Posted inଫୁରସତ

ରେଳଟ୍ରାକ ଉପରେ କେହି ଆତ୍ମହତ୍ୟା ଉଦ୍ୟମ କଲେ, କ’ଣ କଥା ହୁଅନ୍ତି ଲୋକୋ ପାଇଲଟ? ତାଜୁବ ହୋଇଯିବେ…

ବିଭିନ୍ନ କାରଣ ଯୋଗୁଁ ଲୋକମାନେ ଜୀବନ ହାରବାକୁ ସମସ୍ୟାର ସବୁ ସମାଧାନ ବୋଲି ଧରିନିଅନ୍ତି । ପାଣିକୁ ଡେଇଁ ହାତ କାଟି ନିଜ ଜୀବନ ଶେଷ କରିଦିଅନ୍ତି । କେହି କେହି ଟ୍ରେନ ଟ୍ରାକ ଉପରେ ଶୋଇ ରହି ନିଜ ମୃତ୍ୟୁ ରୂପୀ ଲୌହ ଦାନବକୁ ଅପେକ୍ଷା କରନ୍ତି । ଏହା ପାପ ଜାଣି ସୁଦ୍ଧା ବି ଲୋକମାନେ ଚଳନ୍ତା ଟ୍ରେନ ସାମ୍ନାକୁ ଡେଇଁବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ଟ୍ରେନରେ ହଜାର ହଜାର ଯାତ୍ରୀ ଯାତାୟତ କରୁଥିଲେ ବି ସାମ୍ନାରେ କ୍ୟାବିନରେ ଥିବା ଲୋକୋ ପାଇଲଟ ସବୁ ଘଟଣାର ସାକ୍ଷୀ ଥାଆନ୍ତି । ଯଦି କୌଣସି ଲୋକ ଜୀବନ ହାରିବାକୁ ଉଦ୍ୟମ ପାଇଁ ରେଳ ଟ୍ରାକ ଉପରେ ଶୋଇଥାନ୍ତି କିମ୍ୱା ଚଳନ୍ତା ରେଳ ଆଗକୁ ଡେଇଁପଡନ୍ତି, ସର୍ବପ୍ରଥମେ ଲୋକୋ ପାଇଲଟ ସେ ବାବଦରେ ଅବଗତ ହୋଇଥାନ୍ତି ।

ଏବେ ପ୍ରଶ୍ନ ଆସୁଛି, ଜଣେ ଲୋକୋ ପାଇଲଟ ଭାବରେ, ଯେତେବେଳେ ଜଣେ ଜୀବନ ହାରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତି ଆପଣଙ୍କ ରେଳ ଟ୍ରାକ ଆଗକୁ ଆସନ୍ତି ସେତେବେଳେ ୨ ଲୋକୋ ପାଇଲଟ କିପରି ଅନୁଭବ କରନ୍ତି?  ଉଭୟ ପରସ୍ପର ସହ କଣ କଥା ହୁଅନ୍ତି?

ଭାରତୀୟ ରେଳବାଇର ପୂର୍ବତନ ବରିଷ୍ଠ ସହାୟକ ଲୋକ ପାଇଲଟ ଭାବେ କାର୍ଯ୍ୟରତ ଥିବା ସତୀଶ ଶ୍ରୀବାସ୍ତବ Quoraରେ  କହିଛନ୍ତି, ପ୍ରାୟ ପ୍ରତ୍ୟେକ ଲୋକୋ ପାଇଲଟ ଏହି ପରିସ୍ଥିତର ସମ୍ମୁଖୀନ ହୋଇଛନ୍ତି । ଯେତେବେଳେ ଆମେ କୌଣସି ବ୍ୟକ୍ତିଙ୍କୁ ଟ୍ରାକରେ ଦେଖୁ ପ୍ରଥମେ ସଚେତନ କରିବା ପାଇଁ ହର୍ଣ୍ଣ ବଜାଇଥାଉ । ବେଳେବେଳେ କେହି ଦୌଡି ପଳାନ୍ତି, କେହି କେହି ଯାଆନ୍ତି ନାହିଁ । ମୁଁ ଟ୍ରାକରେ ଅନେକ ଲୋକଙ୍କୁ କେବଳ ସେଲଫି ନେବା ପାଇଁ ଦେଖିଛି । ସେହି ବ୍ୟକ୍ତିଙ୍କୁ ବଞ୍ଚାଇବାର ସମ୍ଭାବନା ବହୁତ କମବୋଲି କୁହନ୍ତି ସତୀଶ ।

