ହନିମୁନ୍ ପାଇଁ ସ୍ତ୍ରୀଙ୍କୁ ଗୋଆ ନେବାକୁ କହି ଅଯୋଧ୍ୟା ନେଇଗଲେ ସ୍ବାମୀ, ଛାଡ଼ପତ୍ର ଦେଇଦେଲେ ସ୍ତ୍ରୀ, ପୂରା ଘଟଣା ଜାଣିଲେ… ସମଗ୍ର ଦେଶ ରାମଙ୍କ ଭକ୍ତିଭାବରେ ବୁଡ଼ି ରହିଥିବା ବେଳେ କିଛି ଲୋକ ଭିନ୍ନ ଧରଣର ଥିବା ଏକ ଖବରରୁ ଜାଣିବାକୁ ମିଳିଛି। ଲୋକେ କେମିତି ଆଉ କେତେବେଳେ ଅଯୋଧ୍ୟା ଯାଇ ଟିକେ ରାମଲାଲାଙ୍କ ଝଲକ ପାଇବା ପାଇଁ କେତେ କ’ଣ...