୨୦୨୨ ମାନବ ବିକାଶ ସୂଚକାଙ୍କ: ୧୯୩ ଟି ଦେଶ ମଧ୍ୟରେ ୧୩୪ ସ୍ଥାନରେ ଭାରତ ନୂଆଦିଲ୍ଲୀ,୧୪।୩: ମିଳିତ ଜାତିସଂଘର ମାନବ ବିକାଶ ସୂଚକାଙ୍କ (ଏଚଡିଆଇ) ରେ ଭାରତର ମାନ୍ୟତା ୨୦୨୨ ରେ ଗୋଟିଏ ସ୍ଥାନ ଉପରକୁ ଉଠି କରି ୧୯୩ ଟି ଦେଶ ମଧ୍ୟରୁ ୧୩୪ରେ ରହିଛି। ୨୦୨୧ରେ ୧୯୧ ଦେଶ ମଧ୍ୟରୁ ଭାରତ ୧୩୫...