ତାଙ୍କ କହିବା କଥା, ଯଦିଓ ଜରୁରୀକାଳୀନ ବ୍ରେକ ଲଗାଇବା ପରେ ମଧ୍ୟ ଟ୍ରେନର ବେଗ ଘଣ୍ଟା ପ୍ରତି ୧୦୦କିମି ଥାଏ, ତେବେ ଟ୍ରେନଟି ଅଟକିବା ପାଇଁ ଅତିକମରେ ୬୦୦-୮୦୦ ମିଟର ସମୟ ନିଏ ଏବଂ ଶେଷରେ ଯେତେବେଳେ ଆମେ ନିଶ୍ଚିତ ହୋଇଯାଉ ଯେ ଆମେ ତାଙ୍କୁ ରକ୍ଷା କରିପାରିବୁ ନାହିଁ ସେତେବେଳେ “ଆମେ ପ୍ରାର୍ଥନା କରୁ ଓ ଟ୍ରେନ ଚଲାଇବା ଜାରି ରଖୁ…।”

 

 


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପ୍ରାଇମ ଡେ’ର ୧୦ମ ସଂସ୍କରଣ

ଭୁବନେଶ୍ୱର,୨୧।୬: ଆସନ୍ତା ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପକ୍ଷରୁ ପ୍ରାଇମ ଡେ’-୨୦୨୬ର ୧୦ମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହା ୪ ଜୁଲାଇ ରାତି ୧୨ଟାରୁ…

ମହାସଂଯୋଗ! ଆଜିଠୁ ଏହି ୫ଟି ରାଶିକୁ ମିଳିବ ଭାଗ୍ୟର ସାଥ୍‌, ଖୋଲିଯିବ ଉନ୍ନତିର ରାସ୍ତା

୨୧ ଜୁନ, ୨୧୨୬ ରେ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷର ସପ୍ତମୀ ତିଥି ଏବଂ ରବିବାର ଦିନ ଅଟେ। ଏହି ଦିନଟି ଅତ୍ୟନ୍ତ ସ୍ବତନ୍ତ୍ର, କାରଣ ଏହା…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ସାବଧାନ! ବଦଳିଲା ରେଳବାଇର ନିୟମ; ବିନା ଟିକେଟ୍‌ରେ ଯାତ୍ରା କଲେ ଦୁଇଗୁଣା ଜରିମାନା ସହ ଜେଲ ଦଣ୍ଡ

ନୂଆଦିଲ୍ଲୀ,୨୧।୬: ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ଟ୍ରେନ, ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। କମ ଭଡ଼ା ହେବା ସତ୍ତ୍ୱେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ପୋଲାଣ୍ଡର ସର୍ବୋଚ୍ଚ ସମ୍ମାନ ଫେରାଇଲେ ଜେଲେନସ୍କି, ରାଷ୍ଟ୍ରପତି କରୋଲ ନାଭ୍ରୋକିଙ୍କ ଘୋଷଣା ପରେ…

କ୍ୱିଭ,୨୧।୬: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶନିବାର ପୋଲାଣ୍ଡର ସର୍ବୋଚ୍ଚ ନାଗରିକ ସମ୍ମାନ, ହ୍ବାଇଟ ଇଗଲ ଅର୍ଡର ଫେରାଇ ଦେଇଛନ୍ତି। ପୋଲାଣ୍ଡ ଅଧିକାରୀ କାରୋଲ ନାୱରୋକିଙ୍କ ଦ୍ୱାରା…

ଭୁବନେଶ୍ବରବାସୀ ଇନ୍‌ଷ୍ଟାମାର୍ଟରେ ଅଧିକ ଅର୍ଡର କରନ୍ତି ଏହି ଜିନିଷ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କୋଲକାତା, ୨୧।୬: ଭୁବନେଶ୍ୱରରୁ ଚା ଅର୍ଡର କରାଯିବାରେ ବାର୍ଷିକ ହାରରେ ୬୪% ବୃଦ୍ଧି ଘଟିବା ସହିତ ଇନ୍‌ଷ୍ଟାମାର୍ଟରେ ଏହି ସହରରୁ ସର୍ବାଧିକ ଚା’ ଅର୍ଡର କରାଯାଉଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri