ଚମକିଲେ ଶାମି: ଭାରତକୁ ୨୨୯ ରନ୍ର ଟାର୍ଗେଟ୍
ଦୁବାଇ,୨୦।୨: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍ରେ ବାଂଲାଦେଶ ପ୍ରଥମେ ଖେଳି ଭାରତ ବିପକ୍ଷରେ ୨୨୮ ରନର ଲକ୍ଷ୍ୟ ରଖିଛି। ଟିମ ଇଣ୍ଡିଆକୁ ଏବେ ୨୨୯ ରନ କରିବାକୁ ପଡିବ। ବାଂଲାଦେଶ ବହୁତ ବଡ଼ ସ୍କୋର କରିପାରି ନ ଥିଲା, କିନ୍ତୁ ତୌହିଦ…
Rohit Sharma: ରୋହିତ ଶର୍ମାଙ୍କ ପାଇଁ ଏହି ଐତିହାସିକ ରେକର୍ଡରୁ ବଞ୍ଚିତ ହେଲେ ଅକ୍ଷର ପଟେଲ
ଦୁବାଇ,୨୦।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ, ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳୁଛି। ମ୍ୟାଚ୍ରେ ବାଂଲାଦେଶ ଅଧିନାୟକ ନାଜମୁଲ ହାସନ ସାଣ୍ଟୋ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବୋଲିଂ କରି ଭାରତୀୟ ଦଳ ମାତ୍ର…
Champions Trophy 2025: ଦୁନିଆକୁ ବୁଝାଇବା ପାଇଁ ୨୯ ବର୍ଷ ଲାଗିଗଲା…କାହିଁକି ଏମିତି କହିଲେ ପାକିସ୍ତାନୀ ଖେଳାଳି
ଇସଲାମାବାଦ୍,୧୮।୨: ପାକିସ୍ତାନ ପ୍ରାୟ ୩୦ ବର୍ଷ ପରେ ICC ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଆସୁଛି। ପୂର୍ବରୁ, ପାକିସ୍ତାନ ୧୯୯୬ରେ ବିଶ୍ୱକପ ଆୟୋଜନ କରିଥିଲା। ପାକିସ୍ତାନ ବ୍ୟତୀତ, ସେହି ବିଶ୍ୱକପର ଆୟୋଜକ ଭାରତ ଏବଂ ଶ୍ରୀଲଙ୍କା ଥିଲେ। ଏବେ ପୂର୍ବତନ ପାକିସ୍ତାନୀ ଖେଳାଳି ରମିଜ…
ICC ଚାମ୍ପିଅନ୍ସ ଟ୍ରଫି ୨୦୨୫: ବିଜେତାଙ୍କ ପାଇଁ ରେକର୍ଡ ପୁରସ୍କାର ରାଶି ଘୋଷଣା
ନୂଆଦିଲ୍ଲୀ,୧୪।୨: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶୁକ୍ରବାର, ଫେବୃଆରୀ ୧୪ ତାରିଖରେ ଆଗାମୀ ଚାମ୍ପିଅନ୍ସ ଟ୍ରଫି ପାଇଁ ରେକର୍ଡ ମୋଟ ୬.୯ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ରାଶି ଘୋଷଣା କରିଛି। ଏହା ୨୦୧୭ ରେ ଆଠ ଦଳ ବିଶିଷ୍ଟ ଏହି…
ପାକିସ୍ତାନ ଦାବିକଲା ହାଇବ୍ରିଡ୍ ମଡେଲ: ଭାରତ ଦେଲା କଡ଼ା ଜବାବ
ନୂଆଦିଲ୍ଲୀ,୪।୧୨: ଚାମ୍ପିୟନ୍ସ ଟ୍ରଫିକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଏବଂ ବିସିସିଆଇ ମଧ୍ୟରେ ଚାଲିଥିବା ବିବାଦ ସମାଧାନ ହେବାର ସମ୍ଭାବନା ବାଟ ଫିଟୁନାହିଁ। ହାଇବ୍ରିଡ୍ ମଡେଲ ଗ୍ରହଣ କରିବାକୁ ପାକିସ୍ତାନ ରାଜି ହେବା ପରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…
ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଗିରଫ ପାଇଁ ୱାରେଣ୍ଟ ଜାରି କଲେ ଅନ୍ତର୍ଜାତୀୟ କୋର୍ଟ
ନୂଆଦିଲ୍ଲୀ,୨୧।୧୧: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍ ଗାଲାଣ୍ଟଙ୍କୁ ମାନବିକତା ବିରୋଧୀ ତଥା ଯୁଦ୍ଧ ଅପରାଧ ପାଇଁ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛନ୍ତି।ଏହି ଆଇନଗତ ପ୍ରକ୍ରିୟାର ଅର୍ଥ ହେଉଛି ଯେ ଆଇସିସିର…
