ନାଟକରେ ଭଗବାନ ରାମ-ସୀତାଙ୍କ ଅପମାନ କରିଥିଲେ ଆଇଆଇଟି ବମ୍ବେର ଛାତ୍ର, ନିଆଗଲା ବଡ଼ କାର୍ଯ୍ୟାନୁଷ୍ଠାନ ବମ୍ବେ,୨୦।୬: ଆଇଆଇଟି ବମ୍ବେର ଓପନ ଏୟାର ଥିଏଟରରେ ନାଟକ ସମୟରେ ଭଗବାନ ରାମ ଏବଂ ଦେବୀ ସୀତାଙ୍କ ଅପମାନ କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଛାତ୍ରମାନଙ୍କ ଉପରେ ୧.୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି।...