୁବ୍‌ଶୀଘ୍ର ତତ୍କାଳ ଟିକେଟ ବୁକିଂ ପାଇଁ ଇ-ଆଧାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ଏହା ସହିତ ପ୍ରକୃତ ଯାତ୍ରୀମାନେ ଆବଶ୍ୟକତା ସମୟରେ ସହଜରେ ନିଶ୍ଚିତ ଟିକେଟ ପାଇପାରିବେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।…

ହ୍ୱିଲସେଟ୍‌ର ଅଭାବ: ସମାଧାନ ପାଇଁ ଚାଇନରୁ ଆମଦାନୀ ହେଲା ଚକା

ନୂଆଦିଲ୍ଲୀ,୨୩।୩: ହ୍ୱିଲସେଟ୍‌ର ଅଭାବର ସମ୍ମୁଖୀନ ହେବା ପରେ ଭାରତୀୟ ରେଳବାଇ ଚାଇନରୁ ଚକ ତିଆରି ଉପାଦାନ ଆମଦାନୀ କରିବାକୁ ବାଧ୍ୟ ହୋଇଛନ୍ତି। ବେଙ୍ଗାଲୁରୁର ରେଳ ଚକ କାରଖାନା, ଯାହା ସାଧାରଣତଃ ଏସବୁର ଯୋଗାଣ କରେ, ଏକ୍ସେଲ ଅଭାବରୁ ଉତ୍ପାଦନ ବନ୍ଦ ହେବାର…

ରେଲ୍‌ୱେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌, ୪ ଲକ୍ଷରେ ବିକ୍ରି ନେଇ ସିବିଆଇର ଖୋଳତାଡ଼

ଲକ୍ଷ୍ନୌ, ୦୯।୦୮: ଗୋଟିଏ ପଟେ ଯୋଗୀ ସରକାର ପ୍ରଶ୍ନପତ୍ର ଲିକ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିୟମ ପ୍ରଣୟନ କରିବାକୁ ପ୍ରସ୍ତୁତି କରୁଛନ୍ତି ତ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ କମିବାର ନାଁ ନେଉନି । ଅଧିକାରୀଙ୍କ…

୨୩ ଷ୍ଟାର୍ଟଅପ୍‌କୁ ରେଳ ମନ୍ତ୍ରଣାଳୟର ପ୍ରୋତ୍ସାହନ

ଭୁବନେଶ୍ୱର,୧୭।୭ (ଅନୁରାଧା ମହାରଣା): ଜାତୀୟ ପରିବହନକାରୀ ଭାରତୀୟ ରେଳପଥ ନବସୃଜନ (ଇନୋଭେଶନ) କ୍ଷେତ୍ରରେ ଷ୍ଟାର୍ଟଅପ୍‌ ଓ ଅନ୍ୟାନ୍ୟ ସଂସ୍ଥାର ସହଯୋଗ ପାଇବା ପାଇଁ ରେଳ ମନ୍ତ୍ରଣାଳୟ ‘ଷ୍ଟାର୍ଟଅପ୍‌ ଫର୍‌ ରେଲଓ୍ବେଜ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ରେଳ ନେଟ୍‌ୱର୍କରେ କାର୍ଯ୍ୟକ୍ଷମତା ଏବଂ ନିରାପତ୍ତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri