କାହାକୁ ଡରୁଥିଲା ପାକିସ୍ତାନ, କେମିତି ନଇଁଲା ଆଉ କିଏ ବୁଝାଇଲା? ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚର ଇନସାଇଡ ଷ୍ଟୋରୀ
ନୂଆଦିଲ୍ଲୀ,୧୦।୨: ପାକିସ୍ତାନ ସରକାର ମ୍ୟାଚ ବର୍ଜନ କରିବାର ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛି। ପାକିସ୍ତାନର ଏହି ନିଷ୍ପତ୍ତି ଟୁର୍ଣ୍ଣାମେଣ୍ଟରେ ଚାଲିଥିବା ଅଚଳାବସ୍ଥାର ଅନ୍ତ ଘଟାଇଛି। ୨୦୨୬ ଟି-୨୦ ବିଶ୍ୱକପର ସବୁଠାରୁ ଗରମ ମ୍ୟାଚ ଅନିଶ୍ଚିତତାରେ ଥିଲା। ବାଂଲାଦେଶକୁ ସମର୍ଥନ କରି ପାକିସ୍ତାନ ମ୍ୟାଚ…
ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି
ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ କୌଣସି ଆର୍ଥିକ, କ୍ରୀଡ଼ା ସମ୍ବନ୍ଧୀୟ କିମ୍ବା ପ୍ରଶାସନିକ ଦଣ୍ଡ ବିଧାନ କରାଯିବ ନାହିଁ…
ପାକିସ୍ତାନକୁ ୪୪୦ ଭୋଲ୍ଟର ଝଟ୍କା ଦେଲା ICC: ସବୁ ସର୍ତ୍ତ ପ୍ରତ୍ୟାଖାନ
ନୂଆଦିଲ୍ଲୀ,୯।୨: ଟି୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମ୍ୟାଚ ପାଖେଇ ଆସୁଛି। ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ପାକିସ୍ତାନ ICC ସମ୍ମୁଖରେ…
IND vs PAK ମ୍ୟାଚ ବୟକଟ ଶେଷ କରିବାକୁ ICC ସାମ୍ନାରେ ୩ଟି ବଡ଼ ଦାବି ରଖିଲା ପାକିସ୍ତାନ, ଏହାକୁ ମାନିବ କି ଭାରତ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ନୂଆଦିଲ୍ଲୀ,୯।୨: ICC ପୁରୁଷ T20 ବିଶ୍ୱକପ 2026 ରେ ଭାରତ ବନାମ ପାକିସ୍ତାନ ମ୍ୟାଚ ଉପରେ କଳାବାଦଲ ଘୋଡ଼ାଇ ହୋଇ ରହିଛି। ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ଖେଳିବାକୁ ମନା କରିଦେଇଛି। ତଥାପି, ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଏପର୍ଯ୍ୟନ୍ତ…
ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଏବେବି ରହିଛି ସସପେନ୍ସ, BCCI ଦେଲା ବଡ଼ ବୟାନ
ନୂଆଦିଲ୍ଲୀ,୯।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ T20 World Cup 2026 ମ୍ୟାଚ ନିରନ୍ତର ଖବରର ଶିରୋନାମାରେ ରହିଛି। ଫେବୃଆରୀ ୧୫ରେ କଲମ୍ବୋରେ ହେବାକୁ ଥିବା ଏହି ହାଇ-ଭୋଲଟେଜ ମ୍ୟାଚ ସମ୍ପର୍କରେ ସ୍ଥିତି ଅସ୍ପଷ୍ଟ ରହିଛି। ପାକିସ୍ତାନର ମ୍ୟାଚ ନ ଖେଳିବାର…
ଭାରତ ସହ T20 World Cupରେ ଖେଳିବାକୁ ରାଜି ହେଲା ପାକିସ୍ତାନ! କେମିତି ୨୪ ଘଣ୍ଟାରେ ବଦଳିଲା ମନୋଭାବ? ଜାଣନ୍ତୁ…
ନୂଆଦିଲ୍ଲୀ,୮।୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ହେବାକୁ ଥିବା T20 ବିଶ୍ୱକପ ମ୍ୟାଚ ବର୍ଜନ କରିବା ପାଇଁ ଆଲୋଚନା ଆରମ୍ଭ କରିବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ସହିତ ଯୋଗାଯୋଗ କରିଛି। ICC PCBକୁ ଏକ…
U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା
ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍ସ କ୍ଲବ୍ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ ହୋଇ ଷଷ୍ଠ ଥର ପାଇଁ ଟାଇଟଲ ଜିତିଛି। ଷଷ୍ଠ ଥର ପାଇଁ ଟୁର୍ନାମେଣ୍ଟ…
ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍ଙ୍କ ମନ୍ତବ୍ୟକୁ ନେଇ ହଟଚମଟ
ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସର ହୁସେନ୍ଙ୍କ ଏକ ମନ୍ତବ୍ୟ କ୍ରିକେଟ ଜଗତରେ ନୂଆ ବିବାଦ…
ପାକିସ୍ତାନର କିଛି ବିଗାଡ଼ି ପାରିବ ନାହିଁ ICC, ଭାରତ ବିପକ୍ଷରେ ନ ଖେଳିବାକୁ ନେଇ ଚମକାଇବା ଭଳି ବୟାନ ଦେଲେ ପୂର୍ବତନ ଅଧ୍ୟକ୍ଷ
ନୂଆଦିଲ୍ଲୀ,୩।୨: ପାକିସ୍ତାନ ଟିମ ଇଣ୍ଡିଆ ବିପକ୍ଷରେ ମ୍ୟାଚ ଖେଳିବାକୁ ମନା କରିଛି, ତଥାପି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏହାକୁ ଦଣ୍ଡିତ କରିପାରିବ ନାହିଁ। ଏହା ପୂର୍ବତନ ICC ଅଧ୍ୟକ୍ଷ ଏହସାନ ମନିଙ୍କ ବକ୍ତବ୍ୟ, ଯିଏ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ…
BCCIକୁ ଶକ୍ତ ଚାପୁଡ଼ା ଦେଲା ପାକିସ୍ତାନ: କାହିଁକି ଏମିତି କହିଲେ ରାଜ୍ୟ ସଭା ଏମ୍ପି
ନୂଆଦିଲ୍ଲୀ,୨।୨: ପାକିସ୍ତାନ ICC ପୁରୁଷ T20 ବିଶ୍ୱକପରେ ଭାରତ ବିପକ୍ଷରେ ନ ଖେଳିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ହେଉଛି ଫେବୃଆରୀ ୧୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ମ୍ୟାଚ ହେବ ନାହିଁ। ରାଜ୍ୟ ସଭା ଏମ୍ପି ପ୍ରିୟଙ୍କା ଚତୁର୍ବେଦୀ…
ପାକିସ୍ତାନ ଉପରେ ଖପ୍ପା ହେଲେ ଗାଭାସ୍କର! କହିଲେ-‘ICC ନେଉ କଡ଼ା ଆକ୍ସନ, ପରବର୍ତ୍ତି ସମୟରେ ଏମିତି କରିବାକୁ ତିନିଥର ଭାବିବ ପାକିସ୍ତାନ’
ନୂଆଦିଲ୍ଲୀ,୨।୨: ୨୦୨୬ ଟି୨୦ ବିଶ୍ୱକପ ଆରମ୍ଭ ହେବାର ପ୍ରାୟ ଛଅ ଦିନ ପୂର୍ବରୁ, ପାକିସ୍ତାନ ସରକାର ଘୋଷଣା କରିଥିଲେ ଯେ ତାଙ୍କ ଦଳ ଆଗାମୀ ବିଶ୍ୱକପରେ ଅଂଶଗ୍ରହଣ କରିବ, କିନ୍ତୁ ଫେବୃଆରୀ ୧୫ ତାରିଖରେ ଭାରତ ବିପକ୍ଷରେ ଲିଗ ମ୍ୟାଚ ଖେଳିବ…
ପାକିସ୍ତାନ T20 ବିଶ୍ୱକପ ବର୍ଜନ ପରେ BCCI ନେଲା ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୨।୨: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପାକିସ୍ତାନର ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି। T20 ବିଶ୍ୱକପରେ ପାକିସ୍ତାନ ଭାରତ ବିପକ୍ଷରେ ଏକ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଖେଳିବାକୁ ମନା କରିଦେଇଛି। ICC ମଧ୍ୟ ଏହି ମାମଲାରେ ହସ୍ତକ୍ଷେପ କରିଛି…
Archives


