ଖୋଲିଲା ପାକିସ୍ତାନ ମିଛ ଦାବିର ବଡ଼ ଗୁମର, ସାଂସଦ କହିଲେ-ଭାରତରୁ ବୋମା କି ଲୋକ ପାକିସ୍ତାନ ଆକ୍ରମଣ ପାଇଁ ଆସୁନାହାଁନ୍ତି
ଇସଲାମାବାଦ,୨୩।୫: ଭାରତର ‘ଅପରେଶନ ସିନ୍ଦୂର’ ପରେ ପାକିସ୍ତାନ ସାଂସଦ ଉମର ଫାରୁକ ଦେଶର ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ଉପରେ ସାର୍ବଜନୀନ ଭାବରେ ବର୍ଷିଛନ୍ତି। ସେ ବେଲୁଚିସ୍ତାନ ସମ୍ପର୍କରେ ତାଙ୍କ ସରକାରର ପର୍ଦ୍ଦାଫାସ ମଧ୍ୟ କରିଥିଲେ। ସେ କହିଥିଲେ ଯେ ଭାରତରୁ…
ପାକିସ୍ତାନକୁ ପୁଣିଥରେ ବଡ଼ ଝଟକା ଦେଲା ଭାରତ, ନଷ୍ଟ ହେଲା ୫ ପୋଲିସ ପୋଷ୍ଟ ସହ ଗୋଟିଏ ଆତଙ୍କବାଦୀ ଲଞ୍ଚପ୍ୟାଡ
ନୂଆଦିଲ୍ଲୀ,୨୨।୫: ସୀମା ସୁରକ୍ଷା ବାହିନୀ (BSF) ଏକ ଅପରେଶନରେ ଜମ୍ମୁ ସୀମାରେ ପାଞ୍ଚଟି ପାକିସ୍ତାନୀ ପୋଷ୍ଟ ଏବଂ ଏକ ଆତଙ୍କବାଦୀ ଲଞ୍ଚପ୍ୟାଡ ଧ୍ୱଂସ କରିଛି। ବୁଧବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଭାରତ ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନ ଏବଂ…
୧୮,୨୦୦ ହେକ୍ଟର ଜଙ୍ଗଲ ହରାଇଛି ଭାରତ
ନୂଆଦିଲ୍ଲୀ, ୨୨।୫ (ପି.ଟି.): ୨୦୨୪ରେ ଭାରତ ୧୮,୨୦୦ ହେକ୍ଟରର ପ୍ରାକୃତିକ ଜଙ୍ଗଲ ହରାଇଛି। ଗ୍ଲୋବାଲ ଫରେଷ୍ଟ ଓ୍ବାଚ୍ ଏବଂ ୟୁନିଭର୍ସିଟି ଅଫ୍ ମେରିଲାଣ୍ଡ ପକ୍ଷରୁ ଏ ସମ୍ପର୍କିତ କରାଯାଇଥିବା ଏକ ଅଧ୍ୟୟନର ରିପୋର୍ଟକୁ ବୁଧବାର ପ୍ରକାଶ କରାଯାଇଛି। ରିପୋର୍ଟ ଅନୁଯାୟୀ, ୨୦୨୩ରେ…
ଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର କରୁଛି ଚାଇନା, ତାଲିବାନ-ପାକିସ୍ତାନକୁ ଏକାଠି କରି…
ମୁମ୍ବାଇ, ୨୧।୫: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତାଲିବାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକି ସହ ଆଲୋଚନା କରିବାର କିଛି ଦିନ ପରେ ଚାଇନା ଭାରତ ବିରୋଧରେ ଷଡଯନ୍ତ୍ର ରଚିବା ଆରମ୍ଭ କରିଛି। ଚାଇନା ଇସଲାମାବାଦ ଓ…
ତୁର୍କୀକୁ ମହଙ୍ଗା ପଡ଼ିଲା ପଙ୍ଗା ନେବା! ଭାରତର ଗୋଟିଏ ନିଷ୍ପତ୍ତିରେ ବରବାଦ ହେଲେ ଏର୍ଦୋଗନଙ୍କ ଝିଅ, ୨୫୦୦କୋଟି ସ୍ବାହା
ନୂଆଦିଲ୍ଲୀ/ଅଙ୍କାରା,୨୧।୫: ସେଲେବି ତୁର୍କୀର ଏକ ପ୍ରମୁଖ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନୀ, ଯାହା ବର୍ଷ ବର୍ଷ ଧରି ଭାରତରେ ସେବା ଯୋଗାଇ ଆସୁଛି, ଏବେ ଏହା ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହି କମ୍ପାନୀର ସେବା…
ଭୁଲ ରାୟ ପାଇଁ କ୍ଷମା ମାଗିଲେ ସୁପ୍ରିମକୋର୍ଟ ବିଚାରପତି: ଜାଣନ୍ତୁ ରୋଚକ ମାମଲା
ନୂଆଦିଲ୍ଲୀ,୨୦।୫: ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅଭୟ ଏସ ଓକା ଭୁଲ ରାୟ ପାଇଁ କ୍ଷମା ମାଗିଛନ୍ତି ସୁପ୍ରିମକୋର୍ଟ ବିଚାରପତି। ରୋଇ ହିଂସା ମାମଲାରେ ଦେଇଥିବା ଭୁଲ ରାୟକୁ ସେ ମାନିଛନ୍ତି। ସେ କହିଛନ୍ତି, ବିଚାରପତିମାନେ ମଧ୍ୟ ମଣିଷ ଏବଂ ନିଷ୍ପତ୍ତି ଦେବା…