ଚାମ୍ପିୟନ୍ସ ଟ୍ରଫି ବିବାଦ: ଆଇସିସିର ସ୍ପଷ୍ଟୀକରଣ ଲୋଡ଼ିଲା ପିସିବି
ଲାହୋର,୧୮ା୧୧(ପି.ଟି.): ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ନ ଯିବା ପାଇଁ ଭାରତ ଘୋଷଣା କରି ସାରିଥିବା ବେଳେ ଆଇସିସିର ସ୍ପଷ୍ଟୀକରଣ ଲୋଡିଛି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ସୋମବାର ପିସିବି ମୁଖ୍ୟ ମୋହସିନ୍ ନକ୍ଭୀ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଭାରତ…
ପିଓକେ ଯିବ ନାହିଁ ଚାମ୍ପିୟନ୍ସ ଟ୍ରଫି, ଭାରତର ପ୍ରତିବାଦ ପରେ ଆଇସିସିର ନିଷ୍ପତ୍ତି
ନୂଆଦିଲ୍ଲୀ,୧୫ା୧୧: ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ। ଏହା ପୂର୍ବରୁ ପ୍ରଚାର,ପ୍ରସାର ବା ସହର ପରିକ୍ରମା କରିବା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପାକିସ୍ତାନକୁ ଟୁର୍ନାମେଣ୍ଟ ଟ୍ରଫି ପଠାଇଛି। ଏହି ଟ୍ରଫି ଗୁରୁବାର (୧୪ ନଭେମ୍ବର) ଇସଲାମାବାଦରେ…
ସୂର୍ଯ୍ୟକୁମାରଙ୍କୁ ଡାଇରେକ୍ଟ ମେସେଜ ଦେଲେ ମହମ୍ମଦ ରିଜୱାନ…
ନୂଆଦିଲ୍ଲୀ,୧୩।୧୧: ଭାରତୀୟ କ୍ରିକେଟ ଟିମକୁ ପାକିସ୍ତାନ ପଠାଇବା ପାଇଁ ଭାରତ ସରକାର ମନା କରିଦେବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ନିକଟରେ ବିସିସିଆଇ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ(ଆଇସିସି)କୁଜଣାଇଥିଲା…
ଜାରି ହେଲା ଆଇସିସି ୱାନ୍ଡେ ରାଙ୍କିଂ, ପ୍ରଥମ ୫ ଜଣଙ୍କ ମଧ୍ୟରେ ୩ ଭାରତୀୟ କ୍ରିକେଟର
ନୂଆଦିଲ୍ଲୀ, ୨୧।୦୮: ଇଣ୍ଟରନାସନାଲ୍ କ୍ରିକେଟ୍ କାଉନ୍ସିଲ୍ ବା ଆଇସିସିର ଦିନିକିଆ ରାଙ୍କିଂରେ ଭାରତୀୟ କ୍ରିକେଟରଙ୍କ ଜଲ୍ୱା ପୁଣିଥରେ ଦେଖିବାକୁ ମିଳିଛି । କେବଳ ଭାରତୀୟ ଖେଳାଳି ନୁହଁନ୍ତି, ଗତ ସପ୍ତାହରେ କୌଣସି ମ୍ୟାଚ ଖେଳାଯାଇନଥିଲ। ଏହାପରେ ମଧ୍ୟ ଆଇସିସି ଏହାର ରାଙ୍କିଂ…
ଟି୨୦ ବିଶ୍ୱକପ୍ ଆୟୋଜକ ଅଧିକାର ବଞ୍ଚାଇବାକୁ ଜାତିସଂଘ ଦ୍ୱାରସ୍ଥ ହେବ ବାଂଲାଦେଶ
ନୂଆଦିଲ୍ଲୀ, ୧୨ା୮: ଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ସତ୍ତ୍ୱେ ଟି୨୦ ବିଶ୍ୱକପ ଆୟୋଜକ ଅଧିକାର ବଞ୍ଚାଇ ରଖିବାକୁ ବାଂଲାଦେଶର ମଧ୍ୟବର୍ତ୍ତୀ ସରକାର ମିଳିତ ଜାତିସଂଘ ଦ୍ୱାରସ୍ଥ ହେବାକୁ ଯୋଜନା କରୁଛନ୍ତି। ବର୍ତ୍ତମାନର ପରିସ୍ଥିତି ଯୋଗୁଁ ଇଂଲଣ୍ଡ, ସ୍କଟଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଭାରତ ଏବଂ…
ଆଇସିସି ନେଲା ବଡ଼ ନିଷ୍ପତ୍ତି; ଚମ୍ପିଆନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନାହିଁ ଭାରତ
ନୂଆଦିଲ୍ଲୀ,୩।୮: ଯଦିଓ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ବିବୃତ୍ତି ଦେଇନାହିଁ, ଆଗାମୀ ଚମ୍ପିଆନ୍ସ ଟ୍ରଫିରେ ଭାରତ ଏହାର ସମସ୍ତ ମ୍ୟାଚ୍ ପାକିସ୍ତାନବାହରେ ଖେଳିବ। ଆଇସିସିର ଏ ନିଷ୍ପତ୍ତି ପରେ ଏହି ସମ୍ଭାବନା ସତରେ ପରିଣତ ହେବାକୁ ଯାଉଛି।…
Archives