ଭାରତର ଆକ୍ସନ ପରେ ବ୍ୟାକଫୁଟକୁ ଆସିଲା ବାଂଲାଦେଶ, ସମସ୍ୟା ତୁଟାଇବାକୁ ରଖିଲା ଏମିତି ପ୍ରସ୍ତାବ
ନୂଆଦିଲ୍ଲୀ/ଢାକା,୨୦।୫: ଭାରତ ସ୍ଥଳପଥ ଦେଇ ବାଂଲାଦେଶୀ ରପ୍ତାନି ଉପରେ କଟକଣା ଲଗାଇବା ପରେ, ବାଂଲାଦେଶର ଅନ୍ତରୀଣ ସରକାର କହିଛନ୍ତି ଯେ ସେ ଭାରତ ସହିତ ସମସ୍ତ ବାଣିଜ୍ୟ ସମସ୍ୟାର ସମାଧାନ କରିବାକୁ ଚାହାଁନ୍ତି। ମହମ୍ମଦ ୟୁନୁସଙ୍କ ପରାମର୍ଶଦାତା କହିଛନ୍ତି ଯେ ବାଂଲାଦେଶ…
ପାକିସ୍ତାନର ନ୍ୟୁକ୍ଲିୟର ସିଲ୍ଡକୁ ନଷ୍ଟ କରିଛି ଭାରତ? ଚମକାଇ ଦେବ ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ,୨୦।୫: ‘ଅପରେଶନ ସିନ୍ଦୂର’ କେବଳ ଭାରତର ରଣନୈତିକ କ୍ଷମତାକୁ ପ୍ରଦର୍ଶନ କରିନଥିଲା ବରଂ ବିଶ୍ୱ ସ୍ତରରେ ଦେଶର ପ୍ରତିଛବିକୁ ମଧ୍ୟ ମଜବୁତ କରିଥିଲା। ‘IANS Matter’ ଦ୍ୱାରା କରାଯାଇଥିବା ଏକ ସଦ୍ୟତମ ସର୍ଭେ ଅନୁଯାୟୀ, ୭୩ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି…
ବିଦେଶୀଙ୍କ ପାଇଁ ଭାରତ ଧର୍ମଶାଳା ନୁହେଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୦ା୫: ବେଆଇନ କାର୍ଯ୍ୟକଳାପ ପ୍ରତିକାର ଆଇନ (ୟୁଏପିଏ)ରେ ୭ ବର୍ଷ ଜେଲଦଣ୍ଡ ଭୋଗିବା ପରେ ଭାରତରେ ରହିବାକୁ ଚାହୁଁଥିବା ଜଣେ ଶ୍ରୀଲଙ୍କା ନାଗରିକଙ୍କ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ୧୪୦ କୋଟି ଲୋକସଂଖ୍ୟାକୁ ନେଇ ଯୁଝୁଥିବା ଦେଶ ବିଦେଶୀ ନାଗରିକଙ୍କ ପାଇଁ…
୧୦୨୧ ଦିନ ପରେ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ, କେଏଲ ରାହୁଲଙ୍କ ହେବ ମେଗା ରିଟର୍ଣ୍ଣ! ଆଇପିଏଲ ୨୦୨୫ ମଝିରେ ଆସିଲା ବଡ଼ ଅପଡେଟ
ମୁମ୍ବାଇ,୧୯ା୫: ଆଇପିଏଲ ୨୦୨୫ ଶେଷ ହେବା ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତ କରିବାକୁ ଅଛି। ଏହାପରେ ଅଗଷ୍ଟ ମାସରେ ଟିମ୍ ଇଣ୍ଡିଆ ହ୍ୱାଇଟ ବଲ ସିରିଜ ପାଇଁ ବାଂଲାଦେଶ ଗସ୍ତରେ ଯିବ। ଉଭୟ ଦଳ ମଧ୍ୟରେ ୩ଟି ଦିନିକିଆ ଏବଂ…
ପାକିସ୍ତାନ ଟାର୍ଗେଟ୍ରେ ଥିଲା ସ୍ବର୍ଣ୍ଣ ମନ୍ଦିର: ସବୁ ଯୋଜନା ପଣ୍ଡ, ହେଲା ଚାଞ୍ଚଲ୍ୟକର ଖୁଲାସା
ନୂଆଦିଲ୍ଲୀ,୧୯।୫: ଭାରତ ଅପରେଶନ ସିନ୍ଦୁର ମାଧ୍ୟମରେ ପାକିସ୍ତାନରେ ବଢ଼ୁଥିବା ଆତଙ୍କବାଦୀମାନଙ୍କୁ ଏକ ଶିକ୍ଷା ଦେଇଥିଲା। କିନ୍ତୁ ପାକିସ୍ତାନ ତଥାପି ତାର କାର୍ଯ୍ୟକଳାପ ବନ୍ଦ କରି ନ ଥିଲା। ପାକିସ୍ତାନ ୭ ଏବଂ ୮ ମେ ରାତିରେ ଦେଶର ଅନେକ ସହର ଉପରେ…
ଏସିଆ କପରେ ଖେଳିବ ନାହିଁ ଟିମ୍ ଇଣ୍ଡିଆ, ବିସିସିଆଇ ନେଲା ବଡ଼ ନିଷ୍ପତ୍ତି!
ନୂଆଦିଲ୍ଲୀ,୧୯।୫: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନ ସହିତ ଯୋଡିବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ନିଷ୍ପତ୍ତି ନେଇଛି। ବୋର୍ଡ ବର୍ତ୍ତମାନ…
Archives


